"ଜନନୀ ସୁରକ୍ଷା ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
''ଜନନୀ ସୁରକ୍ଷା ଯୋଜନା'' (JSY) ଭାରତ ସରକାରଙ୍କର ଏକ ଯୋଜନା ଯାହା ୨୦୦୫ ଅପ୍ରେଲ ୧୨ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରାଦ୍ୱାରା ଉଦ୍ଘାଟନ କରାଯାଇଥିଲା ।<ref>[http://www.nrhm.maharashtra.gov.in/schjsy.htm Janani Suraksha Yojana - NRHM | Government of Maharashtra]</ref> ଏକ ନିରାପଦ ପ୍ରସବ ଯୋଜନା, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ବାସ୍ଥ୍ୟସ୍ୱାସ୍ଥ୍ୟ ମିଶନ (NRHM) ଅଧିନରେ କାର୍ଯ୍ୟକାରୀ ହେଉଛି । ଏହା ୧୦୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା । ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ବିନା ଖର୍ଚ୍ଚରେ ପ୍ରସବ, ଜନ୍ମ ପରବର୍ତ୍ତୀ ଯତ୍ନ ସହିତ ଆର୍ଥିକ ସହାୟତା ସୁବିଧା ମଧ୍ୟ ମିଳିଥାଏ ।<ref name="FAQs">{{cite web|title=MoFHW FAQs|url=http://www.mohfw.nic.in/WriteReadData/l892s/FEATURES%20FREQUENTLY%20ASKED%20QUESTIONS.pdf|accessdate=11 March 2015}}</ref>
 
==ଉଦ୍ଦେଶ୍ୟ ==
୫ କ ଧାଡ଼ି:
== ସହଯୋଗୀ==
*[[ଆଶା]]କର୍ମୀ
ଜନନୀ ସୁରକ୍ଷା ଯୋଜନାରେଭାବେ [[ଆଶା]](ଜଣେ ସମାଜିକ ସ୍ବାସ୍ଥ୍ୟକର୍ମୀସ୍ୱାସ୍ଥ୍ୟକର୍ମୀ)ଙ୍କ ଦ୍ବାରାଦ୍ୱାରା ଚିହ୍ନଟ କରାଯାଇଥାଏ । ସେ ଏକ ସଂଯୋଜକର ଦାୟିତ୍ବଦାୟିତ୍ୱ ତୁଲାଇ ଗରିବ ଗର୍ଭବତୀ ମହିଳାମାନଙ୍କୁ ସରକାରଙ୍କଠୁ ମିଳୁଥିବା ସ୍ବାସ୍ଥ୍ୟସ୍ୱାସ୍ଥ୍ୟ ସେବାଗୁଡ଼ିକ ସହ ଯୋଡ଼ିବାରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଡାକ୍ଟରଙ୍କ ଦ୍ବାରାଦ୍ୱାରା ପ୍ରସବ କରାଇବାକୁ ପ୍ରବର୍ତ୍ତାଇ ଥାଆନ୍ତି <ref name="FAQs"/>
*[[ଏଏନଏମ]]କର୍ମୀ
*[[ଆମ୍ବୁଲାନ୍ସ]]ସେବା
*ପ୍ରସବ ଦାୟିତ୍ବରେଦାୟିତ୍ୱରେ ଥିବା ଡାକ୍ଟର
 
== ଯୋଜନାର ବୈଶିଷ୍ଟ୍ୟ ==