"ଗୋଲ କୃମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୩ କ ଧାଡ଼ି:
| MeshID = D001196

'''ଗୋଲ କୃମି''' ମନୁଷ୍ୟ ଶରୀରର ଏକ [[ପରଜୀବୀ]] ଯାହାଦ୍ବାରାଯାହାଦ୍ୱାରା ଦେହରେ ଅନେକ ପ୍ରକାର ରୋଗ ହୁଏ । ଏହି ପରଜୀବୀକୁ ଓଡ଼ିଆରେ [[ଜିଆ]], [[କେଞ୍ଚୁଆ]] ଓ [[ଜିଆନାଡ଼]] କୁହାଯାଏ । ଏହାକୁ ଇଂରାଜୀରେ ଆସ୍କାରିସ୍ ଲୁମ୍ବ୍ରିକଏଡେସ୍ ([[Ascaris lumbricoides]]) କୁହାଯାଏ । ଏହି ଗୋଲ କୃମି ସଂକ୍ରମଣଦ୍ବାରାସଂକ୍ରମଣଦ୍ୱାରା ୮୫ % ଲୋକ ଲକ୍ଷଣବିହୀନ ଥାଆନ୍ତି ବିଶେଷତଃ ଯଦି ସେମାନଙ୍କ ସଂଖ୍ୟା ଅଳ୍ପ ଥାଏ ।<ref name=Dold2011>{{cite journal|last=Dold|first=C|author2=Holland, CV|title=Ascaris and ascariasis.|journal=Microbes and infection / Institut Pasteur|date=Jul 2011|volume=13|issue=7|pages=632–7|pmid=20934531|doi=10.1016/j.micinf.2010.09.012}}</ref> ପରଜୀବୀ ସଂଖ୍ୟା ଅଧିକ ଥିଲେ ଆରମ୍ଭରେ ଛୋଟ ଶ୍ବାସଶ୍ୱାସ କ୍ରିୟା ହୁଏ ଓ ଜ୍ବରଜ୍ୱର ହୁଏ । ଏହା ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ [[ତରଳ ଝାଡ଼ା]] ବା [[ଡାଇରିଆ]] ହୁଏ । ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ବାରାଏହାଦ୍ୱାରା ସ୍ବଳ୍ପସ୍ୱଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା [[malnutrition]] ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ ।<ref name=WHO2013>{{cite web|title=Soil-transmitted helminth infections Fact sheet N°366|url=http://www.who.int/mediacentre/factsheets/fs366/en/|work=World Health Organization|date=June 2013}}</ref>

ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହା ସହ ଖାଦ୍ୟ ବା ପାନୀୟ ଅପମିଶ୍ରିତ ହେବା ପରେ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ସଂକ୍ରମଣ ହୁଏ । ଏହି ଅଣ୍ଡାକୁ ଗ୍ରହଣ କରିଥିବା ଲୋକର ଅନ୍ତନଳୀରେ ଛୁଆ ଫୁଟେ । ଏହି ଛୁଆ ଅନ୍ତନଳୀର କାନ୍ଥ ଭେଦ କରି ରକ୍ତାରେ ପ୍ରବେଶ କରି ଫୁସଫୁସକୁ ଯାଏ ଓ ଶ୍ବାସଶ୍ୱାସ ନଳୀ ବାଟ ଦେଇ ତଣ୍ଟିରେ ପହଞ୍ଚେ । ସେଠାରେ ଏହା ଗିଳି ହୋଇ ପାକସ୍ଥଳୀ ଦେଇ ପୁନଶ୍ଚ ଅନ୍ତନଳୀରେ ପ୍ରବେଶ କରେ ଓ ଏଠାରେ ବୟଃପ୍ରାପ୍ତ ହୁଏ ।

ଉନ୍ନତ ପରିଛନତାଦ୍ବାରାପରିଛନତାଦ୍ୱାରା ଏହି ରୋଗ ରୋକି ହେବ । ଆଧୁନିକ ପାଇଖାନା ବ୍ୟବହାର୍ ଓ ମଳ ଦୂରୀକରଣ ଏଥି ନିମନ୍ତେ ଆବଶ୍ୟକ ।<ref name=Dold2011/><ref>{{cite journal|last=Ziegelbauer|first=K|author2=Speich, B|author3= Mäusezahl, D|author4= Bos, R|author5= Keiser, J|author6= Utzinger, J|title=Effect of sanitation on soil-transmitted helminth infection: systematic review and meta-analysis.|journal=PLoS medicine|date=Jan 2012|volume=9|issue=1|pages=e1001162|pmid=22291577|doi=10.1371/journal.pmed.1001162}}</ref> ସାବୁନଦ୍ବାରାସାବୁନଦ୍ୱାରା ହାତ ପରିଷ୍କାର କଲେ ସଂକ୍ରମଣ ହୋଇପାରେ ନାହିଁ ।<ref name=Fung2009>{{cite journal|last=Fung|first=IC|author2=Cairncross, S|title=Ascariasis and handwashing.|journal=Transactions of the Royal Society of Tropical Medicine and Hygiene|date=Mar 2009|volume=103|issue=3|pages=215–22|pmid=18789465|doi=10.1016/j.trstmh.2008.08.003}}</ref> ଯେଉଁ ସ୍ଥାନରେ ୨୦% ଲୋକଙ୍କର ଏହି ରୋଗ ଅଛି, ସେଠାରେ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ପରେ ମଧ୍ୟ ପୁନଃସଂକ୍ରମଣ ହୋଇପାରେ ।<ref>{{cite journal|last=Jia|first=TW|author2=Melville, S|author3= Utzinger, J|author4= King, CH|author5= Zhou, XN|title=Soil-transmitted helminth reinfection after drug treatment: a systematic review and meta-analysis.|journal=PLoS neglected tropical diseases|year=2012|volume=6|issue=5|pages=e1621|pmid=22590656|doi=10.1371/journal.pntd.0001621}}</ref> ଏହା ନିମନ୍ତେ କୌଣସି ଟିକା ତିଆରି ହୋଇନାହିଁ ।
ଆଲ୍‌ବେଣ୍ଡାଜୋଲ୍, ମେବେଣ୍ଡାଜୋଲ୍, ଲେଭାମିସୋଲ୍ ଓ ପାରାଣ୍ଟେଲ ପାମୋଏଟ୍ ଔଷଧ ଦେଲେ ଏହି ରୋଗ ଦୂର ହୁଏ ।<ref name=Hagel2010>{{cite journal|last=Hagel|first=I|author2=Giusti, T|title=Ascaris lumbricoides: an overview of therapeutic targets.|journal=Infectious disorders drug targets|date=Oct 2010|volume=10|issue=5|pages=349–67|pmid=20701574|doi=10.2174/187152610793180876}}</ref> ଏହି ବ୍ୟତିତ ଟ୍ରାବେଣ୍ଡିମିଡିନ ଓ ନିଟାଜୋକ୍ସାନାଇଡ ମଧ୍ୟ ଭଲ କାମ କରେ ।

ପୃଥିବୀରେ ୦.୮ରୁ ୧.୨ ବିଲିଅନ ଲୋକ ଏହି ରୋଗ ଭୋଗୁଛନ୍ତି । ସବ୍-ସାହାରା, ଲାଟିନ୍ ଆମେରିକା ଓ ଏସିଆରେ ସର୍ବାଧିକ ଲୋକ ଏହାର ଶିକାର ହେଉଛନ୍ତି ।<ref name=Fen2012>{{cite journal|last=Fenwick|first=A|title=The global burden of neglected tropical diseases.|journal=Public health|date=Mar 2012|volume=126|issue=3|pages=233–6|pmid=22325616|doi=10.1016/j.puhe.2011.11.015}}</ref> ୧୯୯୦ ମସିହାରେ ୩୪୦୦ ଲୋକ ମରିଥିବା ବେଳେ ୨୦୧୦ମସିହାରେ ୨୭୦୦ ଲୋକ ମରିଛନ୍ତି । <ref name=Loz2012>{{cite journal|last=Lozano|first=R|title=Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010.|journal=Lancet|date=Dec 15, 2012|volume=380|issue=9859|pages=2095–128|pmid=23245604|doi=10.1016/S0140-6736(12)61728-0}}</ref>
୨୭ କ ଧାଡ଼ି:
ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ । ଶସ୍ୟ ବିକ୍ରି, ରପ୍ତାନୀ ଉପରେ ଏହାର ପ୍ରଭାବ ରହେ । ୧୯୮୬ ମସିହାରେ ଇଟାଲୀରେ ହୋଇଥିବା ଏକ ଗୋଲ କୃମି ମଡ଼କର ଉତ୍ସ ଖୋଜିବାରୁ ଦେଖାଗଲା ଏହା ବାଲକାନ ପରିବା ରପ୍ତାନି ନିମନ୍ତେ ପରିତ୍ୟକ୍ତ ଜଳ ସରବରାହ ଯୋଗୁ ହୋଇଥିଲା ।<ref>{{cite book |last=Pawlowski | first = ZS |author2=Schultzberg K | chapter =Ascariasis and sewage in Europe| editor = Block JC |title=Epidemiological Studies of Risks Associated With the Agricultural Use of Sewage Sludge: Knowledge and Needs (EUR) |publisher=Elsevier Science Pub Co |location= |year=1986|pages=83–93 |isbn=1-85166-035-6 |oclc= |doi= }}</ref>

=== ଜୀବନ ଚକ୍ର ===
[[File:Ascariasis LifeCycle - CDC Division of Parasitic Diseases.gif|thumb|right|ପୂର୍ଣାଙ୍ଗ କୃମି (୧) କ୍ଷୁଦ୍ର ଅନ୍ତ୍ରର ନଳୀ ମଧ୍ୟରେ ବାସ କରେ ଗୋଟିଏ ମାଈ କୃମି ଦିନକୁ ୨୦୦,୦୦୦ ଅଣ୍ଡା ଦିଏ ଯାହା ମଳ ସହ ବାହାରି ଯାଏ । (୨). ଅଣବିଦ୍ଧ ଅଣ୍ଡା ଖାଇଲେ ସଂକ୍ରମଣ ହୁଏ ନାହିଁ । ସଂବିଦ୍ଧ ଅଣ୍ଡା ଏମ୍ବ୍ରିଓରେ ପରିଣତ ହୋଇ ୧୮ ଦିନରୁ କିଛି ସପ୍ତାହ ପରେ (୩) ବାତାବରଣ (ମଧ୍ୟମ ଆର୍ଦ୍ରତା, ଉଷ୍ମତା ଓ ଛାଇରେ ଥିବା ମାଟି) ଉପରେ ନିର୍ଭର କରି ସଂକ୍ରମଣକ୍ଷମ ହୁଏ । (୪),ଖାଦ୍ୟ ସହ ସଂକ୍ରମଣକ୍ଷମ ଅଣ୍ଡା ଖାଇବା ପରେ ଏଥିରୁ ଲାର୍ଭା ବାହାରି (୫), ଅନ୍ତନାଳୀର ମ୍ୟୁକୋଷା ଭେଦ କରେ ଓ ପୋର୍ଟାଲ ସଂଚାଳନ ପଥରେ ଯାଇ ଶିଷ୍ଟମିକ ସଂଚାଳନରେ ଅଥବା ଲିମ୍ଫାଟିକରେ ବାହିତ ହୋଇ ଫୁସଫୁସରେ ପହଞ୍ଚେ ଓ ପରିପକ୍ବପରିପକ୍ୱ ହୁଏ । ଲାର୍ଭା ଫୁସଫୁସରେ ପରିପକ୍ବପରିପକ୍ୱ ହୋଇ (୬) ୧୦ରୁ ୧୪ ଦିନରେ ଆଲଭିଓଲାର କାନ୍ଥ ଭେଦ କରି ବ୍ରୋଙ୍କିଆଲ ବୃକ୍ଷରେ ଉପରକୁ ଉଠି ତୋଟିରେ ପହଞ୍ଚିବା ପରେ ଗିଳି ହୋଇଯାଏ । (୭).ଆଉଥରେ କ୍ଷୁଦ୍ର ଅନ୍ତନାଳୀରେ ପହଞ୍ଚି ବୟଃପ୍ରାପ୍ତ ପୋକରେ ପରିଣତ ହୁଏ । ଏହି ଅବସ୍ଥାକୁ ଆସିବା ନିମନ୍ତେ ମୋଟ ୨ରୁ ୩ ସପ୍ତାହ ଲାଗିଯାଏ । ପୂର୍ଣାଙ୍ଗ କୃମି୧ ବର୍ଷରୁ ୨ ବର୍ଷ ବଞ୍ଚି ରହନ୍ତି ।]]
ଗୋଲ କୃମି ସଂକ୍ରମଣର ୬୦ରୁ ୭୦ ଦିନ ପରେ ମଳରେ ତାହାର ଅଣ୍ଡା ଦେଖାଯାଏ, ଲକ୍ଷଣ ୪ରୁ ୧୬ ଦିନ ମଧ୍ୟରେ ଦେଖାଯାଏ । ଅନ୍ତିମ ଲକ୍ଷଣ: ପାକ-ଅନ୍ତନାଳୀ ବେଆରାମ, କଲିକ (ଅନ୍ତ୍ରଶୂଳ), ବାନ୍ତି, ଜ୍ବରଜ୍ୱର ଓ ମଳରେ ଅଣ୍ଡା । କେତେକ ରୋଗୀଙ୍କର ଫୁସଫୁସ ଓ ସ୍ନାୟୁ ଲକ୍ଷଣ ଦେଖାଯାଏ । କେତେକ କୃମି ପେଣ୍ଡୁ ଆକାର ପ୍ରାପ୍ତ ହୋଇ ଅନ୍ତନାଳୀ ପଥରୋଧ କରନ୍ତି । ଚଳମାନ ଲାର୍ଭା ଯୋଗୁ ନିମୋନିଆ ଓ ଇଓସିନୋଫିଲିଆ ହୁଏ । ପୂର୍ଣାଙ୍ଗ କୃମିର ଆୟୁଷ ୧ରୁ ୨ ବର୍ଷ । ପୁରୁଣା କୃମି ମଲା ପରେ ନୂଆ କୃମି ବାହାରନ୍ତି<ref name=Anderson1>Anderson, R.M. & May, R.M. (1991). Infectious diseases of humans. Dynamics and control. Oxford: Oxford Scientific Publications</ref>, ତେଣୁ ରୋଗୀ ସାରା ଜୀବନ ଏହାର ଶିକାର ହୁଏ ।
ଅଣ୍ଡା ୧୫ ବର୍ଷ ରହିପାରେ ଓ ଗୋଟି କୃମି ଦିନକୁ ୨୦୦.୦୦୦ ଅଣ୍ଡା ଦେଇପାରେ । ଅନ୍ତନଳୀର ବିପରୀତ ଦିଗରେ ଏମାନେ ଗତି କରି ପାରନ୍ତି ।<ref name=Crompton1>Crompton, D.W. and Pawlowski, Z. (1985). Life history and development of ''Ascaris lumbricoides'' and the persistence of human ascariasis. In: Ascariasis and its public health significance. Eds Crompton, D.W. Nesheim, M.C. and Pawlowski, Z.S. London: Taylor & Francis</ref>

== ରୋଗ ନିର୍ଣ୍ଣୟ ==
ସାଧାରଣତଃ ପାଟିବାଟେ ବା ମଳରେ ଗୋଲ କୃମି (ଜିଆ) ପଡ଼ିଲେ ଏହି ରୋଗ ଅଛି ବୋଲି ଜଣାଯାଏ । ରୋଗୀର ମଳକୁ ଗୋଟିଏ କାଚ ସ୍ଲାଇଡରେ ସ୍ମିଅର (smear) କରି ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅଣ୍ଡା ଦେଖାଯାଏ । ବିଭିନ୍ନ ଉପାୟରେ ଯେପରିକି ମଳକୁ ସେଡିମେଣ୍ଟେସନ ପଦ୍ଧତି କିମ୍ବା [[କାଟୋ]]ଦ୍ବାରାଦ୍ୱାରା ଗାଢ଼ (concentrate) କରିଦେବା ପରେ ଅଣ୍ଡା ଉତ୍ତମ ରୁପେ ଦେଖାଯାଏ ।

ଅଣ୍ଡାର ଆକାର: ଅଣ୍ଡାକୃତି ସହ ବାହ୍ୟ କାନ୍ଥରେ ଛୋଟ ଛୋଟ ଉଚ୍ଚ ଗଦା ଦେଖାଯାଏ । ଏହାର ବ୍ୟାସ ୩୫ରୁ ୫୦ ମାକ୍ରୋମିଟର । ଫୁସ୍‌ଫୁସ୍ ରୋଗ ହେଲେ ସେଥିରୁ ତରଳ ପଦାର୍ଥ ବାହାର କରି ଦେଖିଲେ ସେଥିରେ ଲାର୍ଭା ଦେଖାଯାଇପାରେ । ରକ୍ତ ପରୀକ୍ଷା କଲେ ଇଓସିନୋଫିଲିଆ ଦେଖାଯାଏ କିନ୍ତୁ ଏହା ଅନେକ ରୋଗରେ ଦେଖାଯାଏ । ଫୁସ୍‌ଫୁସ୍‌ର ଏକ୍ସ-ରେ ଚିତ୍ରରେ ଖାଲି ସ୍ଥାନ (filling defect) ଦେଖାଯାଏ ।
== ଚିକିତ୍ସା ==
ଗୋଲ କୃମିଙ୍କୁ ମାରିବା ନିମନ୍ତେ ଅନେକ ଔଷଧ ଅଛି । ସେମାନଙ୍କ ନାମ: [[ଆଲ୍‌ବେଣ୍ଡାଜଲ୍]], [[ମେବେଣ୍ଡାଜଲ୍]], [[ଲେଭାମିସୋଲ୍]] ଓ [[ମାଇରାଣ୍ଟେଲ୍ ପାମୋଏଟ୍]] । ଏହା ବ୍ୟତିତ [[ଟ୍ରାଇବେଣ୍ଡାମିଡିନ୍]] ଓ [[ନିଟାଜୋକ୍ସାମାଇଡ]] ମଧ୍ୟ ଭଲ କାମ କରେ । ହେକ୍ସିଲରେସର୍ସିନୋଲ୍ ଗୋଟିଏ ଡୋଜ୍ ଦିଆଯାଏ ।<ref name=Holt11th>Holt, Jr Emmett L, McIntosh Rustin: Holt's Diseases of Infancy and Childhood: A Textbook for the Use of Students and Practitioners. Appleton and Co, New York,11th edition</ref> ପ୍ରଦାହ ହେଲେ ସ୍ଟିରଏଡ ଦିଆଯାଏ । ହଠାତ ବହୁ ସଂଖ୍ୟକ କୃମି ମରିଗଲେ ପେଣ୍ଡୁଆକାର ହୋଇ ଅନ୍ତନଳୀର ବାଟ ବନ୍ଦ ହୋଇଯାଏ । ଏହି ସମୟରେ ଅପରେଶନ ଆବଶ୍ୟକ ହୁଏ ।
== ପୁର୍ବାନୁମାନ ==
କ୍ବଚିତକ୍ୱଚିତ ଏହି ରୋଗ ପ୍ରାଣଘାତକ ହୁଏ ।
== ପ୍ରତିଷେଧ ==
ଉତ୍ତମ ପାଇଖାନା ସୁବିଧା, ସାବୁନରେ ହାତ ଧୋଇବାଦ୍ବାରାଧୋଇବାଦ୍ୱାରା ଏହାକୁ ପରିବର୍ଜନ (avoid) କରିହେବ । ଜନସଂଖ୍ୟାର ୨୦ % ଲୋକଙ୍କର ଏହି ରୋଗ ଥିଲେ ପ୍ରତ୍ୟେକ ବ୍ୟକ୍ତିକୁ ଚିକିତ୍ସା କରିବା ଆବଶ୍ୟକ ।

== ଆଧାର ==
"https://or.wikipedia.org/wiki/ଗୋଲ_କୃମି"ରୁ ଅଣାଯାଇଅଛି