"ଚିତ୍ତରଞ୍ଜନ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୯ କ ଧାଡ଼ି:
| citizenship =
| education =
| alma_mater = ବିଶ୍ବଭାରତୀବିଶ୍ୱଭାରତୀ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ</br>କୋପନହେଗନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ, ଡେନମାର୍କ
| period =
| genre =
୩୮ କ ଧାଡ଼ି:
}}
 
'''ଚିତ୍ତରଞ୍ଜନ ଦାସ''' (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧)<ref>[http://www.orissadiary.com/personality/writer/CHITTARANJANDAS%20.asp orissadiaryରେ ଚିତ୍ତରଞ୍ଜନ ଦାସ ]</ref> ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ବେସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।
 
ଚିତ୍ତରଞ୍ଜନ ଦାସ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ତିଆରି କରିଯାଇଛନ୍ତି । ଅନେକ ଖବରକାଗଜରେ ତାଙ୍କ ସ୍ତମ୍ଭଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା<ref>{{cite news|title=Chitta Bhai passes away|url=http://www.thehindu.com/todays-paper/tp-national/tp-otherstates/chitta-bhai-passes-away/article1099175.ece|accessdate=28 November 2015|newspaper=The Hindu|date=18 January 2011}}</ref> ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ ।<ref name="Dutt1999">{{cite book|author=Kartik Chandra Dutt|title=Who's who of Indian Writers, 1999: A-M|url=http://books.google.com/books?id=QA1V7sICaIwC&pg=PA273|date=1 January 1999|publisher=Sahitya Akademi|isbn=978-81-260-0873-5|pages=273–}}</ref>
୭୦ କ ଧାଡ଼ି:
* [[ଜିବ୍ରାନ<!--Gibran-->]]ଙ୍କ ଇଂରାଜୀ ବହି "The Prophet"ର ଓଡ଼ିଆରେ ଅନୁବାଦ
* [[ପାଷ୍ତେର୍ଣ୍ଣାକ <!--Pasternak-->]]ଙ୍କ ଇଂରାଜୀ ବହି "Doctor Zhivago"ର ଓଡ଼ିଆରେ ଅନୁବାଦ
ଏହା ସହ ସେ [[ଆଶାପୂର୍ଣ୍ଣା ଦେବୀ<!--Ashapurna Devi-->]], [[ଆଲବର୍ଟ ସ୍ବେଟଜରସ୍ୱେଟଜର<!--Albert Schweitzer-->]], [[ଫ୍ରାଙ୍କୋଇସ ମଉରିଆକ<!-- Fran£ois Mauriac-->]], [[ବେରିଅର ଅଲବିନ<!--Verrier Alwyn-->]], [[ମହାତ୍ମା ଗାନ୍ଧୀ<!--Mahatma Gandhi-->]], [[ସର୍ବପଲ୍ଲୀ ରାଧାକୃଷ୍ଣନ<!--Radhakrishnan-->]] ଓ [[ମାର୍ଟିନ ଲୁଥର କିଙ୍ଗ<!--Martin Luther-->]] ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ବଙ୍କବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ଅନୁବାଦ କରିଥିଲେ ।<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 {{ISBN|978-0-7766-0524-1}} (November 2000). pp. 78</ref>
 
<!--==ଜୀବନ==-->