"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ତିଆରି ଚାଲିଛି}}
[[ବିଜ୍ଞାନ|ବିଜ୍ଞାନର]] ଯେଉଁ ବିଭାଗରେ [[ଉଦ୍ଭିଦ]] ତଥା ସେମାନଙ୍କ ବିଶେଷତ୍ବବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ ଉଦ୍ଭିଦବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ଲୋକଙ୍କୁ ଉଦ୍ଭିଦବି଼ଜ୍ଞାନୀ (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ ''botanē''ରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀ ମାନେ ସଧାରଣରେ ଦେଖାଯାଉଥିବା [[ଗଛ]], ଲତାଙ୍କ ବ୍ୟତୀତ [[ଶୈବାଳ]] ଓ [[ଫିମ୍ପି]]<nowiki/>ଙ୍କୁ ମଧ୍ୟ ଅଧ୍ୟୟନ କରଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ଉଦ୍ଭିଦବିଜ୍ଞାନୀ ମାନେ ପ୍ରକୃତ [[ପ୍ରଜାତି]]<nowiki/>ର ମାନ୍ୟତା ଦେଇଛନ୍ତି।<ref>{{Cite web|url=http://www.theplantlist.org/|title=The Plant List|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref>
 
 
୧୦ କ ଧାଡ଼ି:
ଆମେ ଊଦ୍ଭିଦଜାତ ଦ୍ରବ୍ୟକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରୁ। ଧାନ, ଗହମ ଓ ମକାକୁ ମୁଖ୍ୟତ୍ଃ ପ୍ରଧାନ ଖଦ୍ୟା ଭବେ ଗ୍ରହଣ କରଯାଏ। କାଠ, ରବର, ଝୋଟ, ମହୁ, ଔଷଧଜାତୀୟ ଦ୍ରବ୍ୟ ପାଇँ ଆମେ ଉଦ୍ଭିଦ ମାନଙ୍କ ଉପରେ ନିର୍ଭରଶୀଳ। ମାଟିରୁ [[ଜଳ]], [[ପୃଥିବୀର ବାୟୁମଣ୍ଡଳ|ବାୟୁ ମଣ୍ଡଳ]]<nowiki/>ରୁ [[ଅଙ୍ଗାରକାମ୍ଳ]] ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି [[ଆଲୋକଶ୍ଲେଷଣ]] ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ [[ଅମ୍ଳଜାନ]] ବାଷ୍ପ ପ୍ରସ୍ତୁତ କରିଥାନ୍ତି। ତେଣୁ [[ପରିବେଶ]] ସନ୍ତୁଳନରେ ଉଦ୍ଭିଦ ମାନେ ମହତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସବୁଦୃଷ୍ଟିରୁ ଦେଖିଲେ ଧରା ପୃଷ୍ଠରେ ମଣିଷ ତଥା ଅନ୍ଯ [[ପ୍ରାଣୀ ବିଜ୍ଞାନ|ପ୍ରାଣୀ]] ମାନେ ବଞ୍ଚିବା ପାଇँ ଉଦ୍ଭିଦଜଗତ ଅତ୍ୟାବଶ୍ୟକ।
 
ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି। [[ଜୈବପ୍ରଯୁକ୍ତି|ଜୈବପ୍ରଯୁକ୍ତିବିଦ୍ୟା]]କୁ ଉପଯୋଗ କରି ଉଦ୍ଭିଦବିଜ୍ଞାନୀ ମାନେ ଅନେକ ନୂଆ ଓ ଉନ୍ନତ କିସମ ଉଭ୍ବିଦଉଭ୍ୱିଦ ତିଆରି କରିବରେ ଲବିଛନ୍ତି। [[ଜାଟ୍ରୋଫା]] ପରି ଉଦ୍ଭିଦରୁ ଜାଳେଣି ବହାର କରି [[ଶକ୍ତି ସଙ୍କଟ]] ଦୂର କରିବରେ ଲାଗିଛନ୍ତି।
 
== ଇତିହାସ ==