"କାର୍ତ୍ତିକ କୁମାର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୫ କ ଧାଡ଼ି:
| footnotes =
}}
'''କାର୍ତ୍ତିକ କୁମାର ଘୋଷ''' (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |url= http://www.srjan.com/awardee_detail.php |title=SRJAN, Guru Kelucharan Mohapatra Odissi Nrityabasa |first= |last=|work=srjan.com |quote=Born on 23rd October 1903 at Bakhrabad in Cuttack.Kartik Kumar Ghosh |accessdate=5 February 2013}}</ref>କାହାଣୀକାର ଓ ଗୀତିକାର [[ଅଶ୍ବିନୀଅଶ୍ୱିନୀ କୁମାର ଘୋଷ]] କାର୍ତ୍ତିକ କୁମାରଙ୍କ ସାନ ଭାଇ । [[ଶ୍ରୀ ଲୋକନାଥ]] କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ ।
ତାଙ୍କ ରଚିତ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ' ୧୯୮୪ ମସିହାରେ ପ୍ରକାଶିତ ହେଇଥିଲା ।<ref>{{cite web|url=http://www.nayagarhcollegeiqac.org.in/LibraryBooks.asp?opt=search&category=2&bookType=GEN&keywords=GHOSE+KARTIKA+KUMAR|title=Library Books|publisher=|accessdate=7 January 2016}}</ref>
୧୯୯୭, ମଇ ୧୯ ତାରିଖ ଦିନ ତାଙ୍କର ମୃତ୍ୟୁ ହେଇଥିଲା ।<ref>{{cite web|url=http://sambadepaper.com/epapermain.aspx?edcode=10&eddate=5/19/2016&querypage=4#|title=ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ|publisher=ସମ୍ବାଦ|accessdate=21 May 2016}}</ref>