"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୭ କ ଧାଡ଼ି:
}}
 
'''ଉଇକିଡାଟା''' ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ବାରାସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । <ref name="Wikidata Main Page archive"/><ref>{{cite web |url=http://www.wikimedia.de/wiki/Pressemitteilungen/PM_3_12_Wikidata_EN |title=Data Revolution for Wikipedia |date=March 30, 2012 |publisher=Wikimedia Deutschland |accessdate=September 11, 2012 |archiveurl=http://www.webcitation.org/6AbXpDAbW |archivedate=September 11, 2012 |deadurl=no}}</ref> ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ବାରାଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।<ref>[[:mw:Wikibase|Wikibase]]</ref>
 
==ଚିନ୍ତାକଳ୍ପ==
୫୫ କ ଧାଡ଼ି:
}}
 
ଉଇକିଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ଦ୍ବାରାକମ୍ପ୍ୟୁଟର୍ଦ୍ୱାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ବପ୍ରତିନିଧିତ୍ୱ କରେ ଓ ଏକ ଅଦ୍ବୀତିୟଅଦ୍ୱୀତିୟ ସଂଖ୍ୟାଦ୍ବାରାସଂଖ୍ୟାଦ୍ୱାରା ଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷ୍ୟର ବ୍ୟବହାର ହୋଇଥାଏ । ଉଦାହରଣ ସ୍ବରୂପସ୍ୱରୂପ :- "[[ଓଡ଼ିଆ ଭାଷା]]" ପ୍ରସଙ୍ଗ ପାଇଁ [[:d:Q33810|Q33810]] ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟକୁ ଜାଣିବାର ସାମର୍ଥ୍ୟ ଦିଏ ।
 
ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
୭୧ କ ଧାଡ଼ି:
 
===ପର୍ଯ୍ୟାୟ ୨===
ଦ୍ବିତୀୟଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁ ଗୁଡିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚରେ ଦେଖିବାକୁ ମିଳିଲା ।<ref>{{cite web|last=Pintscher|first=Lydia|title=Wikidata/Status updates/2013 03 01|url=http://meta.wikimedia.org/wiki/Wikidata/Status_updates/2013_03_01|work=Wikimedia Meta-Wiki|publisher=Wikimedia Foundation|accessdate=3 March 2013}}</ref> ଉଇକିରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକିଡାଟା ୨୭ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।<ref>{{cite web |last=Pintscher |first=Lydia |title=You can have all the data! |url=http://blog.wikimedia.de/2013/03/27/you-can-have-all-the-data/ |publisher=Wikimedia Deutschland |date=27 March 2013 |accessdate=28 March 2013}}</ref><ref>{{cite news |title=Wikidata goes live worldwide |publisher=The H |author= |url=http://h-online.com/-1849479 | archiveurl=http://web.archive.org/web/20140101031329/http://www.h-online.com/open/news/item/Wikidata-goes-live-worldwide-1849479.html | archivedate=3 January 2014 | date=2013-04-25 }}</ref>
 
===ପର୍ଯ୍ୟାୟ ୩===
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି