"ଉଇକିକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ବ/ୱ ଫଳା ବଦଳ
୧୯ କ ଧାଡ଼ି:
}}
 
'''ଉଇକିକଥା''' ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ବିତକାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।<ref>{{cite news
| author=DeVinney, Gemma | title = ଉଇକିକଥା: Another source for quotes on the Web |url=http://www.buffalo.edu/ubreporter/archives/vol38/vol38n19/columns/eh.html | work=UB Reporter | publisher=ବଫେଲୋ ବିଶ୍ୱବିଦ୍ୟାଳୟ | date =18 ଜୁନ 2007| accessdate = 21 ନଭେମ୍ବର 2010}}</ref>
ଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର [[ଉଇକିପିଡ଼ିଆ]]ରେ ତିଆରି ଲେଖାରୁ ଅନ୍ତର୍କୋଡିୟଦ୍ୱାରା ଯୋଡି ହୋଇରହିଛି ।<ref>{{cite news|url=http://archives.dawn.com/weekly/science/archive/070127/science15.htm|title=It's all about Wikis|author= अहसान, हाफ़्सा |date= २७ जनवरी २००७|work= डॉन समाचारपत्र}}</ref>
"https://or.wikipedia.org/wiki/ଉଇକିକଥା"ରୁ ଅଣାଯାଇଅଛି