"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
[[File:Chera-paharaa.png|thumb|240px|[[ଛେରାପହଁରା]] ଦୃଶ୍ୟ]]
 
[[ପୁରୁଷୋତ୍ତମ ଦେବ]]ଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ, [[ପୁରୀ]]ରେ [[ରଥଯାତ୍ରା]] ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ [[ପୁରୁଷୋତ୍ତମ ଦେବ]]ଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ [[ରଥଯାତ୍ରା]] ଦର୍ଶନ କରିବା ପାଇଁ [[ପୁରୀ]] ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରାର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜାଙ୍କ ମନ୍ତ୍ରୀ ମହୋଦୟ [[ପୁରୀ]]ରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ବାଗତସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ [[ରଥଯାତ୍ରା]] ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । [[ରଥଯାତ୍ରା]] ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି [[ଛେରାପହଁରା]] ନୀତିକୁ ଦେଖିବା ଲାଗି ଉଭୟ [[ସିଂହଦ୍ବାରସିଂହଦ୍ୱାର]] ଓ [[ଗୁଣ୍ଡିଚା ମନ୍ଦିର]]ଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ [[ପହଣ୍ଡି]] ହୋଇ ଆସୁଥିବା ରାସ୍ତାକୁ ଏବଂ [[ରଥ]] ଟଣାଯିବା ପୂର୍ବରୁ [[ରଥ]] ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ [[ଛେରା ପହଁରା]] କରି ଭକ୍ତିଭାବର ପରିଚୟ ଦେଉଥିଲେ । ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କଦ୍ବାରାଦେବଙ୍କଦ୍ୱାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ କହାକୁ ନଜଣାଇ [[କାଞ୍ଚି]] ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ବୟମ୍ବରସ୍ୱୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ସ୍ବୟଂସ୍ୱୟଂ ରାଗିଯାଇଥିଲେ ଏବଂ କିଛି ନବୁଝି ସ୍ବୟମ୍ବରସ୍ୱୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।<ref name=Manikapatana>{{cite web|title=ମାଣିକପାଟଣା|url=http://www.shreekhetra.com/manikapatna.html|publisher=Shreekhetra.com|accessdate=30 August 2015}}</ref>
 
ତଦ୍ଦନୁଯାୟୀ,କାଞ୍ଚି ରାଜାଙ୍କ ଦରବାରରେ [[ସ୍ବୟମ୍ବରସ୍ୱୟମ୍ବର]]ର ଆୟୋଜନ କରାଗଲା କିନ୍ତୁ ଉକ୍ତ [[ସ୍ବୟମ୍ବରସ୍ୱୟମ୍ବର]]ରେ [[ପୁରୁଷୋତ୍ତମ ଦେବ]]ଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଅତିଥି ତଥା କାଞ୍ଚିରାଜ୍ୟ ମନ୍ତ୍ରୀଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା [[ପୁରୁଷୋତ୍ତମ ଦେବ]] ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ । <ref name=Prataparudra>{{cite web|title=ଗୌଡ୍ୟ ଇତିହାସ|url=http://gaudiyahistory.com/prataparudra/|publisher=ISKCON|accessdate=30 August 2015}}</ref> ଗୁପ୍ତଚରଙ୍କ ଠାରୁ ସ୍ବୟମ୍ବରସ୍ୱୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ । ଏବଂ ସେହି ସମୟରେ ପଦ୍ମାବତୀଙ୍କୁ ବାହାହେବା ପାଇଁ ପ୍ରତିଜ୍ଞା କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ । <ref name=Manikapatna>{{cite web|title=ପୁରୀ ପୋଲିସ ପର୍ଯ୍ୟଟନ ସେବା|url=http://www.puripolice.nic.in/?q=node/140|publisher=Puri police|accessdate=30 August 2015}}</ref> ପରେ ଯୁଦ୍ଧ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିଥିଲେ ।
[[କାଞ୍ଚି]] ବିଜୟ ପରେ ସେଠାରୁ [[ପୁରୁଷୋତ୍ତମ ଦେବ]] ଘେନିଆସିଥିବା ଗଣେଶ ମୂର୍ତ୍ତି ଏବେ 'କାଞ୍ଚି ଗଣେଶ' ଭାବେ ଶ୍ରୀମନ୍ଦିର ପରିସରରେ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ପଛ ଦ୍ବାରରେଦ୍ୱାରରେ ସେହି ଗଣେଶ ମୁର୍ତ୍ତିଟି ପୂଜା ପାଉଛନ୍ତି ।
 
==ଅଧିକ ତଥ୍ୟ==
୨୬ କ ଧାଡ଼ି:
ତୁ ପରା ମୋର ଈଷ୍ଟ ଦେବତା ।"</poem></center>
 
ପୁରୀ ସହରରେ ପ୍ରାୟ ୩୨ଘୋଡା ପ୍ରତିମା ବିଭିନ୍ନ୍ନ ସାହିରେ କୈବର୍ତ୍ତଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଦ୍ବାରଠାରେସିଂହଦ୍ୱାରଠାରେ ଆସି ସମସ୍ତ ବାସେଳୀ ଠାକୁରାଣୀ ମିଳିତ ହୋଇଥାଆନ୍ତି । ଯୋଡି ମହୁରୀ ଓ ଢୋଲବାଦ୍ୟର ତାଳେ ତାଳେ ଘୋଡା ବାସେଳୀଙ୍କ ନାଚରେ କୈବର୍ତ୍ତଗଣ ମଜ୍ଜିଯାଇଛନ୍ତି ।ବଡଦଣ୍ଡ ହରିବୋଲ ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜପତି କୈବର୍ତ୍ତ ମାନଙ୍କୁ ପ୍ରଶ୍ନ ପଚାରିଛନ୍ତି,ମା'ବାସେଳୀଙ୍କର ଅପାର ମହିମା, ମା'ବାସେଳୀଙ୍କର ଅପାର ଶକ୍ତି ବିଷୟରେ! ଜଣେ କୈବର୍ତ୍ତ ଉତ୍ତର ଦେଲେ ଆପଣ ସମ୍ମୁଖରେ ରହି ମା'ସିଦ୍ଧ ବାସେଳୀଙ୍କର ପରୀକ୍ଷା ନିଅନ୍ତୁ । ରାଜା କହିଲେ ଯଦି ବାସେଳୀ ମା' ପରୀକ୍ଷାରେ ଉତ୍ତୀର୍ଣ ହେବେ, ତେବେ ଆମ୍ଭେ ବିଶ୍ୱାସ କରିବୁ । ପୁନର୍ବାର ରାଜା କହିଲେ ମୁଁ କିଛି ମହାପ୍ରସାଦ କୋଠା ଉପରେ ରଖିଆସିଛି । ଯଦି ଜୁମ ଠାକୁର ମହା ପ୍ରସାଦ ଖାଇ ଫେରିଆସି ତାଙ୍କ ସ୍ୱସ୍ଥାନରେ ବିରାଜମାନ କରିବେ, ତହାହେଲେ ବିଶ୍ୱାସ କରିବୁ ।
 
କୈବର୍ତ୍ତମାନେ ଘୋଡାନାଚ ଗୀତ ବୋଲିଲେ ।
୪୯ କ ଧାଡ଼ି:
 
 
ରାଜାଙ୍କର ମାନସମ୍ମାନ ରକ୍ଷା କରିବା ପାଇଁ ମା' ସିଦ୍ଧ ବାସେଳୀ ଦେବୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସହାୟତା କରିଥିବାରୁ ଏ କୈବର୍ତ୍ତର ଜାତି ମହାନ୍ ଦେବୀଙ୍କର କାର୍ଯ୍ୟରେ ମହିମାନ୍ବିତମହିମାନ୍ୱିତ ହୋଇପାରିଛି, କାରଣ ମା' ସିଦ୍ଧବାସେଳୀ ହେଉଛନ୍ତି, ଏ କୈବର୍ତ୍ତ ଜାତିର କୁଳ ଦେବୀ ।
 
==ଆଧାର==