"ଟାହିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ ବ/ୱ ଫଳା ବଦଳ
 
୧ କ ଧାଡ଼ି:
[[ଜଗନ୍ନାଥ]] [[ବଳଭଦ୍ର]] ଓ ଦେବୀ [[ସୁଭଦ୍ରା]] [[ପହଣ୍ଡି ବିଜେ]] ନିମନ୍ତେ ସ୍ବତନ୍ତ୍ରସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । [[ପହଣ୍ଡି]] ସମୟରେ ବିଗ୍ରହମାନଙ୍କ ମସ୍ତକରେ ସୁଦୃଶ୍ୟ ଟାହିଆ (ମକୁଟ) ପିନ୍ଧାଯାଇଥାଏ । [[ରାଘବ ଦାସ ମଠ]]ରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଭାବେ ତିଆରି କରିଥାନ୍ତି ।
 
==ତିଆରି==
ସ୍ବତନ୍ତ୍ରସ୍ୱତନ୍ତ୍ର ମାପରେ [[ବାଉଁଶ]], କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, [[ପଇତା]] ସୁତା, ରଙ୍ଗରେ ଟାହିଆ ପ୍ରସ୍ତୁତି କାରାଯାଇଥାଏ । ପ୍ରାଥମିକ ସ୍ତରରେ [[ବାଉଁଶ]] କାଠିକୁ ସ୍ବତନ୍ତ୍ରସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ । ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ । ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ । ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ [[ମଲ୍ଲୀ]], [[ମାଳତି]], [[ଟଗର]], [[ପଦ୍ମ]] ଫୁଲ ଏବଂ [[ଦୁବ]] ଆଦି ଖଞ୍ଜାଯାଇଥାଏ । ଟାହିଆର ଅଗ୍ରଭାଗରେ [[ଦୁବ]] ଓ [[କିଆ]] ଲଗାଯାଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।<ref>{{cite news|title=ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ|url=http://www.dharitri.com/Berhampur/270515/p12.htm|accessdate=21 August 2015|newspaper=ଧରିତ୍ରୀ|date=୨୧ ଅଗଷ୍ଟ ୨୦୧୫}}</ref>
 
==ବ୍ୟବହାର==
[[ଜଗନ୍ନାଥ]] [[ବଳଭଦ୍ର]] ଓ ଦେବୀ [[ସୁଭଦ୍ରା]] [[ପହଣ୍ଡି ବିଜେ]] ନିମନ୍ତେ ସ୍ବତନ୍ତ୍ରସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । ତାହାକୁ [[ସେନାପଟା ଲାଗି]] କୁହାଯାଏ । [[ପହଣ୍ଡି]] ସମୟରେ ବୀରବେଶୀ [[ଜଗନ୍ନାଥ]]ଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ । ବିଗ୍ରହମାନଙ୍କୁ [[ସେନାପଟା ଲାଗି]] ବେଶ ପରେ [[ମଙ୍ଗଳାର୍ପଣ]] କରାଯାଇ [[ଡୋର ଲାଗି]] କରାଯାଇଥାଏ । [[ସ୍ନାନ ପୂର୍ଣିମା]] ଦିବସରେ [[ରତ୍ନବେଦୀ]]ରୁ ବିଗ୍ରହମାନେ [[ପହଣ୍ଡି ବିଜେ]]ରେ କଳାହାଟ ଦ୍ବାରଦ୍ୱାର ଜୟବିଜୟ ଦ୍ବାରଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ [[ସ୍ନାନବେଦୀ]]କୁ ଆସନ୍ତି । ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ । ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ । ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, [[ସ୍ନାନବେଦୀ]]ରୁ [[ଅଣସର ପିଣ୍ଡି]]କୁ ଧାଡ଼ି ପହଣ୍ଡିରେ, [[ଅଣସର ପିଣ୍ଡି]]ରୁ ଧାଡ଼ି ପହଣ୍ଡିରେ ରଥକୁ, ରଥରୁ [[ଆଡ଼ପ ମଣ୍ଡପ]]ରେ ଆବସ୍ଥାନ ନିମନ୍ତେ ଗୋଟି ପହଣ୍ଡିରେ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ ।<ref>{{cite news|title=ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ|url=http://www.dharitri.com/Berhampur/270515/p12.htm|accessdate=21 August 2015|newspaper=ଧରିତ୍ରୀ|date=୨୧ ଅଗଷ୍ଟ ୨୦୧୫}}</ref>
 
==ଇତିହାସ==
"https://or.wikipedia.org/wiki/ଟାହିଆ"ରୁ ଅଣାଯାଇଅଛି