"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୯ କ ଧାଡ଼ି:
| descendant =
| culture = [[ଓଡ଼ିଆ ଚଳଣି]]
| origin = [[ବାଲେଶ୍ବରବାଲେଶ୍ୱର ଜିଲା|ବାଲେଶ୍ବରବାଲେଶ୍ୱର]], [[ଓଡ଼ିଶା]]</br />{{flag|ଭାରତ}}
| era =
| music = [[ଚଢ଼େଇଆ ସଙ୍ଗୀତ]]
| participants = ଚଢ଼େଇଆ, ଚଢ଼େଇଆଣି
}}
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।<ref>http://ezccindia.org/orissa.html</ref> ଏହା ବିଶେଷକରି [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ବାଲେଶ୍ବରବାଲେଶ୍ୱର ଜିଲା|ବାଲେଶ୍ବରବାଲେଶ୍ୱର]] ଓ [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । <ref>ସମାଜ ୨୬/୦୩/୨୦୧୪ ପୃଷ୍ଠା ୧୬</ref>
 
== ଇତିହାସ ==
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।<ref>{{cite book |title=ଉନ୍ନୟନୀ, ବାଲେଶ୍ବରରବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି |last=ମହାରଣା|first= ସୁଦର୍ଶନ|authorlink= |coauthors= |year= ୨୦୦୬|publisher= |location=ବାଲେଶ୍ବରବାଲେଶ୍ୱର |isbn= |page= |pages=୯୮-୯୯ |url= |accessdate=}}</ref>
 
== [[ଚଢ଼େଇଆ ସଙ୍ଗୀତ]] ==
୨୪ କ ଧାଡ଼ି:
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[ବାଲେଶ୍ବରବାଲେଶ୍ୱର ଜିଲା]]}}
 
== ଆଧାର ==
୩୨ କ ଧାଡ଼ି:
{{ଓଡ଼ିଶା ପ୍ରସଙ୍ଗ}}
 
[[ଶ୍ରେଣୀ:ବାଲେଶ୍ବରୀବାଲେଶ୍ୱରୀ ଲୋକ କଳା]]
[[ଶ୍ରେଣୀ:ଓଡ଼ିଶାର ଲୋକନାଟ]]
[[ଶ୍ରେଣୀ:ଲୋକନାଟ]]