"ଆନା ସାଗର ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୮ କ ଧାଡ଼ି:
}}
[[ଫାଇଲ:The_Anasāgar_Lake_1_PHOTOGRAPHED_BY_FATEH.RawKEy.jpg|thumb|ଆନା ସାଗର ହ୍ରଦ]]
'''ଆନା ସାଗର ହ୍ରଦ , ''' ଭାରତୀୟ ରାଜ୍ୟ ରାଜସ୍ଥାନର ଅଜମର ସହରରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । ଏହା ଏଇତିହାସିକ ସମ୍ରାଟ ପୃଥ୍ଭିରାଜ ଚୌହାନଙ୍କ ପିତାମହ ଅମୋରାଜା ( ଆନା )ଙ୍କଦ୍ବାରାଙ୍କଦ୍ୱାରା ୧୧୩୫ରୁ ୧୧୫୦ ମସିହା ମଧ୍ୟରେ ନିର୍ମିତ ହେଇଥିଲା । ଏହି ହ୍ରଦ ୧୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପରେ ୧୬୩୭ ମସିହାରେ ଦିଲ୍ଲୀର ମୋଗଲ ସମ୍ରାଟ ସାହାଜାହାନ ଏହାର ବରାଦରୀ ବା ପାଭିଲିଆନ ନିର୍ମାଣ କରେଇଥିଲେ । ଜାହାଙ୍ଗୀର ତାଙ୍କ ରାଜୁତି କାଳରେ ଏଠାରେ ଦୌଲତ ବାଗ ବଗିଚା ସ୍ଥାପନ କରିଥିଲେ । 
 
 
== ପର୍ଯ୍ୟଟନ  ==
ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ସ୍ଥାନ । ଏହି ହ୍ରଦର ନିକଟରେ ଅବସ୍ଥିତ ପାହାଡ ଉପରେ ଏକ ସର୍କିଟ ହାଉସ ରହିଛି । ଏହି ସର୍କିଟ ହାଉସ ବ୍ରିଟିଶ ମାନଙ୍କ ଶାସନ ସମୟରେ ନିର୍ମିତ ହେଇଥିଲା । ହ୍ରଦ ମଧ୍ୟରେ ଥିବା ଦ୍ବିପକୁଦ୍ୱିପକୁ ବୋଟ ସାହାଯ୍ୟରେ ଯିବାର ସୁବିଧା ରହିଛି । ଏହି ହ୍ରଦର ସୁନ୍ଦରତାକୁ ବଜାୟ ରଖିବାକୁ ଏହା ନିକଟବର୍ତୀ ଅଞ୍ଚଳରେ ନୂତନ ନିର୍ମାଣକୁ ହାଇ କୋର୍ଟ ବନ୍ଦ କରିଛନ୍ତି । 
 
== କିମ୍ବଦନ୍ତୀ ==