"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୭ କ ଧାଡ଼ି:
}}
'''କେନ୍ଦୁଝର''' [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଏହି ସହର ଓଡ଼ିଶାର ରାଜଧାନୀ [[ଭୁବନେଶ୍ବରଭୁବନେଶ୍ୱର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
 
== ଇତିହାସ ==
୬୫ କ ଧାଡ଼ି:
* ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
* ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
* ଶ୍ରୀ ଧନେଶ୍ବରଧନେଶ୍ୱର ନାରାୟଣ ଭଞ୍ଜ (୧୭୫୭-୧୭୫୮)
* ଶ୍ରୀ ଜଗତେଶ୍ବରଜଗତେଶ୍ୱର ନାରାୟଣ ଭଞ୍ଜ (୧୭୫୮-୧୭୬୨)
* ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
* ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
୭୭ କ ଧାଡ଼ି:
 
== ଭୂଗୋଳ ==
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ବଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
 
== ଜନସଂଖ୍ୟା ଓ ସାକ୍ଷରତା ==
୧୦୯ କ ଧାଡ଼ି:
* '''ବିଦ୍ୟାଳୟ'''
* ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
* ନରସିଂହ ସ୍ବାଇଁସ୍ୱାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
* କେନ୍ଦ୍ରୀୟ ବିଦ୍ୟାଳୟ
* ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
୧୧୫ କ ଧାଡ଼ି:
== ରାଜନୀତି ==
କେନ୍ଦୁଝର [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ|ବିଧାନ ସଭା ଆସନ]]ରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
[[କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦୁଝର ଲୋକ ସଭା ଆସନ]]ରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ [[ଓଡ଼ିଶାର ସାଂସଦ ମାନଙ୍କର ତାଲିକା|ସାଂସଦ]] ଭାବେ ଜିଲ୍ଲାର ପ୍ରତିନିଧିତ୍ବପ୍ରତିନିଧିତ୍ୱ କରୁଛନ୍ତି ।<ref>[http://kendujhar.nic.in/aboutkeon/representativesf.htm]</ref>
 
== ପରିବହନ ଓ ଯୋଗାଯୋଗ ==
[[ଜାତୀୟ ରାଜପଥ]] ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି ।
୨୦୦୮-୦୯ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁଭୁବନେଶ୍ୱରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।
 
== ଆଧାର ==
"https://or.wikipedia.org/wiki/କେନ୍ଦୁଝର"ରୁ ଅଣାଯାଇଅଛି