"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ଗଣେଶ୍ଵର ମିଶ୍ର ପୃଷ୍ଠାଟି ଗଣେଶ୍ବର ମିଶ୍ରକୁ ଲେଉଟାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Ganeswar Mishra}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = ଗଣେଶ୍ବରଗଣେଶ୍ୱର ମିଶ୍ର
| image =
| imagesize =
୧୯ କ ଧାଡ଼ି:
| citizenship = {{flag|ଭାରତୀୟ}}
| education = ଡକ୍ଟରେଟ, ([[ଇଂରାଜୀ ଭାଷା]])
| alma_mater = [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
| period =
| genre =
୩୭ କ ଧାଡ଼ି:
| portaldisp =
}}
'''ଗଣେଶ୍ବରଗଣେଶ୍ୱର ମିଶ୍ର''' (୨୮ ଅକ୍ଟୋବର ୧୯୪୨ - ୧୦ ଅଗଷ୍ଟ ୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, ଅନୁବାଦକ ଓ ଶିକ୍ଷାବିଦ ଥିଲେ ।<ref>http://www.uniindia.com/news/other/noted-academician-ganeswar-mishra-passes-away/159181.html</ref> ସେ ତାଙ୍କ ଶିଶୁ ସାହିତ୍ୟ ପୁସ୍ତକ "ବିଲାତରେ ବାବୁ ଓ ପପୁ" ନିମନ୍ତେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ ।<ref>http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/</ref> ମିଶ୍ର [[ଓଡ଼ିଶା ସାହିତ୍ୟ ଏକାଡେମୀ]]ର ସଭାପତି ମଧ୍ୟ ଥିଲେ । ଉଭୟ [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା|ଇଂରାଜୀ]] ଭାଷାରେ ସେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]], [[କେଣ୍ଟ ବିଶ୍ୱବିଦ୍ୟାଳୟ]] ଓ [[ଲଣ୍ଡନ ବିଶ୍ୱବିଦ୍ୟାଳୟ]]ରେ ଅଧ୍ୟୟନ କରିଥିଲେ । <ref name=OST10AUG>{{cite news|title=Eminent Odisha litterateur Ganeswar Mishra passes away|url=http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/|accessdate=10 August 2015|newspaper=OdishaSunTimes}}</ref>
 
== ବାଲ୍ୟଜୀବନ ଓ ଶିକ୍ଷା ==
ଗଣେଶ୍ବରଗଣେଶ୍ୱର ମିଶ୍ର, ୨୮ ଅକ୍ଟୋବର ୧୯୪୨ମସିହାରେ [[ପୁରୀ ଜିଲ୍ଲା]]ର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।<ref>{{cite news|title=ପରଲୋକର ସାହିତ୍ୟିକ ଗଣେଶ୍ବରଗଣେଶ୍ୱର|url=http://www.dharitri.com/Bhubaneswar/110815/p3.htm|accessdate=11 August 2015|newspaper=ଧରିତ୍ରୀ ୧୧/୦୮/୨୦୧୫ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩|date=11 August 2015}}</ref> ତାଙ୍କ ପିତା ଥିଲେ ବାନାମ୍ବର ମିଶ୍ର ଓ ମାତା ଗୌରୀ ଦେବୀ । ପୁରୀ ଜିଲ୍ଲାର ଦଇତାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଶିକ୍ଷାରମ୍ଭ ହୋଇଥିଲା । ତାପରେ ପୁରୀ ଜିଲ୍ଲା ସ୍କୁଲରେ ପଢିଥିଲେ । ଏହିଠାରୁ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସ୍କୁଲ ପତ୍ରିକା "ମହୋଦଧୀ"ରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା । ୧୯୫୯ରୁ ୧୯୬୩ ମସିହା ମଧ୍ୟରେ, ସେ ପୁରୀର [[ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ]]ରୁ ଉଚ୍ଚଶିକ୍ଷା ଲାଭ କରିବା ପରେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।<ref name=Samaja11August2015>{{cite news|title=ସାହିତ୍ୟିକ ଗଣେଶ୍ବରଗଣେଶ୍ୱର ମିଶ୍ରଙ୍କ ପରଲୋକ|accessdate=୧୧ ଅଗଷ୍ଟ ୨୦୧୫|newspaper=ସମାଜ|date=୧୧ ଅଗଷ୍ଟ ୨୦୧୫}}</ref> ରେଭେନ୍ସା ମହାବିଦ୍ୟାଳୟରେ ପଢିବା ସମୟରେ ସେ ନିଜ ପ୍ରଥମ ଉପନ୍ୟାସ "ସାମୁଦ୍ରିକ" ଲେଖିବା ଆରମ୍ଭ କରିଥିଲେ ।<ref>{{cite news|title=ଡ଼ ଗଣେଶ୍ବରଗଣେଶ୍ୱର ମିଶ୍ର|url=http://sambadepaper.com/Details.aspx?id=277924&boxid=25817885|accessdate=10 August 2016|newspaper=ସମ୍ବାଦ ୧୦/୦୮/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
 
== ପାରିବାରିକ ଜୀବନ ==
୪୬ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
୧୯୬୫ ମସିହାରେ ସେ [[ନୟାଗଡ଼ ମହାବିଦ୍ୟାଳୟ]]ରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ [[ରାଜସ୍ଥାନ କଲେଜ]], ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, [[ଗଙ୍ଗାଧର ମେହେର ମହାବିଦ୍ୟାଳୟ]]ରେ ଅଧ୍ୟାପନା କରିଥିଲେ । ୧୯୬୯ମସିହାରେ ସେ [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ୧୯୭୮ମସିହାରେ ସେ ଆମେରିକାନ ଇଂରାଜୀ ସାହିତ୍ୟରେ ଗବେଷଣା କରି କେଣ୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ୨୦୦୨ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୨୦୦୫-୦୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ମନୋନୀତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ୨୦୧୦ ଜୁଲାଇରୁ ଦୈନିକ ସମ୍ବାଦପତ୍ର "ପ୍ରମେୟ"ର ମୁଖ୍ୟସମ୍ପାଦକ ଭାବରେ କାମ କରୁଥିଲେ ।<ref name=Samaja11August2015/>
 
== ସାହିତ୍ୟିକ ଜୀବନ ==
ଗଣେଶ୍ବରଗଣେଶ୍ୱର ମିଶ୍ର ଓଡ଼ିଆ, ଇଂରାଜୀ ବ୍ୟତିତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶୀ ଥିଲେ । ସେ ୮ଟି ଉପନ୍ୟାସ, ୫ଟି ଗଳ୍ପ ସଂକଳନ, ୫ଟି ଭ୍ରମଣ କାହାଣୀ, ୩ଟି ଫିଚର ସଂକଳନ, ୫ଟି ଅନୁବାଦ ପୁସ୍ତକ, ୧୦ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି । ସେ ନିଜ ଆତ୍ମଜୀବନୀ ଓ 'ଗାନ୍ଧିବାଦୀ ଶିକ୍ଷାବିତ ସର୍ବେଶ୍ବରସର୍ବେଶ୍ୱର ଦାଶ' ଶୀର୍ଷକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ [[ସମାଜ (ଖବରକାଗଜ)|ସମାଜର]] ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । [[ପ୍ରମେୟ]]ର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ ।<ref>{{cite news|title=ଗଣେଶ୍ବରଙ୍କଗଣେଶ୍ୱରଙ୍କ ପରଲୋକ|url=http://sambadepaper.com/Details.aspx?id=185083&boxid=23653851|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫|date=11 August 2015}}</ref>
 
=== ରଚନାବଳୀ ===