"ଝଣ୍ଡେୱାଲାନ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୫ କ ଧାଡ଼ି:
 
== ଇତିହାସ ଓ କିମ୍ବଦନ୍ତୀ ==
୧୮ଶ ଶତାବ୍ଦୀରେ ଏହି ଅଞ୍ଚଳ ବଣ ଜଙ୍ଗଲରେ ଭରା ଥିଲା । ଏଠାକୁ ଆରାବଳି ପର୍ବତ ଅଞ୍ଚଳକୁ ଲାଗି ଥିବା ଅରନ୍ୟାଞ୍ଚଳ ବ୍ୟାପ୍ତ ହେଇଥିଲା । କିମ୍ବଦନ୍ତୀ ଅନୁସାରେ ଚାନ୍ଦିନୀ ଚୌକର ଜଣେ ଧର୍ମ ପ୍ରାଣ ବ୍ୟବସାୟୀ ବଦ୍ରିଦାସ ଏହା ନିକଟସ୍ଥ ଏକ ଝରଣା କୁଳରେ ଏକ ପ୍ରାଚୀନ ମନ୍ଦିର ଦବି ରହିଥିବାର ସ୍ବପ୍ନାଦେଶସ୍ୱପ୍ନାଦେଶ ପାଇଥିଲେ । ସେ ସେଠାରେ ଖୋଦନ କାର୍ଯ୍ୟ କରିବାରୁ ଗଭୀର ଗୁମ୍ଫା ମଧ୍ୟରେ ଦେବୀ ମୂର୍ତି ପ୍ରାପ୍ତ ହେଇଥିଲେ । ଖୋଦନ ସମୟରେ ଦେବୀ ପ୍ରତିମୂର୍ତିର ହାତ ଖଣ୍ଡିତ ହେଇଗଲା । ତାହାକୁ ରୋପ୍ୟ ହାତ ଲଗେଇ ସେହିଠାରେ ସ୍ଥାପନ କଲେ ଓ ଉପର ଅଂଶରେ ଏକ ନୂତନ ମୂର୍ତି ନିର୍ମିତ କରି ମନ୍ଦିର ନିର୍ମାଣ କଲେ ।
 
ମନ୍ଦିର ଉପରେ ଏକ ଦୀର୍ଘକାୟ ଧ୍ବଜଧ୍ୱଜ ଲଗାଯାଇଥିଲା , ଯାହା ଦୂର ଦୂରାନ୍ତରୁ ଦେଖାଯାଇଥାଏ । ପରେ ମନ୍ଦିରର ନାମ ଏଥିପାଇଁ ଝଣ୍ଡେୱାଲା  ରହିଥିଲା । ଉପରେ ରହିଥିବା ମନ୍ଦିରରେ ଶିବ ଲିଙ୍ଗା ମାନଧୀ ସ୍ଥାପନ କରାଯାଇଛି । ପ୍ରାଚୀନ ଦେବୀ ପ୍ରତିମାଙ୍କ " ଗୁମ୍ଫା ବାଲି ମାତା " କୁହାଯାଇଥାଏ ଓ ସେଠାରେ ମଧ୍ୟ ପୂର୍ଣ ନୀତି ରୀତି ସହ ଆରାଧନା ହେଇଥାଏ । ।
 
ମନ୍ଦିରରେ ଦୁର୍ଗାପୂଜା ଓ ନବରାତ୍ର ବହୁ ଆଡମ୍ବର ସହକାରେ ପାଳିତ ହେଇଥାଏ । ଏଠାରେ ବାସନ୍ତିକ ନବରାତ୍ର ସହ ଶାରଦୀୟ ନବରାତ୍ର ମଧ୍ୟ ପାଳିତ ହେଇଥାଏ । ଦୈନିକ ନୀତି ରୀତି ମଧ୍ୟରେ ହବନ , କୀର୍ତନ ତଥା ସ୍ବତନ୍ତ୍ରସ୍ୱତନ୍ତ୍ର କଥା , ଓ ପ୍ରବଚନ ଆୟୋଜନ ହେଇଥାଏ । ପର୍ବ ସମୟରେ ଏଠାରେ ବହୁ ଜନ ସମାଗମ ହେଇଥାଏ । <ref>Jhandewalan Mandir Aarti Timings in Navratri is at 4 AM and 7 PM. Daily Hawan timings is from 7 AM to 7.30 AM, Kirtan timing is from 7.30AM to 8.30 AM and from 10 AM to 12 PM. Special Katha and Kirtan are organised on Poranmasi (full Moon). Santoshi Mata Katha is organised on every Friday; Every Tuesday and Saturday Mata ki Chowki is organised. Jagran is organised on every Shukla Ashtami.<nowiki>http://indiaongo.in/travel/jhandewalan-mandir/</nowiki></ref>
 
== References ==