"କେଦାରନାଥ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୯ କ ଧାଡ଼ି:
| birth_date = {{Birth date|1911|10|28|df=y}}
| birth_place = [[ଭୁବନେଶ୍ୱର]], [[ଓଡ଼ିଶା]], [[ଭାରତ]]
| death_date = {{Death date and age|df=y|1981|04|20|1911|10|28}}<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/Details.aspx?id=348550&boxid=31247640|accessdate=20 April 2017|newspaper=ସମ୍ବାଦ ୨୦/୦୪/୨୦୧୭ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬}}</ref>
| death_place =
| death_cause =
୧୮ କ ଧାଡ଼ି:
| education =
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]], କଟକ
| known_for = ଐତିହାସିକ, ପ୍ରତ୍ନତତ୍ତ୍ବବିତ୍ପ୍ରତ୍ନତତ୍ତ୍ୱବିତ୍
| religion =
| spouse = ଯଶୋଦା ଦେବୀ
୩୦ କ ଧାଡ଼ି:
}}
 
'''କେଦାରନାଥ ମହାପାତ୍ର''', ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ ବିଶାରଦ ଥିଲେ ।<ref>{{cite book|title=The Orissa Historical Research Journal|url=http://books.google.com/books?id=xSduAAAAMAAJ|year=2004|publisher=Superintendent of Research and Museum}}</ref> [[ଓଡ଼ିଶା]]ର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । [[ଚଉଷଠି ଯୋଗିନୀ ମନ୍ଦିର]]କୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।<ref>http://www.telegraphindia.com/1110523/jsp/orissa/story_14017561.jsp</ref>
 
== ଜୀବନ ==
୩୭ କ ଧାଡ଼ି:
୧୯୩୦ ମସିହାରେ ଯଶୋଦା ଦେବୀଙ୍କ ସହ କେଦାରନାଥଙ୍କ ବିଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମୟକ୍ରମେ ଚାରିଜଣ ପୁଅ ଓ ଜଣେ ଝିଅ ଜାତ ହେଲେ ।<ref>''[http://magazines.odisha.gov.in/Orissareview/2016/Feb-Mar/engpdf/88-90.pdf Kedaranatha Mohapatra : The Great Historian of Odisha]'', Dr. Jayanti Rath, Odisha Review (February - March - 2016)</ref>
 
୧୯୩୩ ମସିହାରେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଇତିହାସ ବିଷୟରେ ହନର୍ସ ନେଇ ସ୍ନାତକ ପାସ ହୋଇଥିଲେ । ୧୯୩୫ ମସିହାରେ ସେ ଶିକ୍ଷକଙ୍କ ପାଇଁ ଥିବା ଏକ ଟ୍ରେନିଂ ନେଇଥିଲେ । [[କଟକ]]ସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ [[ଖୋର୍ଦ୍ଧା]] ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡିଠାରେ]] ରାଜା [[ପ୍ରତାପ କେଶରୀ ଦେଓ]]ଙ୍କଦ୍ବାରାଙ୍କଦ୍ୱାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ ।<ref name="Siṃhadeba2006">{{cite book|author=Jitāmitra Prasāda Siṃhadeba|title=Archaeology of Orissa: with special reference to Nuapada and Kalahandi|url=http://books.google.com/books?id=2ypuAAAAMAAJ|year=2006|publisher=R.N. Bhattacharya|isbn=978-81-87661-50-4}}</ref> ଗଡ଼ଜାତ ସମ୍ମିଶ୍ରଣ ପରେ, ସେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ଜଣେ ପ୍ରତ୍ନତତ୍ତ୍ବବିତପ୍ରତ୍ନତତ୍ତ୍ୱବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।
 
୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । [[ବିନ୍ଦୁସାଗର]] କୂଳରେ ''କେଦାରନାଥ ଗବେଷଣା ପ୍ରତିଷ୍ଠାନ'' ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।<ref>http://odisha.gov.in/e-magazine/orissaannualreference/ORA-2004/pdf/research_institutions_in_orissa.pdf</ref>
 
== ସାହିତ୍ୟକୃତି ==
[[ଫାଇଲ:Kedarnath Gabeshana Institute.jpg|thumb|319x319_ପିକସେଲ|କେଦାରନାଥଙ୍କ ସ୍ମୃତିରେ ପୁରୁଣା ଭୁବନେଶ୍ୱରରେ ବିନ୍ଦୁସାଗର ପାଖରେ ସ୍ଥାପିତ ''କେଦାରନାଥ ଗବେଷଣା ପ୍ରତିଷ୍ଠାନ'' ]]
କେଦାରନାଥ [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ [[ଇଂରାଜୀ ଭାଷା|ଇଂରାଜୀ]] ଭାଷାରେ ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।
* ଖୁରଧା ଇତିହାସ<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthors=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=kYhKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-3-9}}</ref>
* ଖାରବେଳ