"ଜଗତସିଂହପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୦ କ ଧାଡ଼ି:
}}
 
'''ଜଗତସିଂହପୁର''' [[ଭାରତ]]ର [[ଓଡ଼ିଶା]] ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ [[ପାରାଦ୍ବିପପାରାଦ୍ୱିପ ବନ୍ଦର]] ଏବଂ ଅନେକ ସାର କାରଖାନା ଅଛି ।
 
ଏଠାରେ ପ୍ରସିଦ୍ଧ [[ସାରଳା]] ପୀଠ ରହିଅଛି । [[ଓଡ଼ିଆ ସାହିତ୍ୟ|ସାହିତ୍ୟ]]ର କେତେଜଣ ମହନୀୟ ସ୍ରଷ୍ଟା [[ସାରଳା ଦାସ]], ଜାତୀୟ କବି [[ବୀରକିଶୋର]], [[ଗୋପାଳ ଛୋଟରାୟ]], [[ପ୍ରତିଭା ରାୟ]], [[ବିଭୂତି ପଟ୍ଟନାୟକ]] ଏଠାରେ ଜନ୍ମ ନେଇଥିଲେ ।