"କାରାକୁମ ମରୁଭୂମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-,}} +}},)
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[file:Karakum.png|thumb|220px|ଅନ୍ତରିକ୍ଷରେ କାରାକୁମ ମରୁଭୂମି - ଡାହାଣରେ (କୌସ୍ପିୟନ ସାଗର) ଦେଖା ଯାଉଅଛି ଏବଂ ଚିତ୍ରର ବାମ ପାର୍ଶ୍ବରପାର୍ଶ୍ୱର ଉପରେ (ଆମୂ ଦରିୟା)ର ରେଖା]]
[[file:Takirs of Karakum Desert.jpg|thumb|220px|[[ତୁର୍କମେନିସ୍ଥାନ]]ରେ କାରାକୁମର ଏକ ଦୃଶ୍ୟ]]
 
୧୪ କ ଧାଡ଼ି:
==ମାନବୀୟ ଗତିବିଧି==
 
କାରାକୁମ ଯାଗା ଭିତରେ "ବୋଲ୍ସୋଈ" ପର୍ବତ ଶୃଙ୍ଗ ଆସିଥାଏ ଯେଉଁଥିରେ ''ପାଷାଣ ଯୁଗ'' (ପ୍ରସ୍ତର ଯୁଗ) ମନୁଷ୍ୟ ମାନଙ୍କ ବସବାସର ଅବଶେଷ ମିଳିଛି । ଆଧୁନିକ ଯୁଗରେ ଏହା ଦୁନିଆର ଦ୍ବିତୀୟଦ୍ୱିତୀୟ ସବୁଠାରୁ ଲମ୍ବା ନହର ଅଟେ , ଯାହାକୁ "କାରାକୁମ ନହର" କୁହାଯାଏ । ଏହା ୧,୩୭୫ କିମି ଲମ୍ବା ଅଟେ କିନ୍ତୁ ସମୟ ସହିତ ଏଥିରୁ ପାଣି ଯାଗା-ଯାଗାରୁ ବିଭାଗ ହେବାରେ ଲାଗିଲା , ଯାହାଦ୍ୱାରା ବହୁ ଛୋଟ ଝରଣା ତିଆରି ହେଲା । ଏହାର ପାଣି ମରୁଭୂମିର ତଳ ସ୍ତର ଲୁଣକୁ ଉପରକୁ ନେଇ ଆସିଥାଏ ।
 
== ଏହାକୁ ମଧ୍ୟ ଦେଖନ୍ତୁ ==