"କର୍କଟ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬ କ ଧାଡ଼ି:
* ରାଶିଚକ୍ରରେ କର୍କଟ ରାଶିର ଅବସ୍ଥାନ ୯୧ ଡିଗ୍ରୀରୁ ୧୨୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଚନ୍ଦ୍ର ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ କର୍କଟ ରାଶିର ଆକୃତି/ସଂକେତ ଏକ କଙ୍କଡା ପରି ।
* ବୈଦିକ ଜ୍ୟୋତିଷମତେ କର୍କଟ ରାଶି ସତ୍ତ୍ବଗୁଣୀସତ୍ତ୍ୱଗୁଣୀ, ବ୍ରାହ୍ମଣ ଜାତି, ଜଳତତ୍ତ୍ବଜଳତତ୍ତ୍ୱ ବିଶିଷ୍ଟ ଏକ ଚର ଓ ସମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । କର୍କଟ ରାଶିରେ ଜନ୍ମିତ ବ୍ୟକ୍ତି ମିତବ୍ୟୟୀ, ସଂଯମୀ ତଥା ଯୁକ୍ତି ଉପସ୍ଥାପନାରେ ପାରଦର୍ଶୀ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>