"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
 
==ଭୂଗୋଳ==
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରାଦ୍ୱାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
 
==ଦର୍ଶନୀୟ ସ୍ଥାନ==
* [[ଜଗନ୍ନାଥ ମନ୍ଦିର, ଗୁଣପୁର|ଗୁଣପୁର ଜଗନ୍ନାଥ ମନ୍ଦିର]] ଏବଂ ନିକଟସ୍ଥ ପିକନିକ ଜାଗା
* ନିକଟସ୍ଥ ଭୀମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର]] ।
== ଚର୍ଚ୍ଚିତ ବ୍ୟକ୍ତିତ୍ବବ୍ୟକ୍ତିତ୍ୱ ==
* [[ନାଗଭୂଷଣ ପଟ୍ଟନାୟକ]]
* [[ରଘୁନାଥ ପାଣିଗ୍ରାହୀ]]
୩୭,୬୭୮

ଗୋଟି ସମ୍ପାଦନା