"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Utkal University}}
{{Infobox_University
|name = ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ
|image = [[ଫାଇଲ:Utkal University.jpg]]
| image_size = 200px
୧୭ କ ଧାଡ଼ି:
|website= {{url|http://www.utkaluniversity.nic.in}}
}}
'''ଉତ୍କଳ ବିଶ୍ୱବିଦ୍ୟାଳୟ''' ଓଡ଼ିଶାର ସର୍ବ ପୁରାତନ ତଥା [[ଭାରତ]]ର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି [[ଭୁବନେଶ୍ୱର]]ର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ବନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ [[ବିଜ୍ଞାନ]], [[କଳା]] ଓ [[ବାଣିଜ୍ୟ]] କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି ।
[[File:Utkal University Main Gate.jpg|thumb|ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ବାରମୁଖ୍ୟଦ୍ୱାର]]
 
== ଇତିହାସ ==
୧୯୩୬ ମସିହାରେ ସ୍ବତନ୍ତ୍ରସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ସମୟରେ, [[ଓଡ଼ିଶା]]ରେ ବିଶ୍ୱବିଦ୍ୟାଳୟ ନଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟବାସୀଙ୍କ ଆଶା ଓ ଆକାଙ୍କ୍ଷାକୁ ପୁରଣ କରିବା ନିମନ୍ତେ ୧୯୩୮ମସିହା ମାର୍ଚ୍ଚମାସ ୨ତାରିଖରେ [[ଓଡ଼ିଶା]]ର ତତ୍କାଳିନ ପ୍ରଧାନମନ୍ତ୍ରୀ [[ବିଶ୍ୱନାଥ ଦାସ]] ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଫଳସ୍ବରୂପଫଳସ୍ୱରୂପ ପଣ୍ଡିତ [[ନୀଳକଣ୍ଠ ଦାସ]]ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଶିକ୍ଷାବିତ [[ଶ୍ୟାମାଚନ୍ଦ୍ର ତ୍ରିପାଠୀ]]ଙ୍କୁ ବିଲ ପ୍ରସ୍ତୁତ କରିବାର ଦାୟିତ୍ବଦାୟିତ୍ୱ ଦିଆଗଲା । ଏହି କମିଟିର ସୁପାରିସକୁ ତତ୍କାଳିନ ଓଡ଼ିଶାର ପ୍ରଧାନମନ୍ତ୍ରୀ ମହାରାଜା [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ]] ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ [[ଗୋଦାବରୀଶ ମିଶ୍ର]]ଙ୍କ ଉଦ୍ୟମରେ ଚୁଡ଼ାନ୍ତ ରୂପଦେଇ ୩୦ଜୁନ ୧୯୪୩ ମସିହାରେ ବିଧାନ ସଭାରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । [[ରେଭେନ୍ସା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା । ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଆସନ, ୱାଇ. ଏନ. ସୁକନ୍ଥକର କୁଳାଧିପତି ଓ ଭି.ଭି. ଜନ କୁଳସଚିବ ଆସନ ଅଳଙ୍କୃତ କରିଥିଲେ । ବିଶ୍ୱବିଦ୍ୟାଳୟର ଉତ୍ତମ ପରିଚାଳନା ନିମନ୍ତେ ସିନେଟ (ସର୍ବୋଚ୍ଚ ପରିଚାଳନା କମିଟି), ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲ ଗଠନ କରାଯାଇଥିଲା । ୧୯୪୮ ମସିହାରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ [[କଟକ]]ଠାରେ ସ୍ଥାପିତ ହେବାପାଇଁ ସିନେଟ ନିଷ୍ପତି ଗ୍ରହଣ କରିଥିଲା । ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୍ଥନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖିଆଗରେ ରଖି ସିନେଟ ବିଶ୍ୱବିଦ୍ୟାଳୟକୁ [[ଭୁବନେଶ୍ୱର]]ରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ନିଷ୍ପତି ଗ୍ରହଣ କରିଥିଲେ । ତଦନୁଯାୟୀ [[ଭୁବନେଶ୍ୱର]]ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତତ୍କାଳିନ ମୁଖ୍ୟମନ୍ତ୍ରୀ ଡ. [[ହରେକୃଷ୍ଣ ମହତାବ]]ଙ୍କ ଉଦ୍ୟମରେ [[ଭୁବନେଶ୍ୱର]]ଠାରେ ଜାତୀୟ ରାଜପଥ ନିକଟରେ ୩୯୯.୪୯୨ ଏକର ପରିମିତ ଜମିରେ ୧୯୫୮ ମସିହା ଜାନୁଆରୀ ପହିଲାରେ ତତ୍କାଳିନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶିଳାନ୍ୟାସ କରିଥିଲେ । ଏହି ସ୍ଥାନର ନାମ ପ୍ରଥମେ ‘ବିଦ୍ୟାନଗର’ ଥିଲା ଓ ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ପରିଚିତ ଲାଭ କରିଥିଲା । ୧୯୬୩ ମସିହରେ ତତ୍କାଳିନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ପରିସର ଉଦଘାଟନ କରିଥିଲେ ।
 
ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ [[ରେଭେନ୍ସା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]] ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଞ୍ଜାନ, [[ଆଇନ]] ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ।<ref>[[ସମାଜ (ଖବରକାଗଜ)|ସମାଜ]], ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬</ref>
 
== ପରିଜା ପାଠାଗାର ==
[[File:Parija Library, Utkal University, Bhubaneswar.jpg|thumb|ପରିଜା ପାଠାଗାର]]
୧୯୪୬ରେ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ବର୍ଗତସ୍ୱର୍ଗତ '''[[ପ୍ରାଣକୃଷ୍ଣ ପରିଜା]]ଙ୍କ''' (ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ଓ ଜଣେ ବିଶ୍ବସ୍ତରୀୟବିଶ୍ୱସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ''ପରିଜା ପାଠାଗାର'' ।<ref>{{cite web |url=http://www.utkaluniversity.ac.in/utkal%20university/Facilities/Library.htm |title=ପରିଜା ପାଠାଗାର |accessdate=27 November 2012}}</ref> ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଅଛି । ଏହା ବ୍ୟତୀତ ୨୪ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ଟି ସାଧାରଣ ପଢାଘର ରହିଅଛି ।
==ବିଭାଗ==
ଏହି ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ୨୭ଟି ବିଭାଗ ରହିଛି ।<ref>{{cite book|title=Higher Education of SC/ST Girls in Orissa|page=୧୫୬}}</ref>
 
== ଆଧାର ==
୪୧ କ ଧାଡ଼ି:
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]