"ଅଷ୍ଟଶମ୍ଭୁ ପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[File:Astasambhu Temple, Kualo.JPG|thumb|ଅଷ୍ଟଶମ୍ଭୁ ମନ୍ଦିର]]
[[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]]ର [[କାମାକ୍ଷାନଗର]] ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ ।<ref>[http://www.india9.com/i9show/Astasambhu-Temples-35062.htm india9.com: Astasambhu Temples]</ref> ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ବରକନକେଶ୍ୱର,<ref>[http://ignca.nic.in/asi_reports/ordhenknl005.pdf ignca.nic.in: Kanakesvara Siva Temple (Astasmbhu Complex), Kualo]</ref> ସ୍ବପ୍ନେଶ୍ବରସ୍ୱପ୍ନେଶ୍ୱର,<ref>[http://ignca.nic.in/asi_reports/ordhenknl008.pdf ignca.nic.in: Swapnesvara Siva Temple (Astasmbhu Complex), Kualo]</ref> ଐଶାନେଶ୍ବରଐଶାନେଶ୍ୱର, କପିଳେଶ୍ବରକପିଳେଶ୍ୱର, ବୈଦ୍ୟନାଥେଶ୍ବରବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ବରପଶ୍ଚିମେଶ୍ୱର,<ref>[http://ignca.nic.in/asi_reports/ordhenknl007.pdf ignca.nic.in: Paschimesvara Siva Temple (Astasambhu Complex), Kualo]</ref> ବାଣେଶ୍ବରବାଣେଶ୍ୱରଲୋକନାଥେଶ୍ବରଲୋକନାଥେଶ୍ୱର ।<ref>[http://www.orissa.net/body.php?page=astasambhu_temple orissa.net: Astasambhu Temple, Dhenkala]</ref>
ମୁଖ୍ୟମନ୍ଦିରରେ ଥିବା କନକେଶ୍ବରଙ୍କକନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ବରେଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ । କନକେଶ୍ବରକନକେଶ୍ୱର ମନ୍ଦିରର ଦ୍ବାରଦେଶରେଦ୍ୱାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ବପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ବରଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି । ପୀଠର ପୂର୍ବଦିଗରେ ଏକ ସ୍ବତନ୍ତ୍ରସ୍ୱତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ [[ଦୁର୍ଗା]] ବିରାଜିତ। ଏହି ଦେବୀ କନକେଶ୍ବରୀକନକେଶ୍ୱରୀ ବା କନକଦୁର୍ଗା ଭାବେ ପରିଚିତ । <ref>[http://ignca.nic.in/asi_reports/ordhenknl004.pdf ignca.nic.in: Kanaka Durga Temple (Astasmbhu Complex), Kualo]</ref>
ଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।
==ଇତିହାସ==
କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ । ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା । ଓଡ଼ିଶାରେ ଭୌମକରମାନେ ରାଜତ୍ବରାଜତ୍ୱ କରୁଥିବା ସମୟରେ ଶୁଳ୍କୀମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ବରାଜତ୍ୱ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।
 
== ଆଧାର ==