"ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Vaccine}}
[[Image:SalkatPitt.jpg|thumb|180px|[[Jonas Salk]] in 1955 holds two bottles of a culture used to grow [[polio]] vaccines.]]
'''ଟିକା''' ଏକ ଜୈବିକ ତିଆରି ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ପ୍ରତିରୋଧ ଶକ୍ତି ବଢାଏ । ରୋଗ ସୃଷ୍ଟିକାରୀ ଜୀବାଣୁ ସହ ଟିକାର ସାମଞ୍ଜସ୍ୟ ରହେ । ଏହା ଦୂର୍ବଳ ବା ମୃତ ଜୀବାଣୁରୁ, ଏହାର ବାହ୍ୟ ପ୍ରୋଟିନରୁ (Surface protein) ଓ ଏହାର [[ବିଷ]]ରୁ ପ୍ରସ୍ତୁତ କରାଯାଏ । ଏହାକୁ ଏଜେଣ୍ଟ କୁହାଯାଇ ପାରେ । ଏହି ଏଜେଣ୍ଟ ଶରୀରର [[ପ୍ରତିରୋଧ ବିଭାଗ]]କୁ ଉତ୍ତେଜିତ କରାଏ ଯାହାଦ୍ବାରାଯାହାଦ୍ୱାରା ଏହି ବାହ୍ୟ ପଦାର୍ଥକୁ ଚିହ୍ନି ଶରୀର ମନେ ରଖେ ଓ ପରବର୍ତ୍ତୀ ସମୟରେ ଏହା ଶରୀରରେ ପ୍ରବେଶ କଲେ ନଷ୍ଟ କରିଦିଏ । <br />
ଟିକା ଦୁଇ ପ୍ରକାର ଅଛି: ୧. ପ୍ରାକ-ରୋଗ ଟିକା ୨. ଚିକିତ୍ସା ନିମିତ୍ତ ଟିକା । ଭବିଷ୍ୟତରେ ରୋଗ ସୃଷ୍ଟିକାରୀ ଜୀବାଣୁଦ୍ବାରାଜୀବାଣୁଦ୍ୱାରା ରୋଗ ନ ହେବା ନିମନ୍ତେ ପ୍ରାକ ରୋଗ ଟିକା ଦିଆଯାଏ । [[କର୍କଟ ରୋଗ]] ଚିକିତ୍ସା ନିମନ୍ତେ ଟିକା ପ୍ରସ୍ତୁତି ଗବେଷଣା ଚାଲିଛି । <br />
ଏଡ଼ୱାର୍ଡ ଜେନର ୧୭୯୬ ମସିହାରେ ଟିକା ବା ଭାକସିନ ପ୍ରଥମେ ପ୍ରସ୍ତୁତ କରିଥିଲେ । ଲାଟିନ ଭାଷାରେ ଭାକା ଅର୍ଥ ଗାଈ (Latin variola vaccinia, adapted from the Latin vaccīn-us, from vacca, cow) । ଗାଈ ବସନ୍ତ ରୋଗର ଭୁତାଣୁ ନେଇ ମନୁଷ୍ୟ ବସନ୍ତ ଟିକା ଉଦ୍ଭାବନ କରି ଲୋକମାନକୁ ଟିକା ଦେଇଥିଲେ<ref>{{cite journal | author=Stefan Riedel, MD, PhD | title = Edward Jenner and the history of smallpox and vaccination | url = http://www.ncbi.nlm.nih.gov/pmc/articles/PMC1200696/|journal = Proceedings (Bayl Univ Med Cent) | volume=18 | issue=1 | year=2005 |month=January | pages=21–25}}</ref> ।
== ଆଧାର ==
"https://or.wikipedia.org/wiki/ଟିକା"ରୁ ଅଣାଯାଇଅଛି