"ଗୋଦାବରୀଶ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୮ କ ଧାଡ଼ି:
| nationality = ଭାରତୀୟ
| education = ସ୍ନାତକୋତ୍ତର (ଅର୍ଥନୀତି), ବି.ଟି.
| alma_mater = କଲିକତା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ
| period =
| genre =
୪୨ କ ଧାଡ଼ି:
| term_start = ୧୯୫୨
| term_end = ୧୯୫୭
|party = ସ୍ବାଧୀନସ୍ୱାଧୀନ
}}
}}
'''ଗୋଦାବରୀଶ ମିଶ୍ର''' (୨୬ ଅକ୍ଟୋବର ୧୮୮୬<ref>{{cite news|title=ଆଜି ଜନ୍ମଦିନ|url=http://www.sambadepaper.com/Details.aspx?id=297827&boxid=24933767|accessdate=26 October 2016|newspaper=ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref> - ୨୬ ଜୁଲାଇ ୧୯୫୬<ref>{{cite book|title=EMINENT LITERARY LUMINARIES OF ORISSA|publisher=odisha.gov.in|page=297|url=http://odisha.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate=1 January 2017|quote=Died on July 26, 1956}}</ref>) ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀରେ]]<ref>http://www.shreekhetra.com/legend.html</ref> ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1591|year=1988|publisher=Sahitya Akademi|isbn=978-81-260-1194-0|pages=1591–}}</ref> ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ [[ଗୋପବନ୍ଧୁ ଦାସ]]ଙ୍କଦ୍ବାରାଙ୍କଦ୍ୱାରା ପ୍ରତିଷ୍ଠିତ [[ସତ୍ୟବାଦୀ ବନ ବିଦ୍ୟାଳୟ]]ରେ ଶିକ୍ଷକତା କରିଥିଲେ ।<ref>{{cite book|title=Encyclopaedia of Education, Culture and Children's Literature: v. 3. Indian culture and education|url=http://books.google.com/books?id=3T2Ph_SmjtoC&pg=PA174|year=2009|publisher=Deep & Deep Publications|isbn=978-81-8450-150-6|pages=174–}}</ref>
 
== ଜୀବନୀ ==
ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ]] ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]] ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସ୍ବଭାଗ୍ୟରୁସ୍ୱଭାଗ୍ୟରୁ ବଞ୍ଚିତ ହୋଇଥିଲେ ।
 
== ରଚନାବଳୀ ==