"ଖାଦ୍ୟ ଖଣିଜ ଲବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫ କ ଧାଡ଼ି:
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । [[ବୋରୋନ]] ଓ [[କ୍ରୋମିୟମ]] ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।<br />
[[ଫାଇଲ:Cobalamin.png|thumb|right|ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି]]
ରାସାୟନିକ ମୌଳିକ ପଦାର୍ଥଦ୍ବାରାପଦାର୍ଥଦ୍ୱାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆଦ୍ବାରାବ୍ୟାକ୍ଟେରିଆଦ୍ୱାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି । <br />
 
== ସ୍ତନ୍ୟପାୟୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସାୟନିକ ମୌଳିକ ପଦାର୍ଥ ==
୧୮ କ ଧାଡ଼ି:
| title = Lehninger Principles of Biochemistry, Third Edition
|date=2000-02-15
}}</ref> । ଜୈବ ରସାୟନ, ସ୍ବତନ୍ତ୍ରସ୍ୱତନ୍ତ୍ର ଅପଟେକ ଓ ମେଟାବୋଲିଜ୍ମ ଅନୁଶୀଳନରୁ ଜଣା ଯାଉଛି ୨୬ଟି ମୌଳିକ ପଦାର୍ଥ ଶରୀର ଆବଶ୍ୟକ କରେ<ref name="hdl.handle.net">Ultratrace minerals. Authors: Nielsen, Forrest H. USDA, ARS Source: Modern nutrition in health and disease / editors, Maurice E. Shils ... et al.. Baltimore : Williams & Wilkins, c1999., p. 283-303. Issue Date: 1999 URI: [http://hdl.handle.net/10113/46493]</ref> । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ପ୍ରଣାଳୀ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇ ପାରି ନାହିଁ । <br />
ପିରିଅଡ଼ିକ ଟେବୁଲରେ ଖାଦ୍ୟ ମୌଳିକ ଖଣିଜ ପଦାର୍ଥ<br />
{|
୫୧ କ ଧାଡ଼ି:
{{ଆଧାର}}
 
[[ଶ୍ରେଣୀ:ପୋଷକ ତତ୍ତ୍ବତତ୍ତ୍ୱ]]