"ଖିଚିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୬ କ ଧାଡ଼ି:
}}
 
'''ଖିଚିଂ''' [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ ଜିଲ୍ଲାରେ]] ଥିବା ଏକ ଗ୍ରାମ । ଏହି ଗାଁ [[କୀଚକେଶ୍ବରୀକୀଚକେଶ୍ୱରୀ ମନ୍ଦିର]]<ref name="MiryalaGade2016">{{cite book|author1=Dr Ramesh Kumar Miryala|author2=Dr Jayaprakash Narayana Gade|title=Responsible Tourism & Human Accountability for Sustainable Business|url=http://books.google.com/books?id=YMLnCwAAQBAJ&pg=PA29|date=31 March 2016|publisher=Zenon Academic Publishing|isbn=978-93-85886-01-0|pages=29–}}</ref> ଓ ସେଠାକାର କଳା ମୁଗୁନି ପଥର କାମ ପାଇଁ ପ୍ରସିଦ୍ଧ । ଖିଚିଂ ଭଞ୍ଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା ।<ref>http://www.telegraphindia.com/1140106/jsp/odisha/story_17754256.jsp#.V998qYh97IU</ref>
 
== ଅବସ୍ଥିତି ==
ଖିଚିଂ [[ବାଲେଶ୍ବରବାଲେଶ୍ୱର]]ଠାରୁ ୧୯୦ କିମି ଓ [[ବାରିପଦା]]ଠାରୁ ୧୩୦ କିମି ଦୂର । କରଞ୍ଜିଆ, ଜସିପୁର, ରାୟରଙ୍ଗପୁର ଓ [[କେନ୍ଦୁଝର]]ଠାରୁ ଖିଚିଂକୁ ନିୟମିତ ବସ ଚାଲିଥାଏ । କେନ୍ଦୁଝର, ଟାଟା ନଗର, ବାରିପଦା ଓ ବାଲେଶ୍ବରବାଲେଶ୍ୱର ରେଳଷ୍ଟେସନ ଆଦି ଏହାର ପାଖାପାଖି ରେଳଷ୍ଟେସନ । ଭୁବନେଶ୍ବରଭୁବନେଶ୍ୱର, କଲିକତା, ଜାମସେଦପୁର ଓ ରାଞ୍ଚି ଏୟାରପୋର୍ଟ ଖିଚିଂର ପାଖାପାଖି ବିମାନବନ୍ଦର ।
 
== କୀଚକେଶ୍ବରୀକୀଚକେଶ୍ୱରୀ ମନ୍ଦିର ==
ଖିଚିଂରେ ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ କୀଚକେଶ୍ବରୀକୀଚକେଶ୍ୱରୀ ଦେବୀଙ୍କ ଏକ ମନ୍ଦିର ରହିଛି । ଏହା ୯୨୦ରୁ ୯୨୬ ମସିହା ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ବାରାମହାରାଜାଙ୍କଦ୍ୱାରା ନିର୍ମିତ । ଦେବୀ କୀଚକେଶ୍ବରୀକୀଚକେଶ୍ୱରୀ ଭଞ୍ଜବଂଶୀୟ ରାଜାଙ୍କ ଇଷ୍ଟଦେବୀ ଥିଲେ ।<ref>http://odisha.gov.in/e-magazine/Orissareview/2011/sep-oct/engpdf/28-30.pdf</ref> ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ମହାରାଜା [[ପ୍ରତାପ ଚନ୍ଦ୍ର ଭଞ୍ଜଦେଓ]]ଙ୍କଦ୍ବାରାଙ୍କଦ୍ୱାରା ୧୯୩୪-୧୯୪୨ ମସିହା ଭିତରେ ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ବାରାଭଞ୍ଜଦେଓଙ୍କଦ୍ୱାରା ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
 
== ପଥର କାର୍ଯ୍ୟ ==
ଖିଚିଂ ପଥରକାମ ପାଇଁ ଜଣାଶୁଣା । କୀଚକେଶ୍ବରୀକୀଚକେଶ୍ୱରୀ ମନ୍ଦିରରେ ଆଞ୍ଚଳିକ କାରିଗରଙ୍କ ପଥରକାମ ଦେଖିବାକୁ ମିଳିଥାଏ । ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ୧୯୪୦ ଦଶକରେ ଶେଷ ହେବା ପରେ ଆଞ୍ଚଳିକ ପଥର କାରିଗରମାନେ କାମ ଅଭାବରୁ ଜୀବିକା ନିର୍ବାହ କରିବାକୁ ଅକ୍ଷମ ହେଉଥିଲେ । କଳାକାରଙ୍କ ଦୂରାବସ୍ଥାକୁ ବୁଝିପାରି ତତ୍କାଳୀନ ମହାରାଜା ସେମାନଙ୍କ ପାଇଁ ଖିଚିଂଠାରେ ଏକ ସୋସାଇଟି ତିଆରିକରିଥିଲେ । ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ପଥରରେ ମୃର୍ତ୍ତି ନିର୍ମାଣ କରି କାରିଗରମାନେ ଏହି ସୋସାଇଟିକୁ ବିକ୍ରୀ କରି ଜୀବିକା ନିର୍ବାହ କରୁଥିଲେ । ସୋସାଇଟି ମୂର୍ତ୍ତି ଗୁଡିକ ବିକିବା ବ୍ୟବସ୍ଥା କରୁଥିଲା । [[ଓଡ଼ିଶା ସରକାର|ରାଜ୍ୟ ସରକାର]] ୧୯୭୮ ମସିହାରେ ଏହି ସୋସାଇଟି ଅଧୀନରେ ଏକ ପଥର ଖୋଦେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏଠାରୁ ତାଲିମ ନେଇ ବହୁ ଶିଳ୍ପୀ ଦେଶ ବିଦେଶରେ ନାଁ କରିଛନ୍ତି । ସରକାରୀ ଉଦାସୀନତା ଯୋଗୁ ଏହି କେନ୍ଦ୍ରଟି ୨୦୦୬ ମସିହାରୁ ବନ୍ଦ ହୋଇ ଯାଇଛି ।<ref>{{cite news|title=ଖିଚିଂ ପଥର ଖୋଦେଇ ତାଲିମ କେନ୍ଦ୍ରରେ ତାଲା|url=http://odishanewsnitidin.com/index.php?ID=20&PubId=4&schedule=2016-09-18&PageId=11259&PageNum=3|accessdate=19 September 2016|newspaper=ନିତିଦିନ ୧୯/୦୯/୨୦୧୬ ପୃଷ୍ଠା ୩}}</ref>
 
== ଆଧାର ==
"https://or.wikipedia.org/wiki/ଖିଚିଂ"ରୁ ଅଣାଯାଇଅଛି