"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
| caption = ପୁରୀର ବଡ଼ ଓଡ଼ିଆ ମଠକୁ ଜଗନ୍ନାଥ ଦାସ ନିଜେ ପ୍ରତିଷ୍ଠା କରିଥିଲେ । ସେଠାରେ ପୂଜିତ ବିଗ୍ରହ ଅତିବଡ଼ିଙ୍କ ଅଳ୍ପସଂଖ୍ୟକ ପୁରାତନ ପ୍ରତିକୃତିଙ୍କ ମଧ୍ୟରୁ ପ୍ରମୁଖ ।
| birth_date = ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ), ୧୪୯୦<!--{{birth date and age|1937|09|17}}-->
| birth_place = କପିଳେଶ୍ବରକପିଳେଶ୍ୱର, [[ପୁରୀ ଜିଲ୍ଲା|ପୁରୀ]], [[ଓଡ଼ିଶା]]
| death_date = ୧୫୫୦<!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
| death_place =
୨୧ କ ଧାଡ଼ି:
== ଜୀବନ କାଳ ==
=== ପ୍ରାରମ୍ଭିକ ଜୀବନ ===
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ<ref>{{cite web |url= http://www.tattvaloka.com/magazine/november-2011/article/atibadi-jagannath-das |title=Atibadi Jagannath Das |first=Choodala |last= |work=tattvaloka.com |quote=Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. <!--The Vaishnavaits treat him as an incarnation of Sri Radhika and the Shakt adore him as an incarnation of Sri Durga.-->|accessdate=7 November 2012}}</ref> ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ବରପୁରକପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ବାସବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।
 
=== ଶିକ୍ଷା ===
୨୯ କ ଧାଡ଼ି:
୧୫୦୯ ଖ୍ରୀଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଉଣେଇଶ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ସାକ୍ଷାତ ହେଉନଥିଲା ।
<!--
ଦିନେ ଦାସେ ଶ୍ରୀମଭାଗବତର ଦଶମ ସ୍କନ୍ଦ ବ୍ରହ୍ମସ୍ତୃତି ପାଠ କରୁଅଛନ୍ତି; ଏମନ୍ତ ସମୟରେ ଚୈତନ୍ୟ ଆସି ଉପସ୍ଥିତ ହେବାରୁ ତାଙ୍କର ଭାବାବେଶ ହାଲା ଅନନ୍ତର ସଂଜ୍ଞାଲାଭ କରି ସେ ଶ୍ରୀଚୈତନ୍ୟଙ୍କ ସଙ୍ଗରେ ମନ୍ଦିର ପ୍ରଦକ୍ଷଣ ଓ ଜଗନ୍ନାଥ ଦେବଙ୍କ ର୍ଶନ କଲେ ତତ୍ପରେ ସ୍ବୀୟସ୍ୱୀୟ ସହଚରବର୍ଗଙ୍କ ଆଡ଼କୁ ଚାହିଁ ଶ୍ରୀଚୈତନ୍ୟ କହିଲେ 'ବ୍ରହ୍ମ ସର୍ବଭୂତରେ ପରି ରହି ଅଛନ୍ତି ମୁଁ ଶ୍ରୀ ଜଗନ୍ନାଥ ଦେବଙ୍କୁ ୟେପରି ଭୟ ଓ ଭକ୍ତି କରେ ସର୍ବତ୍ର ମୋର ସେହି ଭାବ ବିଶେଷତଃ ଦାସଙ୍କ ବିଷୟରେ ମୁଁ ବେଶି ଭୀତ; କାହିଁକି ନାଁ, ଦାସେ ଜଗନ୍ନାଥଙ୍କ ସଙ୍ଗୀ, ଦାସଙ୍କ ପାଦପଦ୍ମ ମହାପ୍ରେମର ଆକର, ମୁଁ ତାହା ନିଷ୍କାମ ଭାବରେ ହୃଦଯରେ ଭାବୁଥିବି' ଏହା କହି ଚୈତନ୍ୟଦେବ ବାରମ୍ବାର ଦାସଙ୍କୁ ସମ୍ମାନ ଦେଖାଇଲେ ତାହା ଦେଖି ତକ୍ରତ୍ୟ ଅନ୍ୟାନ୍ୟ ବୈଷ୍ଣବମାନେ ମଧ୍ୟ ସମ୍ମାନ ଦେଖାଇ ନିଜ ନିଜ ବସାକୁ ଫେରି ଗଲେ ଏହିପରି ପ୍ରତିଦିନ ଶ୍ରୀଚୈତନ୍ୟ ଶ୍ରୀ ଜଗନ୍ନାଥ ଦେବଙ୍କୁ ଦର୍ଶନ କରିବାକୁ ଆସିବା ସମଯରେ କିଛିକ୍ଷଣ ବଟ ମୂଳରେ ବସି ଗୌଡ଼ାଯ ବୈଷ୍ଣବଗଣ ଅତ୍ୟନ୍ତ ଈର୍ଷାନ୍ବିତଈର୍ଷାନ୍ୱିତ ହୋଇ କହିଲେ- "ଦେଖନ୍ତୁ, ଆପଣ ଜଣେ ଅନୁପଦିଷ୍ଟଙ୍କୁ ପ୍ରେମାଲିଙ୍ଗନ କରୁ ଅଛନ୍ତି ବୈଷ୍ଣବ ପକ୍ଷରେ ସାଂପ୍ରଦାଯକ ଲୋକଙ୍କଟାରୁ ଦୀକ୍ଷା ଗ୍ରହଣ କରି ନଥିବା ବ୍ୟକ୍ତିର ଅଙ୍ଗ ସ୍ପର୍ଶ କରିବା ଶାସ୍ତ୍ରନିଷିଦ୍ଧ" ଏହା ଶୁଣି ଶ୍ରୀଚୈତନ୍ୟ ଦେବ କହିଲେ, "ଏହା ଠିକ୍ କଥା ନୁହେଁ ବ୍ରାହ୍ମଣଙ୍କ ଅଙ୍ଗ ଭକ୍ତିମୟ ବ୍ରାହ୍ମଣଙ୍କ ଅଙ୍ଗରେ ଶ୍ରୀକୃଷ୍ଣଙ୍କ ବାସ ସୁତରାଂ ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କ ମଧ୍ୟରେ ଭିନ୍ନାଭିନ୍ନ ବିଚାର କରିବା କଦାପି ଉଚିତ ନୁହେଁ" ବାସ୍ତବିକ ଦଯାମଯ ଭଗବାନ ଅହୈତୁକ ଦଯା ପ୍ରକାଶ କରି ଜୀବମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ସ୍ବୟଂସ୍ୱୟଂ ଶ୍ରୀଗୁରୁ ରୂପରେ ପ୍ରକାଶିତ ହୋଇ ସେମାନଙ୍କୁ ମହା ଅନୁଗ୍ରହ କରି ଥାଆନ୍ତି, ଏହା ଭାରତୀଯ ସାଧକ ଓ ଭକ୍ତବୃନ୍ଦ ଉତ୍ତମରୂପେ ବୁଝନ୍ତି, ଏବଂ ଆମ୍ଭମାନଙ୍କର ଦାସେ ମଧ୍ୟ ତାହା ଉତ୍ତମ ରୂପେ ଉପଲବ୍ଧି କରିଥିଲେ ତେଣୁ ସେ ନିଜକୃତ ଓଡ଼ିଆ ଭାଗବତରେ ଲେଖି ୟାଇ ଅଛନ୍ତି:<br/>
'ସର୍ବ ଶରୀର ମଧ୍ୟେ ସାର, ଦୁର୍ଲଭ ନର କଳେବର <br/>
ସୁଲଭ ନାବ ରୂପେ ଘଟେ, ବନ୍ଧନ ଭବ ସିନ୍ଧୁ ତଟେ<br/>
୩୬ କ ଧାଡ଼ି:
ସେ ନର ହୀନ ମୂଢ଼ମତି, ତାହାକୁ ବୋଲି ଆତ୍ମଘାତୀ"<br/>
 
ଜଗନ୍ନାଥ ଦାସେ ବଡ଼ ନିରଭିମାନ ଲୋକ ଥିଲେ ସେ ଶୁଣି ପାରିଲେ ୟେ, ଗୌଡ଼ୀଯ ବୈଷ୍ଣବମାନେ ଶ୍ରୀଚୈତନ୍ୟଙ୍କ ଆଗରେ ଆପତ୍ତି କରୁଅଛନ୍ତି ୟେ, ଦାସେ ବୈଷ୍ଣବ ଧର୍ମ ଦୀକ୍ଷିତ ନୁହନ୍ତି ତେଣୁ ତାଙ୍କ ମନ ଦୀକ୍ଷା ଗ୍ରହଣ ପାଇଁ ବ୍ୟାକୁଳ ହୋଇ ଉଠିଲା ସେ ଅତି ଆଗ୍ରହରେ ଶ୍ରୀଚୈତନ୍ୟ ଦେବଙ୍କ ନିକଟରେ ଇପସ୍ଥିତ ହେଲେ ତେତେବେଳେ ଶ୍ରୀଚୈତନ୍ୟ ଦେବ କାଶୀ ମିଶ୍ରଙ୍କ ଘରେ ଅବସ୍ଥାନ କରୁଥିଲେ କାଶୀ ମିଶ୍ରଙ୍କ ଘର ବର୍ତ୍ତମାନ ରାଧାକାନ୍ତ ମଠ ନାମରେ ଖ୍ୟାତ ଦାସେ ଦୁଇ ହାତରେ ଦୁଇଟି ଛୋଟ କୁଡ଼ିଆରେ ମହାପ୍ରସାଦ ଧରି ଉକ୍ତ ମଠରେ ପହୁଞ୍ଚିଲେ ସେତେବେଳକୁ ଚୈତନ୍ୟ ସମୁଦ୍ର ସ୍ନାନ ସମାପ୍ତ କରି ମଠସ୍ଥ ସ୍ବୀୟସ୍ୱୀୟ ପ୍ରକୋଷ୍ଠରେ ଅବସ୍ଥାନ କରୁଥାଆନ୍ତି ଦାସେ ହସ୍ତପ୍ରକ୍ଷାଳନ କରି ତାହାଙ୍କୁ ନମସ୍କାର କରନ୍ତେ ସେ ତାହାକୁ ମହା ସମାଦରରେ କହିଲେ, "ପୂର୍ଣ୍ଣ ଭକ୍ତିମୟ ଦାସ ଆପଣେ ଆସିବା ହେଉ" ତାହା ଶୁଣି ଦାସେ ଯୁକ୍ତକରରେ ଅତି ବିନିମଯରେ କହିଲେ, "ଆଜ୍ଞା ! ମୁଁ ଅନୁପଦିଷ୍ଟ ମୋତେ ସ୍ପର୍ଶ କରନ୍ତୁ ନାହିଁ ଦଯା କରି ମୋତେ ଦୀକ୍ଷା ପ୍ରଦାନ କରନ୍ତୁ" ଏହା ଶୁଣି ଶ୍ରୀଚୌତନ୍ୟ ଦେବ ଅତ୍ୟନ୍ତ ଆନନ୍ଦିତ ହୋଇ ମତ୍ତ ବଳରାମ ଦାସଙ୍କ ଆଡ଼କୁ ଚାହିଁଲେ ଏବଂ ଏହାଙ୍କୁ ଦୀକ୍ଷା ପ୍ରଦାନ କରି ବୋଲି ଇଙ୍ଗିତ କଲେ ଦାସେ ୟେପରି ଗୁରୁ ଆକାଙ୍କ୍ଷା କରୁଥିଲେ ତଦନୁରୂପ ଗୁରୁ ପାଇଲେ ତତ୍ପରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରି ପ୍ରତ୍ୟହ ଶ୍ରୀ ଜଗନ୍ନାଥଙ୍କର ଆଳତି, ଅବକାଶ, ଧୂପ, ବଡ଼ ସିଂହାର ଆଦି ସେବାରେ ଖଟି ଥାଆନ୍ତି ମହାପ୍ରଭୁଙ୍କର ପହୁଡ଼ ପରେ ଦାସେ ନିଜ ଆଶ୍ରମକୁ ଫେରୁଥିଲେ ।
 
ଜଗନ୍ନାଥ ଦାସ ସ୍ବୀୟସ୍ୱୀୟ ଗୁରୁ ବଳରାମ ଦାସଙ୍କୁ ଯେପରି ସମ୍ମାନ ଦେଖାଉଥିଲେ, ଶ୍ରୀଚୈତନ୍ୟ ଦେବଙ୍କୁ ମଧ୍ୟ ସେହିପରି ସମ୍ମାନ ଦେଖାଉଥିଲେ ପ୍ରତିଦିନ ପ୍ରଭାତରୁ ଗାତ୍ରୋଥ୍ଥାନ କରି ଗୁରୁଙ୍କୁ ଦଣ୍ଡବତ କରୁଥିଲେ ଓ ଗୁରୁଙ୍କ ନିମନ୍ତେ ଦନ୍ତକାଷ୍ଠ ଓ ମୁଖ ପ୍ରକ୍ଷାଳନାର୍ଥ ଜଳ ୟୋଗାଇ ରଖୁଥିଲେ; ସ୍ନାନାର୍ଥ ଜଳଦାନ, ଶଯ୍ୟାମାର୍ଜନ ଓ ଦଣ୍ଡକମଣ୍ଡଳୁ ମାର୍ଜନାଦି ଗୁରୁଙ୍କର ନାନାବିଧ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ ତାଙ୍କୁ "ହରେରାମ କୃଷ୍ଣ" ମନ୍ତ୍ର ଭଜନ କରୁଥିବା ଦେଖି ଶ୍ରୀଚୈତନ୍ୟ ସନ୍ତୁଷ୍ଟ ହୋଇ ତାଙ୍କୁ ପଚାରିଲେ, "ଦାସେ ! ଆପଣଙ୍କ ରୀତି ଦେଖିଲେ ଜଣାୟାଏ, ଆପଣ ସାଧକ ନୁହନ୍ତି, ନିତ୍ୟସିଦ୍ଧ ଆପଣ ପୂର୍ବତନ ସିଦ୍ଧ ଶରୀର କିପରି ପାଇଲେ, କହିବା ହେଉନ୍ତୁ" ତହା ଶୁଣି ଦାସେ କହିଲେ, "ମହାପ୍ରଭୋ ! ଆପଣ କି ଅନ୍ତର୍ଯ୍ୟାମୀ, ଆପଣଙ୍କୁ କେଉଁ କଥା ଅଗୋଚର? ଆପଣ ୟେତେବେଳେ ପଚାରୁ— ଅଛନ୍ତି ଆପଣଙ୍କୁ ଅବଶ୍ୟ ମୋର କହିବା ଉଚିତ୍ ବୈକୁଣ୍ଠପୁରରେ ସୁବର୍ଣ୍ଣପୀଠସ୍ଥିତ ମଣିମଣ୍ଡିତ ମଣ୍ଡପରେ ୟୁଗଳମୂର୍ତ୍ତିଙ୍କର ପ୍ରକାଶ ସ୍ମରଣ କରି ମୁଁ ୟେତେବେଳେ ଭାବାବିଷ୍ଟ ହେଲି, ସେତେବେଳେ ମୋର ବାହ୍ୟଜ୍ଞାନ ଏକାବେଳେ ଅନ୍ତର୍ହିତ ହୋଇଥିଲା ଉପଲବ୍ଧ କଲି, ନିତ୍ୟ ବୈକୁଣ୍ଠଧାମରେ ଶ୍ରୀମଦ୍ରାଧାକୃଷ୍ଣ ଏକତ୍ରାବସ୍ଥିତ ଥିଲେ; ପରସ୍ପର ପରସ୍ପର ପ୍ରତି ଆନନ୍ଦରେ ନିରୀକ୍ଷଣ କଲେ; ଭଗବାନ୍ ଶ୍ରୀମତୀ ରାଧାରାଣୀଙ୍କ ମୁଖକୁ ଚାହିଁ ମଧୁରହାସ୍ୟ ପ୍ରକାଶ କଲେ; ସେ ହାସ୍ୟରୁ କୋଟିବ୍ରହ୍ମାଣ୍ଡ ଜାତ ହେଲା ଆପଣ ମଧ୍ୟ ସେହି ହାସ୍ୟରୁ ଆବିର୍ଭୁତ ହେଲେ ମୁଁ ରାଧାଙ୍କ ହାସରୁ ସମଭୂତ ହୋଇ ଆପଣଙ୍କ ନିକଟରେ ଉପସ୍ଥିତ ହେଲି ପ୍ରଭୁ ଆପଣଙ୍କୁ ଆଜ୍ଞା ଦେଲେ, 'ଯାଅ, ମର୍ତ୍ତ୍ୟରେ ଅବତାର ଗ୍ରହଣ କରି କଳିକଳୁଷିତ ଜନମାନଙ୍କୁ ହରିନାମ କୀର୍ତ୍ତନ କରାଇ ଚୈତନ୍ୟ ପ୍ରଦାନ କର ଏହି ସୂତ୍ରରେ ତୁମ୍ଭର ଚୈତନ୍ୟ ନାମ ହେବ' ଅନନ୍ତର ମୋତେ ଆଜ୍ଞା ଦେଲେ, 'ଯାଅ, ତୁମ୍ଭେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇ ଏହି ମୂର୍ତ୍ତି ଧ୍ୟାନ କରୁଥିବ ଅନନ୍ତକାଳରେ ଏହା ଗତି ପାଇବ" ଏହା ଶୁଣି ଶ୍ରୀଚୈତନ୍ୟ ଭାବଗଦ୍ଗଦ ହୋଇ କହିଲେ, "ଏ ଅତି ଅପୂର୍ବ ରହସ୍ୟ ଯେଉଁ ରାଧିକା ଶ୍ରୀକୃଷ୍ଣଙ୍କର ପ୍ରେମର ସର୍ବସ୍ବସର୍ବସ୍ୱ, ତୁମ୍ଭେ ସେହି ରାଧାଙ୍କର ଅଂଶ ଅଃ ! ଏ ଅତି ଚମତ୍କାର ଭାବ" ଦାସଙ୍କୁ ସମ୍ବୋଧନ କରି ଚୈତନ୍ୟ ଦେବ କହିଲେ, 'ଦାସେ ! ଆପଣ ଅତି ବଡ଼' ଏହା କହି ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟ ତାହାଙ୍କ ମୁଣ୍ଡରେ ବାନ୍ଧି ଦେଲେ ସେହି ଦିନଠାରୁ ଲୋକେ ତାହାଙ୍କୁ ଅତିବଡ଼ ଗୋସ୍ବାମୀଗୋସ୍ୱାମୀ' ବୋଲି ଡ଼ାକିଲେ ତାହାଙ୍କ ପ୍ରତିଷ୍ଠିତ ସମ୍ପ୍ରଦାଯକୁ 'ଅତି ବଡ଼ୀ ସମ୍ପ୍ରଦାୟ' କୁହାୟାଏ
 
ଶାସ୍ତ୍ରରେ ଲେଖା ଅଛି, କୃଷ୍ଣରତି ଦୁଇପ୍ରକାର; ଯଥା: ଐଶ୍ବର୍ଯ୍ୟଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା ଏବଂ କେବଲା ବା ଐଶ୍ବର୍ଯ୍ୟଐଶ୍ୱର୍ଯ୍ୟ ଜ୍ଞାନଶୂନ୍ୟା । କେହି କେହି ଅତିବଡ଼ି ଗୋସ୍ବାମୀଙ୍କୁଗୋସ୍ୱାମୀଙ୍କୁ ଐଶ୍ବର୍ଯ୍ୟଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା କୃଷ୍ଣରତିର ଉପାସକ ଶ୍ରେଣୀଯ ବୋଲି କହିଥାଆନ୍ତି ।
 
ପ୍ରତିଦିନ ରାତିରେ ଶ୍ରୀ ଜଗନ୍ନାଥ ଦେବଙ୍କ ପହୁଡ଼ ପରେ ମେଧା ଓ ସୁମେଧା ନାମରେ ପରମା ସୁନ୍ଦରୀ ଦୁଇ ଜଣ ସଖୀ (ଦେବଦାସୀ) ଅତିବଡ଼ ସ୍ବାମୀଙ୍କସ୍ୱାମୀଙ୍କ ଆଶ୍ରମକୁ ଆସି ତାହାଙ୍କ ସେବା କରୁଥାଆନ୍ତି ଏହା ଶୁଣି ମହାରାଜ ପ୍ରତାପରୁଦ୍ର ଦେବ ବିସ୍ମିତ ଓ ଦୁଃଖିତ ହୋଇ ଅତିବଡ଼ ସ୍ବାମୀଙ୍କସ୍ୱାମୀଙ୍କ ଚରିତ୍ରରେ କଳଙ୍କ ଆଶଙ୍କା କରି ସ୍ବୟଂସ୍ୱୟଂ ଅର୍ଦ୍ଧରାତ୍ରି ସମୟରେ ଅନ୍ଧାର ବିଜେ କରି ତାହା ପ୍ରତ୍ୟକ୍ଷ କଲେ ମାତ୍ର ଭକ୍ତାବତାର ଅନ୍ତର୍ଯ୍ୟାମୀ ଅତି ବଡ଼ସ୍ବାମୀବଡ଼ସ୍ୱାମୀ ତାହା ଜାଣି ପାରି ରାଜାଙ୍କୁ ଉଦ୍ଦେଶ୍ୟ କରି କହିଲେ, 'ମହରାଜ ! ଆପଣଙ୍କ ଅନ୍ତଃପୁରରେ ମହାଦେଈଙ୍କୁ ଯେପରି ପରିଚାରିକା ମାନେ ସେବା କରନ୍ତି, ମୋତେ ମଧ୍ୟ ଏହି ଦୁଇଟି ଭକ୍ତିପରାୟଣୀ ସ୍ତ୍ରୀ ଆସି ସେବା କରନ୍ତି' ମହାରାଜା ତହୁଁ ଏ ଦୁଇଟି ସ୍ତ୍ରୀଙ୍କୁ ଧରିବାକୁ ଚେଷ୍ଟା କରବାରୁ ଉକ୍ତ ସ୍ତ୍ରୀ ଦୁହେଁ ଚାହୁଁ ଚାହୁଁ ଅନ୍ତର୍ହିତା ହୋଇଗଲେ ଏହା ଦେଖି ରାଜା ଭୟରେ ଓ ଭକ୍ତିରେ ବିହ୍ବଳହୋଇବିହ୍ୱଳହୋଇ ଅତିବଡ଼ ସ୍ବାମୀଙ୍କସ୍ୱାମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଆଉ ଦିନେ ମହାରାଜ ବହୁ ମୂଲ୍ୟର ଚନ୍ଦନକାଠ କିଣି ଜଗନ୍ନାଥ ମହାପ୍ରଭୁଙ୍କଠାରେ ତାହା ଲାଗି କରିବା ନିମନ୍ତେ ଅତିବଡ଼ ସ୍ବାମୀଙ୍କସ୍ୱାମୀଙ୍କ ହସ୍ତରେ ଅର୍ପଣ କଲେ ମାତ୍ର ସ୍ବାମୀସ୍ୱାମୀ ସେହି ଚନ୍ଦନ ଘୋରି ତାଙ୍କ ଆଶ୍ରମର କାନ୍ଥରେ ବୋଳି ଦେଲେ ମହାରାଜ ଏହା ଶୁଣି ପାରି ବଡ଼ ଦୁଃଖିତ ହେଲେ; କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ଦେଖିଲେ ଯେ, ସେହି ଚନ୍ଦନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବୋଳା ହୋଇଅଛି ଅତିବଡ଼ ସ୍ବାମୀସ୍ୱାମୀ ଏହିପରି ଅନେକ ଚମତ୍କାର ମହିମା ପ୍ରକାଶ କରି ଭକ୍ତମାନଙ୍କର ହୃଦୟ ବଶୀଭୂତ କରିଥିଲେ ।
 
କିଛି ଦିନ ପରେ ଦିନେ ଶତ ଶିଷ୍ୟ ପରିବେଷ୍ଟିତ ବ୍ରହ୍ମାନନ୍ଦ ନାମକ ଜନୈକ ମାୟାବତୀ ସନ୍ନ୍ୟାସୀ ଆସି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହେଲେ ତାଙ୍କ ହସ୍ତରେ ଗୋଟିଏ ପତାକା ଥିଲା; ସଙ୍ଗରେ ଗୋଟିଏ ତ୍ରିକୋଣାକାର ଛତ୍ର ଥିଲା ସେ ମହାରାଜଙ୍କ ମିକଟରେ ଉପସ୍ଥିତ ହୋଇ କହିଲେ, "ପଣ୍ଡିତମାନଙ୍କୁ ଡ଼କାନ୍ତୁ, ମୋତେ ବ୍ରହ୍ମଭିକ୍ଷା ଦିଅନ୍ତୁ ବ୍ରହ୍ମତତ୍ତ୍ବରେବ୍ରହ୍ମତତ୍ତ୍ୱରେ ମୋତେ ପରାଜୟ କଲେ ମୁଁ ଭିକ୍ଷା ଗ୍ରହଣ କରିବି ନଚେତ୍ ମୁଁ ଏଠାରୁ ଗୋଟିଏ ଚତୁଷ୍କୋଣ ଛତ୍ର ଘେନି ବିଦାଯ ଗ୍ରହଣ କରିବି" ତହୁଁ ମହରାଜ ପ୍ରତାପରୁଦ୍ରଦେବ ଅତିବଡ଼ ସ୍ବାମୀଙ୍କୁସ୍ୱାମୀଙ୍କୁ ଡକାଇ ସନ୍ନ୍ୟାସୀଙ୍କ ସଙ୍ଗେ ତର୍କ ଅଦ୍ବୈତବାଦଅଦ୍ୱୈତବାଦ ଖଣ୍ଡନ କରି ସ୍ବୀୟସ୍ୱୀୟ ପ୍ରଚାରିତ ଅଚିନ୍ତ୍ୟ ଭେଦାଭେଦ ଭାବ ପ୍ରତିପାଦନ କଲେ ଏଥିରେ ବ୍ରହ୍ମାନନ୍ଦଙ୍କର ଖର୍ବ ଚୂର୍ଣ୍ଣୀଭୂତ ହେଲା ସେ ଛତ୍ର ଓ ପତାକା ତ୍ୟାଗ କରି ସନ୍ନ୍ୟାସଗ୍ରହଣପୂର୍ବକ ଦାକ୍ଷିଣାତ୍ୟକୁ ଯାତ୍ରା କଲେ ।
 
ଦିନେ ମହାରାଜ ପ୍ରତାପରୁଦ୍ରଦେବ ଜଗନ୍ନାଥ ଦର୍ଶନ ସାରି ବ଼ଟମୂଳ ପର୍ଯ୍ୟନ୍ତ ଗଲେ ବଟମୂଳରେ ଅତିବଡ଼ ସ୍ବାମୀଙ୍କୁସ୍ୱାମୀଙ୍କୁ ଦର୍ଶନ କରି ମହାରାଙ୍କର ଭାବାବେଶ ହେଲା ସେ ଚକ୍ଷୁରୁନ୍ନୀଳନ କରି ଦେଖିଲେ: "ଅଷ୍ଟବାହୁ ଜଗନ୍ନାଥ ଦାସୋବଂଶୀ ଧନୁଃ ଶରାନ୍, ଶଙ୍ଖଚକ୍ରଗଦାପଦ୍ମଂ ବିଭ୍ରଚ୍ଛ୍ୟାମୋଭବତ୍ତାଦା ଅର୍ଥାତ୍ ଅତିବଡ଼ ଜଗନ୍ନାଥ ଦାସ ଅଷ୍ଟଭୁଜ ହୋଇଅଛନ୍ତି; ସେ ଚାରିଗୋଟି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଦୁଇଟି ହସ୍ତରେ ଧନୁଶର ଏବଂ ଅପର ଦୁଇଗୋଟି ହସ୍ତରେ ବଂଶୀ ଧାରଣପୂର୍ବକ ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ଶ୍ୟାମବିଗ୍ରହରୂପେ ବିଦ୍ୟମାନ । ଦିନେ ପ୍ରତାପରୁଦ୍ରଦେବ ଶ୍ରୀଚୈତନ୍ଯଙ୍କୁ କହିଲେ, ଆମ୍ଭର ଶ୍ରୀମତି ଗୌରୀ ପାଟମହାଦେଈଙ୍କୁ ମନ୍ତ୍ରୋପଦେଶ ଦେବା ନିମନ୍ତେ ଶ୍ରୀଗୁରୁ ଦରକାର ଏହା ଶୁଣି ଚୈତନ୍ୟ ଅତିବଡ଼ ସ୍ବାମୀଙ୍କୁସ୍ୱାମୀଙ୍କୁ କହିଲେ 'ଆପଣ ସ୍ତ୍ରୀଭାବ ଧାରଣ କରି ରାଣୀଙ୍କୁ ଦୀକ୍ଷାପ୍ରଦାନ କରନ୍ତୁ' । ଅତିବଡ଼ ସ୍ବାମୀସ୍ୱାମୀ ସ୍ତ୍ରୀଭାବ ଧାରଣ କଲେ ମହାରାଜ ତାହାଙ୍କ ଅଙ୍ଗପ୍ରତ୍ୟଙ୍ଗରେ ସ୍ତ୍ରୀ ଚିହ୍ନମାନ ଅବଲୋକନ କରି ବିସ୍ମିତ ହୋଇ ତହାଙ୍କୁ ସବିନୟ ସମର୍ଦ୍ଧନା କରି ତାହାଙ୍କଠାରୁ ପାଟମହାଦେଈଙ୍କୁ ଦୀକ୍ଷାଗ୍ରହଣ କରାଇଲେ । ଏ 'ବିଷଯ ନିତ୍ୟଗୁପ୍ତ ଚୂଡ଼ାମଣି' ନାମକ ଗ୍ରନ୍ଥରେ ବର୍ଣ୍ଣିତ ଅଛି
 
ଅତିବଡ଼ ସ୍ବାମୀଙ୍କସ୍ୱାମୀଙ୍କ ମହାତ୍ମ୍ୟ କ୍ରମେ କ୍ରମେ ଚାରିଆଡ଼େ ପ୍ରଚାରିତ ହେବାରୁ କି ସ୍ତ୍ରୀ, କି ପୁରୁଷ, ଦଳ ଦଳ ହୋଇ ଜିଜ୍ଞାସୁ ଭାବରେ ତାହାଙ୍କ ନିକଟରେ ଉପଗତ ହେଲେ ସ୍ତ୍ରୀଲୋକମାନେ ସଙ୍କୋଚ ବୋଧ ନ କରି ବଟମୂଳରେ ବହୁ ସଂଖ୍ୟାରେ ରୁଣ୍ଡ ହେଉଥିଲେ ଅତିବଡ଼ ସ୍ବାମୀଙ୍କରସ୍ୱାମୀଙ୍କର ୧୬ଜଣ ଶିଷ୍ୟ ଥିଲେ ସେମାନେ ଓଡ଼ିଶାରେ ନାନା ସ୍ଥାନରେ ମଠମାନ ସଂସ୍ଥାପନ କରିଯାଇଅଛନ୍ତି ।
‌‌-->
 
== ଜଗନ୍ନାଥ ଦାସ ଓ ମଠ ==
[[ଫାଇଲ:Atibadi Jagannatha Dasa (cropped).jpg|thumb|ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ଅତିବଡ଼ିଙ୍କ ଆଧୁନିକ ପ୍ରତିକୃତି]]
ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ବାମୀସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ବାମୀସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।
 
ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀ ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।
<!--
ଶ୍ରୀ ଅତିବଡ଼ ଜଗନ୍ନାଥ ଦାସଙ୍କ ପରେ ତାଙ୍କର ୧୬ ଶିଷ୍ୟଙ୍କ ମଧ୍ୟରୁ ସୁପ୍ରସିଦ୍ଧ ଗୋପୀନାଥ ଦାସ ପୁରୀ ଓଡ଼ିଆ ମଠର ଅଧିକାରୀ ହେଲେ ତାଙ୍କର ଶିଷ୍ୟ ମାଧବାନନ୍ଦ ଓ ତାହାଙ୍କ ଶିଷ୍ୟ ମୁରାରି ଓ ଦ୍ବାରିକାବଲ୍ଲଭଦ୍ୱାରିକାବଲ୍ଲଭ ଦାସ ଏମାନେ ଯଥାକ୍ରମେ ଓଡ଼ିଆ ମଠର ଅଧିକାରୀ ହେଲେ । ଅଧିକାରୀ ମୁରାରି ଦାସ ଗୋସ୍ବାମୀଗୋସ୍ୱାମୀ ଏ ମଠର ମୃତ୍ତିକା ନିର୍ମିତ ୩ ଗୋଟି ବୃହଦାକାର ନନ୍ଦିଆରେ ଶ୍ରୀମହାପ୍ରସାଦ ଜଳ (ଅର୍ଥାତ୍ ଅଭଡ଼ା ତୋଡ଼ାଣି) ରଖାଇ ଥିଲେ ଅଦ୍ୟାବିଧି ପୂର୍ବପରି ଏହା ମଧ୍ୟ ଏ ମଠରେ ରଖାଯାଇଅଛି । ଏ ତୋଡ଼ାଣି ଶୀତ ଓ ଗ୍ରୀଷ୍ମ ସମଯରେ ବମ୍ବେଇ, ମାନ୍ଦ୍ରାଜ, ପଶ୍ଚିମ ଓ କଲିକତା ପ୍ରଭ଼ୃତିକୁ ରେଲଦ୍ବାରାରେଲଦ୍ୱାରା ପଠାଯାଉ ଅଛି । ଏ ମଧ୍ୟ କେତେଗୁଡ଼ିଏ ଭୂସମ୍ପତ୍ତି କ୍ରଯ କରିଥିଲେ ମୁରାରିଙ୍କ ଶିଷ୍ୟ ରା କୃଷ୍ଣ; ତାହାଙ୍କ ଶିଷ୍ୟ ପୁରୁଷୋତ୍ତମ, ତାହାଙ୍କ ଶିଷ୍ୟ ମୁକୁନ୍ଦ ତାହାଙ୍କ ଶିଷ୍ୟ— ବଂଶୀଧର ଦାସ ଏ ଜଣେ ନୈଷ୍ଠିକ, ବିଦ୍ବାନବିଦ୍ୱାନ ଓ ସଚ୍ଚରିତ୍ର ସାଧୁ ଥାଇ ମଠୀଯ ସମ୍ପତ୍ତିର ସୁପରିଚାଳନା କରିଥିଲେ ତାହାଙ୍କର ଶିଷ୍ୟ ନୀଳାଦ୍ରି ଦାସ ଅତ୍ୟନ୍ତ ବିଦ୍ବାନ୍ବିଦ୍ୱାନ୍ ଥିଲେ ଉକ୍ତ ମହାତ୍ମା ମଠର ଶ୍ରୀବୃଦ୍ଧି ନିମନ୍ତେ ଢ଼େଙ୍କାନାଳ, ତାଳଚେର, କୁଜଙ୍ଗ, କେନ୍ଦୁଝର, ବଳରାମପୁର, ତିଗରିଆ, ଖଣ୍ଡପଡ଼ା, ରଣପୁର, ହୁମା ପ୍ରଭୃତି ରାଜ୍ୟରୁ ଏବଂ ପୁରୀ, କଟକ, ବାଲେଶ୍ବରବାଲେଶ୍ୱର ଜିଲ୍ଲାମାନଙ୍କରୁ ବହୁ ସମ୍ପତ୍ତି ଉପାର୍ଜନ କରିଥିଲେ ଏ ମାହାତ୍ମା ପ୍ରତ୍ୟହ ସନ୍ଧ୍ୟା, ତର୍ପଣ, ପୂଜା, ହୋମ ପୁରାଣପାଠ କରି ଶ୍ରୀ ଜଗନ୍ନାଥଦେବଙ୍କ ଦର୍ଶନ କରିଥିଲେ; ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ଯଥାବିଧି ଅର୍ଚ୍ଚନା କରୁଥିଲେ ସେ ମଧ୍ୟ ପୁରୀର ପଞ୍ଚାୟତ କମିଟିର ମେମ୍ବର ଥିଲେ ତାହାଙ୍କ ଶିଷ୍ୟ ରାସବିହାରି ଦାସ; ତାଙ୍କ ଶିଷ୍ୟ ବୈକୁଣ୍ଠଗତ ଶ୍ରୀ ରାମକୃଷ୍ଣ ଦାସ ଗୋସ୍ବାମୀଗୋସ୍ୱାମୀ ଏହି ମଠର ପୂର୍ବତନ ଅଧିକାରୀ ଏ ମହାତ୍ମା ବିଦ୍ବାନ୍ବିଦ୍ୱାନ୍, ବିବେକୀ, ସ୍ବଧର୍ମସ୍ୱଧର୍ମ ପରାୟଣ, ସାଧୁଚରିତ୍ର ଓ ପରମ ବୈଷ୍ଣବ ଥିଲେ । ମଠରେ ସଂସ୍କୃତ ଟୋଲ ଏହାଙ୍କଦ୍ବାରାଏହାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଏ ମହାଶୟ ଜଗନ୍ନାଥବଲ୍ଲଭ ଏଣ୍ଟାଉମେଣ୍ଟ୍ କମିଟିର ଜଣେ ସଦସ୍ୟ ଥିଲେ ଏହା ଛଡ଼ା ସେ ପୁରୀର ଅବୈତନିକ ବେଞ୍ଚମାଜିଷ୍ଟ୍ରେଟ୍ ଥିଲେ ଏବଂ ଦେଶହିତକର କାର୍ଯ୍ୟ ମାନଙ୍କର ମଧ୍ୟ ଅର୍ଥ ସାହାଯ୍ୟ କରୁଥିଲେ । ଏ ମହାତ୍ମା ନିତ୍ୟନୈମିତ୍ତିକ କର୍ମମାନ ଯଥାବିଧି ସମାଧାନ କରୁଥିଲେ; ବ୍ରାହ୍ମଣ, ବୈଷ୍ଣବ ଓ ଅନ୍ୟାନ୍ୟ ଶ୍ରେଣୀୟ ଲୋକମାନଙ୍କୁ ସମବୃଦ୍ଧିରେ ଦେଖୁଥିବାରୁ ସର୍ବଜନ ଆଦୃତ ହୋଇ ଥିଲେ ସେ ମଠର ସମୁନ୍ନତି ସାଧନ କରିବା ନିମନ୍ତେ କେତେକ ଭୂସମ୍ପତ୍ତି ଅର୍ଜନ କରିଯାଇଅଛନ୍ତି ଏହାଙ୍କର ଶିଷ୍ୟଠାରେ ବର୍ତ୍ତମାନ ଅଧିକାରୀ ଶ୍ରୀ ବୃନ୍ଦାବନ ଦାସ ଗୋସ୍ବାମୀଗୋସ୍ୱାମୀ । ଏ ମହାଶୟ ବିଦ୍ବାନ୍ବିଦ୍ୱାନ୍, ବିବେକୀ, ଦାନଶୀଳ, ଧର୍ମପରାଯଣ ଓ ଜିତେନ୍ଦ୍ରିୟ ଅଟନ୍ତି; ଗୁରୁଙ୍କ ଆଦର୍ଶରେ ଜୀବନ ଗଠନ କରି ମଠୀଯ ସମ୍ପତ୍ତିର ସୁପରିଚାଳନାରେ ସର୍ବଦା ତତ୍ପର ବ୍ରାହ୍ମଣ, ବୈଷ୍ଣବ, ଅତିଥି ଓ ଅଭ୍ୟାଗତ, ଯେ କେହି ପ୍ରାର୍ଥୀ ଏହାଙ୍କ ନିକଟରେ ଉପସ୍ଥିତ ହେଲେ ନିରାଶ ହୋଇ ଫେରନ୍ତି ନାହିଁ । ଏ ମହାଶୟ ଦେଶହିତକର କାର୍ଯ୍ୟରେ ଅର୍ଥ ସାହାଯ୍ୟ କରିବାରେ କୁଣ୍ଠିତ ହୁଅନ୍ତି ନାହିଁ; ବିଶେଷତଃ, ଗତ ପ୍ରବଳ ବନ୍ୟାରେ ବିପନ୍ନ ଲୋକମାନଙ୍କୁ ଧାନ ଚାଉଳ ସାହାଯ୍ୟ କରିଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ନୈବେଦ୍ୟ ପାଇଁ ମଠରେ ଯାହା ଯାହା ଖଞ୍ଜା ଅଛି ତାହା ଉତ୍ତମରୂପେ ଚଳାଉଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ରତ୍ନସିଂହାସନସ୍ଥ କନକମଣ୍ଡପକୁ ସନ ୧୯୩୬ ମସିହାରେ ବହୁ ଅର୍ଥ ବ୍ୟୟ କରି ନୂତନଭାବେ ନିର୍ମାଣ କରାଇ ଅଛନ୍ତି ଏବଂ ଉକ୍ତ ସିଂହାସନର ପଶ୍ଚିମଭାଗ କଳା ଶଙ୍ଖମର୍ମର ପଥରରେ ନିର୍ମାଣ କରାଇବାଦ୍ବାରାକରାଇବାଦ୍ୱାରା ତାହାର ପରମ ଶୋଭା ବର୍ଦ୍ଧିତ କରାଇ ଅଛନ୍ତି । ଅତିବଡ଼ ଗୋସ୍ବାମୀଙ୍କଠାରୁଗୋସ୍ୱାମୀଙ୍କଠାରୁ ଏ ପର୍ଯ୍ୟନ୍ତ ମଠରେ ଏକାଦଶ ପୀଢ଼ ଗୋସ୍ବାମୀମାନଙ୍କରଗୋସ୍ୱାମୀମାନଙ୍କର ଅବସ୍ଥାନ ହେଲା ।
-->
ଗୋସ୍ବାମୀଗୋସ୍ୱାମୀ ମୁକୁନ୍ଦ ଦାସ ୫ ଗୋଟି ଶିଷ୍ୟ କରି ପ୍ରଧାନ ଶିଷ୍ୟଙ୍କୁ ନିଜ ମଠରେ ଗାଦିନସୀନ କରାଇ ଅପର ୪ ଗୋଟିଙ୍କୁ ମଠର ଚତୁଃପାର୍ଶ୍ବରେଚତୁଃପାର୍ଶ୍ୱରେ ରଖାଇ ପୁରୀ, କଟକ, ବାଲେଶ୍ବରବାଲେଶ୍ୱର ଓ ଖୋରଧା ଅଞ୍ଚଳରେ ସେମାନଙ୍କ ଚଳାଚଳ ପାଇଁ କେତେକ ଭୂସମ୍ପତ୍ତି ଖଞ୍ଜି ଦେଇ ଯାଇଅଛନ୍ତି ଉକ୍ତ ୪ଗୋଟି ମଠ ଅଦ୍ୟାବଧି ବଡ଼ ଓଡ଼ିଆ ମଠର ଅଧୀନ ଥାଇ ଚଳି ଆସୁଅଛି ଯଥା:
# ସାନ ଓଡ଼ିଆ ମଠ
# ମଧୁ ଦାସ ମଠ
# ବନମାଳି ଦାସ ମଠ
# ଭାଗବତ ଦାସ ମଠ
ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ବନେତୃତ୍ୱ ସ୍ବୀକାରସ୍ୱୀକାର କରି ଥାଆନ୍ତି । ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି । ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ବାମୀଗୋସ୍ୱାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି ।
 
୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା ।
୭୫ କ ଧାଡ଼ି:
=== ଭାଗବତ ଲିଖନ ===
{{Main|ଓଡ଼ିଆ ଭାଗବତ}}
ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ବାମୀଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।<ref>ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫</ref>
=== ଅନ୍ୟାନ୍ୟ ରଚନାବଳୀ ===
ଏହା ଛଡ଼ା ସେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଭକ୍ତି-ଗ୍ରନ୍ଥମାନ ରଚନା କରିଥିଲେ ।
୧୩୯ କ ଧାଡ଼ି:
* ସତ୍‌ସଙ୍ଗ ବର୍ଣ୍ଣନ
* ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା)
* ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ବମାନବିଶେତ୍ୱମାନ ବର୍ଣ୍ଣିତ ହୋଇଅଛି ୤ )
=== କାବ୍ୟ ===
* ଉଷାହରଣ (ଅଷ୍ଟ ଛାନ୍ଦବିଶିଷ୍ଟ)