"ଚରଖାରି ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୮ କ ଧାଡ଼ି:
}}
 
'''ଚରଖାରି ଇଷ୍ଟଟ''', ବ୍ରିଟିଶ ଶାସନ ସମୟ<ref>[http://www.worldstatesmen.org/India_princes_A-J.html Princely States of India A-J]</ref>ରେ ଏକ ଗଡଜାତ ରାଜ୍ୟ ଥିଲା । ସ୍ବାଧୀନତାସ୍ୱାଧୀନତା ପରେ ଏହା ଭାରତୀୟ ରାଜ୍ୟ ସମୂହରେ ସାମାର୍ଜିତ ହେଇ ବର୍ତମାନ ଉତ୍ତରପ୍ରଦେଶର ଚରକାୟ ସହର ହିସାବରେ ରହିଛି । 
 
== ଇତିହାସ ==
1765 ମସିହାରେ ସୌରଭ ସିଂହ ବୁନ୍ଦେଲା ନାମକ ବୁନ୍ଦେଲା ରାଜପୁତଙ୍କଦ୍ବାରାରାଜପୁତଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ପାନ୍ନା ରାଜବଂଶ ଜଣେ ବଂଶଜ ଥିଲେ । ଚରଖାଇର ଶେଷ ରାଜା ଜାନୁଆରୀ 1, 1950ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ କରିଥିଲେ । <ref>[http://www.indianrajputs.com/view/charkhari Rajput Provinces of India - Charkhari (Princely State)]</ref>
==ଭୌଗୋଳିକ ସ୍ଥିତି ଓ ଜଣ ଆବାଦୀ==
1901 ମସିହା ସମୟରେ ଏହାର ଆୟତନ 2,279 ବର୍ଗ କିଲୋମିଟର ରହିଥିଲା । ଏହାର ଜନ ସଂଖ୍ୟା 113,254 ଥିଲା ଓ ଜନ ଘନତ୍ବଘନତ୍ୱ 54.1 ପ୍ରତି ବର୍ଗ କିଲୋମିଟର ରହିଥିଲା ।