"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୩ କ ଧାଡ଼ି:
==ଜୀବନ ବୃତ୍ତାନ୍ତ==
ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ଜନ୍ମ । ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】<ref>Charles Baudelaire, Richard Howard. ''Les Fleurs Du Mal''. David R. Godine Publisher, 1983, p.xxv. {{ISBN|0-87923-462-8}}, {{ISBN|978-0-87923-462-1}}.</ref>ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା । [[ବାପା]] (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। [[ମା']]ଙ୍କ ନାମ ଥିଲା (କାରୋଲିନ ବଦେଲିଅର) । "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ । ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା । [[ବାପା]]ଙ୍କ ଦେହାନ୍ତର ବର୍ଷକ ପରେ [[ମା']] "କାରୋଲିନ" ; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ । ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା । ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା । "କାରୋଲିନ" ମଧ୍ୟ ନିଜ
==ଶିକ୍ଷା ଓ ଲେଖାଲେଖି==
|