"ଉଦୟଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
 
୬୦ କ ଧାଡ଼ି:
}}
{{BuddhasHolySites}}
''' ଉଦୟଗିରି ''' [[ଓଡ଼ିଶା|ଓଡ଼ିଶାରେ]] ଥିବା ଏକ [[ବୌଦ୍ଧ ବାଦ|ବୌଦ୍ଧ]] [[ସ୍ତୂପ]] ଓ [[ବିହାର]]ସମୂହର ସମାହାର । ଉଦୟଗିରି, [[ରତ୍ନଗିରି]] ଓ [[ଲଳିତଗିରି]] ପୁରାତନ [[ପୁଷ୍ପଗିରି ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । <ref>[http://asi.nic.in/asi_exca_2005_orissa.asp] [[ଭାରତୀୟ ପ୍ରତ୍ନତାତ୍ବିକପ୍ରତ୍ନତାତ୍ୱିକ ସର୍ଭେ|ଏ.ଏସ.ଆଇ.]]</ref><!--[[Archaeological Survey of India|A.S.I.]]-->
 
୧୯୫୮ରୁ କରାଯାଇଥିବା [[ଭାରତୀୟ ପ୍ରତ୍ନତାତ୍ବିକପ୍ରତ୍ନତାତ୍ୱିକ ସର୍ଭେ|ଏ.ଏସ.ଆଇ.]]ର ଅନେକ ଖନନରୁ <ref>[http://asi.nic.in/asi_exca_indi_orissa.asp]</ref> ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।<ref name=ASI05>Bimal Bandyopadhyay</ref>
 
== ଅବସ୍ଥାନ ==
୮୪ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାର ଇତିହାସ]]
[[ଶ୍ରେଣୀ:୬ଷ୍ଠ ଶତାବ୍ଦୀର ନିର୍ମାଣ]]
[[ଶ୍ରେଣୀ:ବୌଦ୍ଧ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ]]
[[ଶ୍ରେଣୀ:ପୁରାତନ ବୌଦ୍ଧ ମନ୍ଦିର]]
[[ଶ୍ରେଣୀ:ପୁରାତନ ଭାରତର ଅବଶେଷ]]
[[ଶ୍ରେଣୀ:ଭାରତୀୟ ଉପମହାଦେଶର ପୁରାତନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
[[ଶ୍ରେଣୀ:ବୌଦ୍ଧ ସ୍ଥଳ]]
[[ଶ୍ରେଣୀ:ଓଡ଼ିଶାର ପ୍ରତ୍ନତାତ୍ତ୍ବିକପ୍ରତ୍ନତାତ୍ତ୍ୱିକ ସ୍ଥଳୀ]]
[[ଶ୍ରେଣୀ:ବୌଦ୍ଧ ତୀର୍ଥସ୍ଥଳୀ]]
"https://or.wikipedia.org/wiki/ଉଦୟଗିରି"ରୁ ଅଣାଯାଇଅଛି