"ଗୁରୁଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୧ କ ଧାଡ଼ି:
ଭାରତର ପୂର୍ବତନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।
 
କେତେକ ଦେଶରେ [[ଶିକ୍ଷକ]] ମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ [[ବିଶ୍ବବିଶ୍ୱ ଶିକ୍ଷକ ଦିବସ]] ଅକ୍ଟୋବର ୫ରେ ପାଳନ କରାଯାଇଥାଏ । [[ଇଉନେସ୍କୋ]] ଦେଇ ଗୁରୁ ମାନଙ୍କର ଗୁରୁତ୍ବଗୁରୁତ୍ୱ ଅନୁଭବ କରିବା ଓ ସେମାନଙଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।<ref>[http://www.unesco.org/en/teacher-education/advocacy/world-teachers-day/ World Teachers’ Day, October 5]</ref>
 
== ଇତିହାସ ==
ଶିକ୍ଷକ ଦିବସ ଅନେକ ଦେଶରେ ୨୦ଶ ଶତକ ପରେ ସ୍ବାଧୀନସ୍ୱାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । [[ଆର୍ଜେଣ୍ଟିନା]]ରେ ଏହା [[ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋ]]<!--[[Domingo Faustino Sarmiento]]-->ଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ<ref>[http://www.jardindeinfantesdfs.com.ar/historia.htm#El%20Maestro%20Argentino:%20Domingo%20F.%20Sarmiento Historia]</ref> ପାଳନ କରୁଥିବା ବେଳେ [[ଭାରତ]]ରେ ବିଶିଷ୍ଟ ଶିକ୍ଷାବିଦ ଓ ପୁର୍ବତନ ରାଷ୍ଟ୍ରପତି ଡ. [[ସର୍ବପଲ୍ଲୀ ରାଧାକୃଷ୍ଣନ]]ଙ୍କ ଜନ୍ମତିଥିରେ ସେପ୍ଟେମ୍ବର ୫ ୧୯୬୨ ଠାରୁ ପାଳିତ ହୋଇଆସୁଅଛି <ref>http://www.indianchild.com/teachers_day_india.htm.</ref>)
 
== ପାଳନ ==
"https://or.wikipedia.org/wiki/ଗୁରୁଦିବସ"ରୁ ଅଣାଯାଇଅଛି