"ଜହ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୯ କ ଧାଡ଼ି:
 
== ଆକାର ପ୍ରକାର ==
ଜହ୍ନର ନିରକ୍ଷୀୟ ବ୍ୟାସ ୧୭୩୮.୧୪କିମି ହୋଇଥିବା ସ୍ଥଳେ ମେରୁ ବ୍ୟାସ ୧୭୩୫.୯୭କିମି ଓ ହାରାହାରି ବ୍ୟାସ ୧୭୩୭.୧୦କିମି ଅଟେ। ଜହ୍ନର ପରିଧି ହେଉଛି ୧୦,୯୭୧କିମି.। ଗ୍ରହ ଓ ଉପଗ୍ରହର ବସ୍ତୁତ୍ବବସ୍ତୁତ୍ୱ ତୁଳନା କଲେ ଜଣାଯାଏ ଯେ ଜହ୍ନ ହେଉଛି ସୌରଜଗତରେ ବୃହତ୍ତମ। ଜହ୍ନର ବୃହତ ଆକାର ଅନେକ ସମୟରେ ବାହ୍ୟ ପିଣ୍ଡମାନଙ୍କ ସଂଘାତରୁ ପୃଥିବୀକୁ ରକ୍ଷା କରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଜହ୍ନ ପୃଷ୍ଠରେ କୋଟି କୋଟି ବର୍ଷ ଧରି ତିଆରି ହୋଇଥିବା ସଂଖ୍ୟାଧିକ ସଂଘାତ ଗହ୍ବରଗହ୍ୱର ଏ କଥାର ପ୍ରମାଣ ଦିଏ।
 
==ଭୌଗଳିକ ଗଠନ==
୬୫ କ ଧାଡ଼ି:
 
== ଭୌତିକ ଗୁଣ ==
ଜହ୍ନର କେନ୍ଦ୍ରରୁ ୨୪୦ କିମି ପର୍ଯ୍ୟନ୍ତ କଠିନ ଲ୍ଔହ ଓ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ତରଳ ଲ୍ଔହର ଅବସ୍ତିତି ଜଣାପଡେ଼। ଚନ୍ଦ୍ର ପୃଷ୍ଠରେ ଅନେକ ମୃତ ଆଗ୍ନେୟଗିରି ଦେଖାଯାଏ। ଚନ୍ଦ୍ର ପୃଷ୍ଠରେ ଥିବା ସଂଘାତ ଗହ୍ବରମାନଗହ୍ୱରମାନ ଖାଲି ଆଖିକୁ ମଧ୍ୟ ଦେଖାଯାଏ। ଦୃଶ୍ୟମାନ ପାର୍ଶ୍ବରେପାର୍ଶ୍ୱରେ ଥିବା ବିଶାଳ ଗର୍ତ୍ତ ଏକ ଜଳାଶୟର ଭ୍ରମ ସୃଷ୍ଟି କରେ।
 
==ଜଳର ଅବସ୍ଥିତି==
ସୌର ତାପ ଯୋଗୁ ଚନ୍ଦ୍ରରେ ତରଳ ଜଳ ଉପସ୍ଥିତି ସମ୍ଭବ ନୁହେଁ। ଅତି ନଗଣ୍ୟ ବାୟୁମଣ୍ଡଳ ଓ ଦୁର୍ବଳ ମାଧ୍ୟାକର୍ଷଣ ଜଳୀୟବାଷ୍ପକୁ ମଧ୍ୟ ଧରି ରଖି ପାରେ ନାହିଁ। ସଂଘାତ ଗହ୍ବରମାନଙ୍କଗହ୍ୱରମାନଙ୍କ ନିମ୍ନଭାଗରେ କଠିନ ଜଳ ବରଫ ଆକାରରେ ଥିବାର ଅନୁମାନ କରାଯାଏ। ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ପ୍ରମାଣିତ କଲା ଯେ ଜହ୍ନ ପୃଷ୍ଠରେ କଠିନ ଜଳ ଅଛି।
 
== ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି ==
"https://or.wikipedia.org/wiki/ଜହ୍ନ"ରୁ ଅଣାଯାଇଅଛି