"ଚାନ୍ଦୁ ସର୍ବତେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୪ କ ଧାଡ଼ି:
ପ୍ରଥମ ଶ୍ରେଣୀ କ୍ରିକେଟରେ ଚନ୍ଦୁ 32 ବର୍ଷ ଧରି କେନ୍ଦ୍ରୀୟ ପ୍ରଭିନ୍ସ , ବେରାର , ମହାରାଷ୍ଟ୍ର , ହିନ୍ଦୁସ , ବମ୍ବେ , ହୋଲକାର , ମଧ୍ୟପ୍ରଦେଶ ଓ ବିଦର୍ଭ ଦଳ ପାଇଁ ଖେଳିଥିଲେ । ତାଙ୍କର ଶ୍ରେଷ୍ଠ ଇନିଂସରେ ସେ 1046 ମସିହାରେ ଭାରତ ବନାମ ସରେ ମେଚରେ ଅଭଲଠାରେ ଖେଳି ଶୁତେ ବାନାର୍ଜୀଙ୍କ ସହ ମିଶି 249 ରnର ଭାଗୀଦାରୀ ଶେଷ ୱିକେଟ ପାଇଁ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ପ୍ରଥମ ଅବସର ଥିଲା ଯେଉଥିରେ ଶେଷ ଦୁଇ ବେଟସ ମେନ ଶତକ ଅର୍ଜନ କରିଥିଲେ ।<ref name="Beard">{{Cite book|title=Ask Bearders|last=Frindall|first=Bill|publisher=[[BBC Books]]|year=2009|isbn=978-1-84607-880-4|pages=182–183|author-link=Bill Frindall}}</ref> ଏହା ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠ ଭାଗୀଦାରୀ ରେକର୍ଡ ହେଇ ରହିଛି । ତାଙ୍କର ଘରେଇ ଖେଳରେ ହୋଲକାର ତରଫରୁ ବଙ୍ଗଳା ବିପକ୍ଷରେ 246 ରନ ସର୍ବଶ୍ରେଷ୍ଠ ଥିଲା । ତାଙ୍କର ଶ୍ରେଷ୍ଠ ବୋଲିଂ 9/61 ଥିଲା ଯାହା ସେ ମହିଶୂର ବିରୂଢରେ କରିଥିଲେ । ବାଟିଙ୍ଗରେ ତାଙ୍କର ହାର ଘରେଇ କ୍ରିକେଟରେ 32.73 ଓ ବୋଲିଂରେ 23.54 ଥିଲା ।
ସର୍ବତେ 1980 ମସିହା ପ୍ରାରମ୍ଭରେ 3 ବର୍ଷ ପାଇଁ ଜାତୀୟ କ୍ରିକେଟ ଚୟନକର୍ତା ଥିଲେ ।
== ଆଧାର ==
|