"କୃତ୍ତିକା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪ କ ଧାଡ଼ି:
 
== ଜ୍ୟୋତିଷୀୟ ପରିଚୟ ==
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ [[ହିନ୍ଦୁ]] ଜ୍ୟୋତିଷମାନେ ୨୭ଟି ସ୍ବତନ୍ତ୍ରସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ବତନ୍ତ୍ରସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । <ref name="galacticcenter">{{cite web|title=The 27 Naxatras|url=http://galacticcenter.org/mercury-retrograde/the-27-nakshatras/|accessdate=30 May 2017}}</ref> ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
 
ତେବେ ଅଶ୍ବିନୀଠାରୁଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
 
=== ବିଶେଷତ୍ବବିଶେଷତ୍ୱ ===
* ହିନ୍ଦୁ ଜ୍ୟୋତିଷ ମତେ କୃତ୍ତିକା ନକ୍ଷତ୍ର ଛଅଗୋଟି ତାରାର ([[:en:Pleiades]]) ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତାରାପୁଞ୍ଜ ଏକ ଖୁର ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ କୃତ୍ତିକା।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
* କୃତ୍ତିକା ନକ୍ଷତ୍ର ରାଶିଚକ୍ରରେ [[ମେଷ (ରାଶି)]] ମଧ୍ୟରେ ୨୬ ଗିଗ୍ରୀ, ୪୦ ମିନିଟରୁ ବୃଷ ରାଶିରେ ୧୦ଡିଗ୍ରୀ ପର୍ଯ୍ୟନ୍ତ ବ୍ୟାପ୍ତ ।
* ରବି ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ସତ୍ତ୍ବସତ୍ତ୍ୱ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref><ref name=srath>{{cite web|last=Rath|first=Sanjaya|title=Naxatra Basics|url=http://srath.com/jyoti%E1%B9%A3a/nak%E1%B9%A3atra/nakshatra-basics|accessdate=10 October 2015}}</ref>
* ବୈଦିକ ଜ୍ୟୋତିଷ ମତେ କୃତ୍ତିକା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ ବ୍ରାହ୍ମଣ ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* କୃତ୍ତିକା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବୁଦ୍ଧିମାନ, ସମାଜସେବୀ ଏବଂ ବଦ୍‌ରାଗୀ ପ୍ରକୃତିର ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>
୧୯ କ ଧାଡ଼ି:
::ପ୍ରଥମ ପାଦ-ଅ (अ),
 
::ଦ୍ବିତୀୟଦ୍ୱିତୀୟ ପାଦ-ଇ (ई),
 
::ତୃତୀୟ ପାଦ- ଉ (उ) ଏବଂ