"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
'''ଓଳାଶୁଣି ଗୁମ୍ଫା''' (ବା ଓଳାଶୁଣୀ ଗୁମ୍ଫା) [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]], [[କଟକ ଜିଲ୍ଲା|କଟକ]], [[ଯାଜପୁର ଜିଲ୍ଲା|ଯାଜପୁର]] ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ବରରୁଭୁବନେଶ୍ୱରରୁ ୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡ଼ । [[ଦୈତାରି]]ରୁ [[ପାରାଦିପ]] ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ବୀପକୁପାରାଦ୍ୱୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ଼ | ଏହି ଓଳାଶୁଣି ପାହାଡ଼ ସନ୍ଥ [[ଅରକ୍ଷିତ ଦାସ]]ଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।<ref>{{cite web|title=Odisha Files|url=http://www.odishafiles.com/2012/11/olasuni-temple-jajpur-odisha.html}}</ref> <ref>{{cite web|title=Olasuni|url=http://olasuni.com/description-of-monument/mahasamadhi-temple/|accessdate=7 February 2017}}</ref>
 
== ସନ୍ଥ ଅରକ୍ଷିତ ଦାସ ==
୧୦ କ ଧାଡ଼ି:
</poem>
</center>
ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ବତତ୍ତ୍ୱ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ, ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ, ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯ୍ୟନ୍ତ ମୋ ନା' ପାଉନଥିଲି, କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି " |
 
== ଓଳାଶୁଣୀ ମେଳା ==