"ଗାଣିତିକ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[ବିଜ୍ଞାନ]]ର ଯେଉଁ ବିଭାଗରେ [[ଗଣିତ]] ଏବଂ ଏହା ସମ୍ବନ୍ଧୀୟ ଅନ୍ୟ ବିଶେଷତ୍ବବିଶେଷତ୍ୱ ଗୁଡିକର ଆଲୋଚନା ହୋଇଥାଏ ତାହାକୁ '''ଗାଣିତିକ ବିଜ୍ଞାନ''' ({{lang-en|Mathematical sciences}}) କୁହାଯାଏ । ଯଦିଓ ପାଠ୍ୟ ପୁସ୍ତକ ଗୁଡ଼ିକରେ ଏହାକୁ ଗାଣିତିକ ଢାଞ୍ଚାରେ ପଠାଯାଇଥାଏ କିନ୍ତୁ ସବୁବେଳେ ଏହା ଗଣିତର ଉପ-ବିଭାଗ ଭାବେ ଗ୍ରହଣୀୟ ନୁହେଁ । ଯଥା [[ପରିସଂଖ୍ୟାନ]], ଗାଣିତିକ ନିୟମ ଉପରେ ଆଧାରିତ ହେଲେହେଁ ଏହା [[ସାମାଜିକ ବିଜ୍ଞାନ]], [[କମ୍ପ୍ୟୁଟର ବିଜ୍ଞାନ]], [[ଅର୍ଥନୀତି]] ଆଦି ବିଷୟ ସହ ସମାନ୍ତରାଳ ଭାବେ ଉନ୍ନତି ହୋଇଥାଏ ।
 
କେତେକ ଅନୁଷ୍ଠାନ '''ଗାଣିତିକ ବିଜ୍ଞାନ''' ବିଷୟରେ ସ୍ବତନ୍ତ୍ରସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ କରିଥାନ୍ତି ।
 
== ବୈଦିକ ଗଣିତ ==
{{merge to|ବୈଦିକ ଗଣିତ|ଗଣିତ}}
{{main|ବୈଦିକ ଗଣିତ}}
ଗଣିତ ଶାସ୍ତ୍ରକୁ [[ଭାରତ]]ର ଅବଦାନ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ବୈଦିକ ୟୁଗରୁ ଭାରତରେ [[ଜ୍ୟାମିତି]] ତଥା ଗଣିତ ଶାସ୍ତ୍ରର ପୂର୍ଣ୍ଣ ବିକାଶ ହୋଇ ସାରିଥିବା ସୂଚନା ମିଳେ । ଗୋବର୍ଦ୍ଧନ ମଠ, [[ପୁରୀ]]ର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀସ୍ୱାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ୧୬ଟି ଅତି ସରଳ ସୂତ୍ର ବେଦରୁ ଉଦ୍ଧାର କରିଥିଲେ ଯାହାକୁ ଆଧାରକରି ବୈଦିକ ଗଣିତ ଆମ ସମୟରେ ପ୍ରଚଳିତ ହେବାର ସୁଯୋଗ ପାଇଲା ।
 
== ଆଧାର ==