"କଙ୍ଗ୍ ଫୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
କଙ୍ଗ୍ ଫୁ ବା ଗଙ୍ଗ୍ ଫୁ ଏକ ଚୀନୀୟ ଶବ୍ଦ । ଏହାର ଅର୍ଥ ଏକ ବିଦ୍ୟା ବା ଅଭ୍ୟାସ ଯାହା ଆୟତ କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଓ ସମୟ ଆବଶ୍ୟକ । ଏହି ଶବ୍ଦର ମୂଳ ଅର୍ଥ ଅନୁସାରେ ଏହା ଅଭ୍ୟାସଦ୍ବାରାଅଭ୍ୟାସଦ୍ୱାରା ଆୟତ କରା ଯାଇଥିବା ଯେକୌଣସି ଶୃଙ୍ଖଳା ବା କଳାକୁ ବୁଝାଏ ଏବଂ କେବଳ ସାମରିକ କଳା ବିଶେଷକୁ ବୁଝାଏ ନାହିଁ । ଚୀନୀୟ ସମାଜରେ ସାମରିକ କଳା ଭାବେ ଏହି ଶବ୍ଦର ପ୍ରୟୋଗ ବିଂଶ ଶତାବ୍ଦୀର ଶେଷ ଆଡକୁ ହେଲା । <ref>{{Cite book | last1 = Lorge | first1 = Peter | title = Chinese Martial Arts From Antiquity to the Twenty-First Century | year =2012 | publisher = Cambridge University Press | location = Cambridge | isbn = 9780521878814 | pages = }}</ref> ପାଶ୍ଚାତ୍ୟରେ ଏହି ଶବ୍ଦ ସାଧାରଣତ ଚୀନୀୟ ସାମରିକ କଳାକୁ ବୁଝାଏ, ଯଦିଓ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ । ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ଏହି ଶବ୍ଦକୁ "କରାଟେ ପରି ଏକ ନିଶସ୍ତ୍ର ସାମରିକ କଳା" ଭାବେ ବର୍ଣ୍ଣନା କରିଛି । <ref>{{cite news|title= Dictionary|work=Oxford Dictionaries Online |date=2011-02-26|url=http://oxforddictionaries.com/definition/kung%2Bfu?region=us&q=kung+fu}}</ref> ଏଥିରୁ ବୁଝାପଡେ ଏହି ଶବ୍ଦର ଅର୍ଥ କିପରି ଅନ୍ୟ ଭାଷାରେ ବଦଳିଛି ।
 
== ଶବ୍ଦର ଉତ୍ପତି ==
"https://or.wikipedia.org/wiki/କଙ୍ଗ୍_ଫୁ"ରୁ ଅଣାଯାଇଅଛି