"ଇସ୍କନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
|purpose = ଶିକ୍ଷା,ମାନବ କଲ୍ୟାଣ,ଆଧ୍ୟାତ୍ମିକତା
|headquarters = [[ମାୟାପୁର]]
|region_served = ବିଶ୍ବବ୍ୟାପୀବିଶ୍ୱବ୍ୟାପୀ
|website = [http://www.iskcon.org ଇସ୍କନ]
}}
 
ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" ('''ISKCON''') ବା ଇସ୍କନ ଏକ ଗୌଡୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା '''ହରେକୃଷ୍ଣ ଆନ୍ଦୋଳନ''' ନାମରେ ମଧ୍ୟ ଖ୍ୟାତ । [[ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ବାମୀସ୍ୱାମୀ ପ୍ରଭୁପାଦ|ଏ.ସି. ଭକ୍ତିବେଦାନ୍ତ ସ୍ବାମୀସ୍ୱାମୀ ପ୍ରଭୁପାଦ]]ଙ୍କଦ୍ବାରାଙ୍କଦ୍ୱାରା ଏହି ଧାର୍ମିକ ସଙ୍ଗଠନ ୧୯୬୬ ମସିହାରେ ଆମେରିକାର ନିୟୁୟର୍କଠାରେ ଜୁଲାଇ ୧୯୬୬ରେ ପ୍ରତିଷ୍ଠାଲାଭ କରିଥିଲା । <ref name=krishna>{{cite web|title=About ISKCON|url=http://www.krishna.com/about-iskcon|accessdate=15 August 2015}}</ref>
== ଇତିହାସ ==
ବିଗତ ପାଞ୍ଚଶହ ବର୍ଷ ଧରି ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ବାମୀସ୍ୱାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ [[ଭଗବତ ଗୀତା]], ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ସତୁରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ । ଏହି ମତବାଦରେ [[କୃଷ୍ଣ]] ହେଉଛନ୍ତି ଭଗବାନଙ୍କ ସମସ୍ତ ଅବତାରର ଉତ୍ସ । ଅତଏବ ଇସ୍କନ ଭକ୍ତ ମାନେ କୃଷ୍ଣଙ୍କୁ ଭଗବାନଙ୍କ ପ୍ରକୃତ ଏବଂ ସର୍ବୋଚ୍ଚ ସ୍ବରୂପସ୍ୱରୂପ ଭାବେ ପୂଜା କରନ୍ତି । ବୈଷ୍ଣବମାନେ ବିଷ୍ଣୁଙ୍କ ଉପାସକ ଅଟନ୍ତି ଏବଂ ପଶ୍ଚିମବଙ୍ଗର ଗୌଡଦେଶରେ ବିଷ୍ଣୁ ଉପାସନା କରୁଥିବା ଏହି ସଂପ୍ରଦାୟର ସୃଷ୍ଟି । ରାଧା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ସହଭାଗିନୀ ଏବଂ ସ୍ବର୍ଗୀରସ୍ୱର୍ଗୀର ପ୍ରେମର ଏକ ଅବତାର ମାତ୍ର । ଶ୍ରୀ ଚୈତନ୍ୟଙ୍କୁ ସାକ୍ଷାତ କୃଷ୍ଣଙ୍କର ଅବତାର ଭାବେ ବିଶ୍ବାସବିଶ୍ୱାସ କରାଯାଏ । ଚାରି ଗୁରୁ ପରମ୍ପରା ମଧ୍ୟରୁ ଇସ୍କନ ହେଉଛି ମାଧବାଚାର୍ଯ୍ୟ ଗୁରୁ ପରମ୍ପରା ସହ ସମ୍ବନ୍ଧିତ । <ref>[http://www.mayapur.com/iskcon "ମାୟାପୁର"]</ref> ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଆସିଥିବା ପ୍ରଭୁ ଶ୍ରୀ [[ଚୈତନ୍ୟ]] ହେଉଛନ୍ତି ଏହି ପରମ୍ପରାର ପ୍ରତିଷ୍ଠାତା ।
 
== ଭକ୍ତିବେଦାନ୍ତ ଅନୁଷ୍ଠାନ ==
ଭକ୍ତିବେଦାନ୍ତ ଅନୁଷ୍ଠାନ (BI) ହେଉଛି ଇସ୍କନର ବିଜ୍ଞାନଭିତ୍ତିକ ଗବେଷଣା କେନ୍ଦ୍ର ବା ଶାଖା । ଭକ୍ତିବେଦାନ୍ତ ସ୍ବାମୀସ୍ୱାମୀ ଏବଂ ଭକ୍ତିସ୍ବରୂପଭକ୍ତିସ୍ୱରୂପ ଦାମୋଦର ସ୍ବାମୀଙ୍କସ୍ୱାମୀଙ୍କ(Dr. T.D. Singh)ଦ୍ବାରାଦ୍ୱାରା ଏହା ୧୯୭୬ ମସିହାରେ ପ୍ରତିଷ୍ଠିତ । ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ବୈଦିକ ଜ୍ଞାନ ପ୍ରୟୋଗ ପୂର୍ବକ ପ୍ରକୃତି, ଜୀବନ ଏବଂ ଜଗତର ଉତ୍ପତ୍ତି ତଥା ଆତ୍ମ ସ୍ବରୂପସ୍ୱରୂପ ସଂପର୍କରେ ଅବଗତ ହେବା । ଭକ୍ତିବେଦାନ୍ତ ଅନୁଷ୍ଠାନର ମୂଳ ମନ୍ତ୍ର ବିଷୟରେ ସଂସ୍କୃତରେ କୁହାଯାଇଛି- "ଅଥାତୋ ବ୍ରହ୍ମ ଜୀଜ୍ଞାସା" । ଅର୍ଥାତ୍, ପ୍ରତ୍ୟେକେ ବ୍ରହ୍ମ ବା ଭଗବତ୍ ଜୀଜ୍ଞାସୁ ହେବା ଦରକାର । ଭକ୍ତିସ୍ବରୂପଭକ୍ତିସ୍ୱରୂପ ଦାମୋଦର ସ୍ବାମୀଙ୍କସ୍ୱାମୀଙ୍କ ନିର୍ଦ୍ଦେଶନାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ଚାରୋଟି ଆନ୍ତର୍ଜାତିକ ସ୍ତରର ସମ୍ମେଳନ ସହିତ ଶତାଧିକ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ତିରିଶରୁ ଅଧିକ ବହିର ପ୍ରକାଶନ କରାଯାଇଛି । ବର୍ତ୍ତମାନ ଏହି ଅନୁଷ୍ଠାନର ସଂଖ୍ୟାଧିକ ଶାଖା ଅନୁଷ୍ଠାନ ମଧ୍ୟରେ କଲିକତାରେ ଥିବା ଅନୁଷ୍ଠାନଟି ହେଉଛି ଏଠାକାର ମୁଖ୍ୟ ଅନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ । କଲିକତାସ୍ଥିତ ଅନୁଷ୍ଠାନ ନିର୍ଦ୍ଦେଶକ ରୂପେ ବ୍ରଜପତି ଦାସ ଅବସ୍ଥାପିତ । ଆତ୍ମ ଚେତନା ସମ୍ପର୍କରେ ସ୍ନାତକ ଡିଗ୍ରୀ (M.S./Ph.D.) ପାଠ୍ୟକ୍ରମ ପ୍ରଚଳନ କରିବାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ସମଗ୍ର ବିଶ୍ବରେବିଶ୍ୱରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି ।<ref>[http://www.bvinst.edu/about-bi "bvinst.edu"]</ref>
 
== ଆଧାର ==
"https://or.wikipedia.org/wiki/ଇସ୍କନ"ରୁ ଅଣାଯାଇଅଛି