"ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Gopalswamy Doraiswamy Naidu}}
{{Infobox scientist
|name = ଗୋପାଳସ୍ବାମୀଗୋପାଳସ୍ୱାମୀ ଦୋରାଇସ୍ବାମୀଦୋରାଇସ୍ୱାମୀ ନାଇଡୁ
|image =
|image_size =
୨୯ କ ଧାଡ଼ି:
}}
 
'''ଗୋପାଳସ୍ବାମୀଗୋପାଳସ୍ୱାମୀ ଦୋରାଇସ୍ବାମୀଦୋରାଇସ୍ୱାମୀ ନାଇଡୁ (ଜି.ଡି.ନାଇଡୁ) '''ଥିଲେ [[ଭାରତ]]ର ଜଣେ ଖ୍ୟାତନାମା ଉଦ୍ଭାବକ ତଥା ଇଞ୍ଜିନିୟର । [[ଭାରତ]]ରେ ସେ ପ୍ରଥମ କରି ବୈଦ୍ୟୁତିକ ମୋଟର ଉଦ୍ଭାବନ କରିଥିଲେ । ବୈଦ୍ୟୁତିକ, ଯାନ୍ତ୍ରିକ, କୃଷି ଓ ଅଟୋମୋବାଇଲ ଉପକରଣ ମଧ୍ୟ ସେ ନିର୍ମାଣ କରିଥିଲେ ı କମପାଠ ପଢି ମଧ୍ୟ ନାଇଡୁ ଜଣେ ପ୍ରତିଭାର ଅଧିକରୀ ହେଇପାରିଥିଲେ ।
 
[[ତାମିଲନାଡୁ]]ର [[କୋଏମ୍ବାଟୁର]] ଅନ୍ତର୍ଗତ କଲଙ୍ଗଲଠାରେ ୧୮୯୩ ମାର୍ଚ ୨୩ରେ ସେ ଜନ୍ମ ଗ୍ରହଣ କରିଥିଲେ । ପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ । ତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା । ତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଚି ପଳେଇଥିଲେ । କୋଏମ୍ବାଟୁରଠାରେ ଏକ ହୋଟେଲରେ ଜଣେ ୱେଟର ଭାବେ ସେ କାମ କରିଥିଲେ । ଦୀର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ । ସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ । ଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ । ବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲକୁ ନେଇଆସି ପରବର୍ତ୍ତି ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı
୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୧୯୩୭ରେ ସେ ପ୍ରଥମ ସ୍ବଦେଶୀସ୍ୱଦେଶୀ ମୋଟର ନିର୍ମାଣ କଲେ । ଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ।
 
ସେ ନୂଆ ପ୍ରଜାତିର [[ତୁଳା]], [[ମକା]], [[ଅମୃତଭଣ୍ଡା]] ବିକାଶ ଉପରେ ବ୍ୟାପକ ଗବେଷଣା କରିଥିଲେ । ତାଙ୍କ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେ ମାତ୍ର ୮ ଘଣ୍ଟାରେ ଘର ତିଆରି କରିପାରିଥିଲେ । <ref>http://www.hindu.com/2009/01/10/stories/2009011050160200.htm</ref>୧୯୩୬ରେ ସେ [[ଜର୍ମାନୀ]] ଯାଇ [[ଆଡଲଫ ହିଟଲର]]ଙ୍କୁ ଭେଟିଥିଲେ ।୧୯୪୪ରେ ସେ ଅଟୋମୋବାଇଲ କ୍ଷେତ୍ରରୁ ଅବ୍ୟାହତି ନେଇଥିଲେ । ପରେ ସେ ଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ସହ ସଂଶ୍ଲିଷ୍ଟ ହେଇଥିଲେ । ୧୯୭୪ ଜାନୁୟାରୀ ୪ରେ ତାଙ୍କର ପରଲୋକ ହେଇଥିଲା ।