"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[ଫାଇଲ:Potato with sprouts.jpg|thumb|ଆଳୁ ]]
ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ବେତସାରରଶ୍ୱେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ବେତସାରଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ବାରାଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
==ପ୍ରକାରଭେଦ==
ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। ବିଲାତି ଆଳୁର ପ୍ରଚଳନ ପୂର୍ବରୁ ଆମ ଦେଶରେ ପ୍ରଚଳିତ ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଆଳୁ ସହିତ ସାମଞ୍ଜସ୍ୟ ଥିବା ଅନ୍ୟାନ୍ୟ ଖାଦ୍ୟ ମାନଙ୍କ ମଧ୍ୟରେ କନ୍ଦମୂଳ ଅନ୍ୟତମ।
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି