"ଝାରସୁଗୁଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୦ କ ଧାଡ଼ି:
| registration_plate = OD-23
| blank1_name_sec1 = ନିକଟତମ ସହର
| blank1_info_sec1 = [[ଭୁବନେଶ୍ବରଭୁବନେଶ୍ୱର]]
| blank2_name_sec1 = ଲିଙ୍ଗାନୁପାତ
| blank2_info_sec1 = ୧.୦୫୭ [[male|♂]]/[[female|♀]]
୧୩୬ କ ଧାଡ଼ି:
 
== ଗମନାଗମନ ==
ଗମନା ଗମନ ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶାରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥଦ୍ବାରାରେଳପଥଦ୍ୱାରା ସଂଯୁକ୍ତ ହେଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥର ବିସ୍ତାର ମଧ୍ୟ ଜିଲ୍ଲାରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତାରୁ ମୁମ୍ବାଇକୁ ରାଜପଥ ସହ ସମ୍ବଲପୁର ରାଉରକେଲାକୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡାରୁ ଛତିଶଗଦର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହେଇଛି ।
== ଶିଳ୍ପ ==
ଝାରସୁଗୁଡା ଜିଲ୍ଲାରେ ଶିଳ୍ପର ବହୁଳ ଉନ୍ନତି ହେଇ ଏହା ଭାରତର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲାରେ ବ୍ରଜରାଜନଗର ଅଞ୍ଚଳରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାରର ଜଳ ଓ ରେଳ ଓ ସଡକ ପଥ ଥିବା କାରଣରୁ ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।
୧୪୨ କ ଧାଡ଼ି:
== ପର୍ଯ୍ୟଟନ ସ୍ଥଳ ==
ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ଅନେକ ପ୍ରାକୃତିକ ତଥା ଦର୍ଶନୀୟ ସ୍ଥାନ ରହିଛି । ସେଥି ମଧ୍ୟରୁ [[କୋଇଲି ଘୋଘର ଜଳପ୍ରପାତ]] ଭାରତ ବିଖ୍ୟାତ ।<ref>http://www.nuaodisha.com/Odisha-Tourism/Tourist-Places-in-Jharsuguda.htm</ref> ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟରେ ଅବସ୍ଥିତ । ଏହି ଜଳ ପ୍ରପାତରେ ୨୦୦ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀରେ ମିଶ୍ରଣ ହୁଏ ।
ଏହା ଛଡ଼ା ଝାରସୁଗୁଡ଼ାରୁ ୨୫ କିଲୋମିଟର ଦୂର ବିକ୍ରମଖୋଲର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ପ୍ରତ୍ନତତ୍ବପ୍ରତ୍ନତତ୍ୱ ବସ୍ତୁ ହିସାବରେ ଐତିହାସିକ ଓ ପ୍ରତ୍ନତତ୍ବବିଦପ୍ରତ୍ନତତ୍ୱବିଦ ମାନଙ୍କୁ ଆକର୍ଷିତ କରେ ।<ref>{{cite web|url=http://odishanewsnitidin.com/index.php?ID=20&PubId=4&schedule=2016-10-23&PageNum=3|title=ରହସ୍ୟ ଖୋଲିବା ପୂର୍ବରୁ ଲିଭିଯିବ ପ୍ରାଚୀନ ଲିପି|publisher=ନିତିଦିନ|accessdate=23 October 2016}}</ref> ଝାରସୁଗୁଡ଼ା ସହରସ୍ଥ ଝଡେଶ୍ବରଝଡେଶ୍ୱର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟର ପରିଚୟ ହିସାବରେ ଅଛି ।
 
== ଆଧାର ==