"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪୮ କ ଧାଡ଼ି:
* କାରୋଟୀନ ଗୁଡିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
== ଇତିହାସ ==
୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରଯାଇଥିଲା । [[ପୃଷ୍ଟିସାର]] , [[ସ୍ନେହସାର]] ଓ [[ଶ୍ବେତସାରଶ୍ୱେତସାର]] ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ରେ ଏହି ଉପାଦାନ ସବୁ ସ୍ବାଧୀନସ୍ୱାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱି‌ସ୍‌କୋ‌ନ୍‌ସି‌ନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।
 
== ଦୈନିକ ଆବଶ୍ୟକତା ==
୫୭ କ ଧାଡ଼ି:
! ଦୈନିକ ଆହାର <br /><small>(Adequate intakes)</small><br />
μg/day
! '''ଊର୍ଦ୍ଧ୍ବଊର୍ଦ୍ଧ୍ୱ ସୀମା'''<br />
μg/day
|-
୧୩୮ କ ଧାଡ଼ି:
* [http://www.who.int/vmnis/vitamina/data/en/index.html World Health Organization Database on Vitamin A Deficiency]
 
[[ଶ୍ରେଣୀ:ପୋଷକ ତତ୍ତ୍ବତତ୍ତ୍ୱ]]
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି