"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୫ କ ଧାଡ଼ି:
ଆଲର୍ଜି ଏକ ସାଧାରଣ ରୋଗ । <ref>{{cite web|title=Allergic Diseases|url=http://www.niaid.nih.gov/topics/allergicdiseases/Pages/default.aspx|website=NIAID|accessdate=20 June 2015|date=May 21, 2015}}</ref> ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର [[ଆଲର୍ଜିକ ନାକ ପ୍ରଦାହ]] ରୋଗ ଅଛି, <ref name=NEJM2015>{{cite journal|last1=Wheatley|first1=LM|last2=Togias|first2=A|title=Clinical practice. Allergic rhinitis.|journal=The New England Journal of Medicine|date=29 January 2015|volume=372|issue=5|pages=456–63|pmid=25629743|doi=10.1056/NEJMcp1412282}}</ref> ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, <ref name=NIH2012pdf>{{cite web|author1=National Institute of Allergy and Infectious Diseases|title=Food Allergy An Overview|url=http://www.niaid.nih.gov/topics/foodAllergy/Documents/foodallergy.pdf|format=pdf|date=July 2012}}</ref><ref name="Sic2014"/> ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । <ref>{{cite journal|last1=Thomsen|first1=SF|title=Atopic dermatitis: natural history, diagnosis, and treatment.|journal=ISRN allergy|date=2014|volume=2014|pages=354250|pmid=25006501|doi=10.1155/2014/354250}}</ref> ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । <ref name=GINA2011p2>{{cite web | url=http://www.ginasthma.org/uploads/users/files/GINA_Report2011_May4.pdf |format=PDF |title=Global Strategy for Asthma Management and Prevention | publisher=Global Initiative for Asthma |year=2011|pages=2–5}}</ref> 0.0୫&ndash;୨% ଲୋକଙ୍କର ଆନାଫାଇଲାକ୍‌ସିସ୍‌ ହୁଏ ।<ref>{{cite book|author1=Leslie C. Grammer|title=Patterson's Allergic Diseases|date=2012|isbn=9781451148633|edition=7|url=https://books.google.ca/books?id=MWdT7W4_N8sC&pg=PA199}}</ref> ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । <ref name=Review09>{{cite journal |author=Simons FE |title=Anaphylaxis: Recent advances in assessment and treatment |journal=The Journal of Allergy and Clinical Immunology |volume=124 |issue=4 |pages=625–36; quiz 637–8 |date=October 2009 |pmid=19815109 |doi=10.1016/j.jaci.2009.08.025 |url=https://secure.muhealth.org/~ed/students/articles/JAClinImmun_124_p0625.pdf}}</ref><ref>{{cite journal |author=Anandan C, Nurmatov U, van Schayck OC, Sheikh A |title=Is the prevalence of asthma declining? Systematic review of epidemiological studies |journal=Allergy |volume=65 |issue=2 |pages=152–67 |date=February 2010 |pmid=19912154 |doi=10.1111/j.1398-9995.2009.02244.x }}</ref> ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ [[କ୍ଲେମେନ୍ସ ଭନ ପିରକ୍ୟେଟ]] ବ୍ୟବ‌ହାର କରିଥିଲେ । <ref name=Kay2000/>
 
{{^|ପ୍ରତିରୋଧ ପ୍ରଣାଳୀର ଆଲର୍ଜି ଏକ ଅତି ସୁଗ୍ରହୀ ବା ସମ୍ବେଦନଶୀଳ ପ୍ରତିକ୍ରିୟା<ref>{{DorlandsDict|one/000002984|allergy}}</ref> । ପରିବେଶର ସାଧାରଣ ନିଷ୍କ୍ରିୟ ପଦାର୍ଥକୁ ଶରୀରର ପ୍ରତିରୋଧ ପ୍ରଣାଳୀ ପ୍ରତିକ୍ରିୟାଶୀଳ ହେଲେ ତାହାକୁ ଆଲର୍ଜି କହନ୍ତି । ଯେଉଁ ପଦାର୍ଥ ପ୍ରତିକ୍ରିୟା କରାଏ ତାହାକୁ [[ଆଲର୍ଜେନ]] କହନ୍ତି । ଏହି ପ୍ରତିକ୍ରିୟା ଶୀଘ୍ର ଓ ଆନୁମାନିକ ହୁଏ । [[ଅତି ସୁଗ୍ରହୀ କ୍ରିୟା]] (hypersensitivity) ଚାରି ପ୍ରକାର ଥାଏ ଓ ଆଲର୍ଜିକୁ ଟାଇପ୍ ୧ ଅତି ସୁଗ୍ରହୀ କହନ୍ତି । ଏହି ପ୍ରତିକ୍ରିୟାରେ କେତେକ [[ଶ୍ବେତଶ୍ୱେତ ରକ୍ତ କଣିକା]] (ମାସ୍ଟ କୋଷ ଓ ବେସୋଫିଲ) ଓ [[ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡ଼ି]] ( Immunoglobulin E ବା IgE) ପ୍ରତିକ୍ରିୟା କରି [[ପ୍ରଦାହ]] ସୃଷ୍ଟି କରନ୍ତି ଯାହା ସାମାନ୍ୟ ଅସୁବିଧାଠାରୁ ଆରମ୍ଭ କରି ବିପଦ ଜନକ ହୋଇ ପାରେ ।<br />
[[ହେ ଫିଭର]] ( hay fever) ଏକ ସାଧାରଣ ଆଲର୍ଜି ଯେଉଁଥିରେ ଲାଲ ଆଖି, କୁଣ୍ଡେଇବା, ନାକରୁ ପାଣି ବୋହିବା, [[ଏକଜିମା]], [[ଅର୍ଟିକାରିଆ]] ଓ [[ଆଜ୍‌ମା]] ହୋଇ ପାରେ । ଆଜ୍‌ମା ରୋଗରେ ଆଲର୍ଜି ଏହ ଅସାଧାରଣ ଭୂମିକା ନେଇ ପାରେ । [[ପରିବେଶ]], [[ଖାଦ୍ୟ]], [[ଔଷଧ]], [[ବିରୁଡ଼ି]] ଓ [[ମହୁମାଛି]] କୀଟର ବିଷ ଇତ୍ୟାଦି ଜୀବନନାଶକାରୀ ଆଲର୍ଜୀ ସୃଷ୍ଟି କରି ପାରନ୍ତି ଯାହାକୁ [[ଆନାଫାଇଲେକ୍ସିସ୍]] କହନ୍ତି । <br />
ଆଲାର୍ଜୀ ରୋଗ ନିର୍ଣ୍ଣୟ ନିମନ୍ତେ ଅନେକ ଗୁଡ଼ିଏ ପରୀକ୍ଷା ଥିଲେ ମଧ୍ୟ ତାହାର ଫଳ ସହ ରୋଗୀର ଇତିହାସ ଓ ସଂସ୍ପର୍ଶ ସହ ସମ୍ପର୍କ ବିବେଚନା କରି ଚିକିତ୍ସା କରିବାକୁ ହୁଏ, କେବଳ ପରୀକ୍ଷା ଫଳ ନିର୍ଣ୍ଣାୟକ ହୁଏ ନାହିଁ<ref name=Cox2008>{{cite journal|last=Cox|first=L|coauthors=Williams, B; Sicherer, S; Oppenheimer, J; Sher, L; Hamilton, R; Golden, D; American College of Allergy, Asthma and Immunology Test Task, Force; American Academy of Allergy, Asthma and Immunology Specific IgE Test Task, Force|title=Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force.|journal=Annals of Allergy, Asthma & Immunology|date=2008 Dec|volume=101|issue=6|pages=580–92|pmid=19119701}}</ref> । ବ୍ୟକ୍ତିର ଚର୍ମରେ ଆଲର୍ଜେନ୍ ରଖି ତାହାର ପ୍ରତିକ୍ରିୟା ଓ ରକ୍ତରେ ଆଇ.ଜି.ଇ. ପରୀକ୍ଷା ଫଳ ବିଶେଷରେ ଆଲର୍ଜୀ ନିର୍ଣ୍ଣୟ କରାଯାଏ । <br />
ଆଲର୍ଜେନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । ପ୍ରତିରୋଧ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ନିମନ୍ତେ ସ୍ଟିରଏଡ ଦିଆଯାଏ । ଲକ୍ଷଣ ଉପସମ ନିମନ୍ତେ ଆଣ୍ଟିହିସ୍ଟାମିନ୍ ଓ ଡିକଞ୍ଜେସ୍ଟାଣ୍ଟ ଦିଆଯାଏ । ଏହି ଔଷଧ ଖାଇବାକୁ ହୁଏ । ଗୁରୁତର ରୋଗୀଙ୍କୁ ଏପିନେଫ୍ରିନ୍ ଇଞ୍ଜେକସନ୍ ଦିଆଯାଏ । ଏହା ବ୍ୟତିତ ଇଞ୍ଜେକସନଦ୍ବାରାଇଞ୍ଜେକସନଦ୍ୱାରା ଆଲର୍ଜିକୁ ଅଣ- ସମ୍ବେଦନଶୀଳ କରିଦିଆଯାଏ ।}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି