"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Gangadhar Meher}}
{{Infobox writer
| honorific_prefix = ସ୍ବଭାବସ୍ୱଭାବ କବି
| name = ଗଙ୍ଗାଧର ମେହେର
| image = Gangadhar Meher.png
୨୫ କ ଧାଡ଼ି:
| subject = ଭକ୍ତି
| movement =
| notableworks = [[ତପସ୍ବିନୀତପସ୍ୱିନୀ]], କୀଚକ ବଧ
| spouse = ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
| partner =
୪୦ କ ଧାଡ଼ି:
 
'''ଗଙ୍ଗାଧର ମେହେର''' (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ।<ref>{{cite web|last=Guru|first=Himanshu|title=Swabhaba Kabi Gangadhar Meher – Life in Brief|url=http://www.enewsinsight.com/features/swabhab-kavi-gangadhar-meher-life-in-brief/|publisher=The News Insight|accessdate=1 August 2015}}</ref>
ସେ ଏକାଧାରରେ ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ବଭାବସ୍ୱଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref>
ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୪- ୨୦୧୫ ବର୍ଷରେ ପାଳନ କରାଯାଉଥିବା ଜୟନ୍ତୀ/ ଶ୍ରାଦ୍ଧୋତ୍ସବ|url=http://odishasahityaakademi.org/anniversary.php|publisher=Odisha Sahitya Akademi|accessdate=1 August 2015}}</ref>
 
୫୬ କ ଧାଡ଼ି:
* ଉତ୍କଳ ଲକ୍ଷ୍ମୀ (୧୮୯୪)
* କୀଚକ ବଧ (୧୯୦୩)
* [[ତପସ୍ବିନୀତପସ୍ୱିନୀ]] (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
* ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
* ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
୮୧ କ ଧାଡ଼ି:
* ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
* ମହାଜନ
* ସୁଭାବ ଓ ସ୍ବଭାବସ୍ୱଭାବ
* ଉତ୍କଳ ଭାରତୀଙ୍କ ଉକ୍ତି
* ନର ଓ ମୟୂର