"କୁଞ୍ଜବିହାରୀ ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪୭ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା==
କୁଞ୍ଜବିହାରୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ ଦିନ କଟକ ଜିଲ୍ଲାର [[ବାଙ୍କୀ]] ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ସୁ-ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ସେ [[ରେଭେନ୍ସା ମହାବିଦ୍ୟାଳୟ]]ରେ ଆଇ.ଏ ପଢ଼ିଥିଲେ । ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ର ଜୀବନରୁ ହିଁ ସେ ଆମିଷ ଭୋଜନ ତ୍ୟାଗ କରିସାରିଥିଲେ । ପାନ ଖାଉଥିଲେ, ଅବଶ୍ୟ ପରେ ପାନଖିଆ ମଧ୍ୟ ଛାଡି ଦେଇଥିଲେ । ପାଟନା ବିଶ୍ବବିଦ୍ୟାଳୟରୁବିଶ୍ୱବିଦ୍ୟାଳୟରୁ [[ସଂସ୍କୃତ ଭାଷା|ସଂସ୍କୃତରେ]] ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।
 
== ବୃତ୍ତିଗତ ଜୀବନ ==
୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ ଓକିଲାତି କରୁଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, [[ଇଂରାଜୀ ଭାଷା|ଇଂରାଜୀ]] ଓ [[ହିନ୍ଦୀ ଭାଷା|ହିନ୍ଦୀ ଭାଷାରେ]] ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଯାଇଥିଲେ । ୧୯୫୩ମସିହାରେ ସେ ପିଏଚଡ଼ି ହାସଲ କରି ସେଠାରୁ ଫେରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା ''ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପଟ'' । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ [[ବ୍ରହ୍ମପୁର ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ ।
 
== ରଚନାବଳୀ ==
୫୮ କ ଧାଡ଼ି:
* ବିଲାତରେ ଓଡ଼ିଆ ପୋଥି
* ଆମ ଘର ପୋଥି
* ଓଡ଼ିଆ ଲିପି ତତ୍ତ୍ବତତ୍ତ୍ୱ
* ପୁଷ୍ଠାଞ୍ଜଳି(କବିତା ସଂକଳନ)
* ବନ୍ଦଳିକା (କବିତା ସଂକଳନ)<ref>{{cite news|title='ସାହିତ୍ୟ ବିଶାରଦ' ଡ଼ କୁଞ୍ଜବିହାରୀ|url=http://sambadepaper.com/Details.aspx?id=190731&boxid=25758398|accessdate=4 September 2015|newspaper=ସମ୍ବାଦ ୦୪/୦୯/୨୦୧୫ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪|date=4 September 2015}}</ref>
 
== ସମ୍ମାନ ଓ ପୁରସ୍କାର ==
* [[ସାରଳା ସମ୍ମାନ]], ୧୯୮୮
* ସାହିତ୍ୟ ବିଶାରଦ (ପୁରୀ ଗଜପତି ମହାରାଜଙ୍କଦ୍ବାରାମହାରାଜଙ୍କଦ୍ୱାରା ପ୍ରଦତ୍ତ)
 
୨୦୦୧ ମସିହା ଜୁନ ୧୫ତାରିଖରେ [[କଟକ]] ପ୍ରଫେସରପଡ଼ାସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଥିଲା ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/Details.aspx?id=363208&boxid=379734|accessdate=15 June 2017|newspaper=ସମ୍ବାଦ ୧୫/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୨}}</ref>