"ଚମ୍ଫାଈ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୩ କ ଧାଡ଼ି:
| footnotes =
}}
ଚମ୍ଫାଈ, ଭାରତୀୟ ରାଜ୍ୟ ମିଜୋରମର ଏକ ସୀମା ବର୍ତୀ ସହର । ଏହା ଚମ୍ଫାଈ ଜିଲ୍ଲାର ସଦର ମହକୁମା ମଧ୍ୟ । ଇଣ୍ଡୋ- ମିଆଁମାର ସୀମାରେ ଥିବା ହେତୁ ଏହା ଗୁରୁତ୍ବପୂର୍ଣଗୁରୁତ୍ୱପୂର୍ଣ ।ଏହି ସହର ଦେଇ ମିଆଁମାର ସଙ୍ଗେ ଭାରତର ବହୁତ ବାଣିଜ୍ୟ କାରବାର ହେଇଥାଏ ।  
 
ଚମ୍ଫାଈ ସହରର ଆୟତନ ୩,୧୮୫.୮୩ ବର୍ଗ କିଲୋମିଟର ହେଇଥିବା ବେଳେ ବାର୍ଷିକ ବର୍ଷାଜଳ ୧,୮୧୪ ମିଲିମିଟର ହେଇଥାଏ । 
୮୧ କ ଧାଡ଼ି:
== Tourism ==
[[ଫାଇଲ:Mizo_Hlakungpui_Mual.JPG|thumb|250x250_ପିକସେଲ|Mizo Hlakungpui Mual in [[ମିଜୋରାମ|Mizoram]]]]
ଚ୍ୟାମ୍ଫାଈ ଏକ ସୁରମ୍ୟ ସ୍ଥାନ । ଏହାର ଚତୁଃପାର୍ଶ୍ବରେଚତୁଃପାର୍ଶ୍ୱରେ ପାର୍ବତ୍ୟ ଅଞ୍ଚଳ ଥିବା ବେଳେ ଏହାର ସଂସ୍କୃତି ମଧ୍ୟ ଖୁବ ଉତ୍ତମ । ଚମ୍ଫାଈ ନିକଟସ୍ଥ ଅନ୍ୟ ସୁନ୍ଦର ଦର୍ଶନୀୟ  ସ୍ଥାନ ସବୁ ରହିଛି । 
 
== ମିଡିଆ ==
୯୧ କ ଧାଡ଼ି:
 
== ଯାତାୟାତ ସୁବିଧା ==
ଚମ୍ଫାଈ<ref>{{Cite news|title=Nilaini atangin ‘Helicopter Service|url=http://www.thezozamtimes.org/index.php?option=com_content&view=article&id=5455:nilaini-atangin-helicopter-service&catid=43:news&Itemid=63|accessdate=20 August 2012|access-date=20 August 2012|newspaper=The Zozam Times}}</ref> ଓ ଆଇଜ୍ବାଳଆଇଜ୍ୱାଳ ମଧ୍ୟରେ ଦୂରତା ୧୯୪ କିଲୋମିଟର ଓ ଏହି ଦୁଇ ସ୍ଥାନ ବସ ଓ ସୁମୋ ଗାଡିଦ୍ବାରାଗାଡିଦ୍ୱାରା ସଂଯୁକ୍ତ । 'ପବନ ହଂସ "ଦ୍ବାରାଦ୍ୱାରା ହେଲିକେପ୍ଟର ସେବା ଆରମ୍ଭ ହେଇ ଗମନାଗମନର ସୁବିଧା ହେଇପାରିଛି । 
== ଗେଲେରୀ ==
<gallery>
"https://or.wikipedia.org/wiki/ଚମ୍ଫାଈ"ରୁ ଅଣାଯାଇଅଛି