"ଅଯୁଗ୍ମ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ବାରା୨ଦ୍ୱାରା ବିଭାଜ୍ୟ ନୁହେଁ ଅର୍ଥାତ ୨ଦ୍ବାରା୨ଦ୍ୱାରା ଭାଗ କଲେ ଭାଗଫଳ ଶୁନ (୦) ରହେ ନାହିଁ ସେହି ସବୁ ସଂଖ୍ୟା ହେଉଛି '''ଅଯୁଗ୍ମ ସଂଖ୍ୟା''' । ଏହାର ବୀପରିତ ସଜ୍ଞା ହେଉଛି [[ଯୁଗ୍ମ ସଂଖ୍ୟା]] । ଗାଣିତିକ ସଂକେତରେ ଯୁଗ୍ମ ସଂଖ୍ୟାକୁ ୨n+ ୧ (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।
ଉଦାହରଣ ସ୍ବରୁପସ୍ୱରୁପ ୧ ଠାରୁ ୩୦ ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟା ଗୁଡିକ ହେଉଛି
 
:'''୧''', '''୩''', '''୫''', '''୭''', '''୯''', '''୧୧''', '''୧୩''', '''୧୫''', '''୧୭''', '''୧୯''', '''୨୧''', '''୨୩''', '''୨୫''', '''୨୭''' ଏବଂ '''୨୯''' ।
== ଅଯୁଗ୍ମ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ ==
* ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ଦ୍ବାରା୨ଦ୍ୱାରା ବିଭାଜ୍ୟ ।<ref>{{citation|title=A Walk Through Combinatorics: An Introduction to Enumeration and Graph Theory|first=Miklós|last=Bóna|publisher=World Scientific|year=2011|isbn=9789814335232|page=178|url=https://books.google.com/books?id=TzJ2L9ZmlQUC&pg=PA178}}.</ref>
 
ଅଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>