"ଜିତେନ୍ଦ୍ର ହରିପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।
 
୧୯୭୧ରୁ ସେ [[ଆକାଶବାଣୀ]]ରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । [[ରଙ୍ଗବତୀ]] ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ବତ୍ତ୍ବାଧୀକାରସ୍ୱତ୍ତ୍ୱାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା ।<ref>www.hungama.com/artists/jitendra-haripal/10396</ref>
[[ଓଡ଼ିଆ]], ଭୋଜପୁରୀ, [[ବଙ୍ଗାଳୀ]], [[ଛତିଶଗଡ]] ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।
 
୧୫ କ ଧାଡ଼ି:
* ଜୟମାଲା ସଙ୍ଗୀତ ସୁଧାକର ସମ୍ମାନ, ୨୦୧୬<ref>{{cite news|title=ଜିତେନ୍ଦ୍ରିୟ ହରିପାଲ ପାଇବେ ସଙ୍ଗୀତ ସୁଧାକର ସମ୍ମାନ|url=http://www.dharitri.com/Bhubaneswar/041116/p11.htm|accessdate=4 November 2016|work=ଧରିତ୍ରୀ}}</ref>
* ସମ୍ମାନଜନକ ଡି. ଲିଟ ଉପାଧି, ୨୦୧୫ ([[ଉତ୍କଳ ବିଶ୍ୱବିଦ୍ୟାଳୟ]] ତରଫରୁ)
* ଓଡ଼ିଶାର ତତ୍କାଳିନ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ତାଙ୍କୁ ୨୦୦୭ରେ ସ୍ବତନ୍ତ୍ରସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ
* [[ଓଡ଼ିଶା ପ୍ରିମିଅର ଲିଗ]]ର ବ୍ରାଣ୍ଡ ଆମ୍ବାସାଡର, ୨୦୧୨
==ଆଧାର==