"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
ଓଡ଼ିଆ କାବ୍ୟ କବିତା ନିଜର ଅସ୍ଥିତ୍ବଅସ୍ଥିତ୍ୱ । ମହାଭାରତ ଯୁଗରୁ ତଥା ପଞ୍ଚଦଶ ଶତାବ୍ଦୀରୁ ପ୍ରମାଣିତ କରି ସାରିଛି । ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ ବୟସ୍କ ( କାବ୍ୟ, ପୁରାଣ, ଛନ୍ଦ, ଭଜନ, ଚମ୍ପୁ, ଚଉତିଶା) ଆଦି ରଚନା କରା ଯାଇଛି । ସେ ସମୟରେ ରାଜ ଦରବାରରେ ଓ ଲୋକ ନୃତ୍ୟରେ ଏହି କାବ୍ୟ ସବୁ ବ୍ୟବହୃତ ହେଉଥିଲା ।
 
* [[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।