"ଅମ୍ଳଜାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
{{Infobox oxygen}}
[[ଫାଇଲ:Oxygen discharge tube.jpg|thumb|300px|upright|Blue white glow from an oxygen discharge tube.]]
'''ଅମ୍ଳଜାନ''' ({{lang-en|Oxygen}}; ଅକ୍‌ସିଜେନ୍) ହେଉଛି ଏକ [[ରାସାୟନିକ ମୌଳିକ]] ଯାହାର [[ପ୍ରତୀକ]] <big>O</big>, [[ପରମାଣୁ କ୍ରମାଙ୍କ]] <big>୮</big> । ଅମ୍ଳଜାନ ଜାରଣରେ ସାହାଯ୍ୟ କରେ‌‌। ଉଦ୍‌ଜାନ ଓ ହିଲିଅମ୍‌ ପରେ ବ୍ରହ୍ମାଣ୍ଡରେ ସବୁଠାରୁ ବେଶି ଉପଲବ୍ଧ ମୌଳିକ ହେଉଛି ଅମ୍ଳଜାନ। ସମସ୍ତ ଜଟିଳ ପ୍ରାଣୀ ଶ୍ବାସକ୍ରିୟାଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି।
 
ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ସାଧାରଣତଃ ଦୁଇଟି ପରମାଣୁରେ ଗୋଟିଏ ଅଣୁ ଗଠନ କରିଥାଏ । ମାତ୍ର ଉର୍ଦ୍ଧ୍ବଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଅମ୍ଳଜାନର ତିନୋଟି ପରମାଣୁ ମିଶି ଓଜୋନ୍‌ ଅଣୁ ସୃଷ୍ଟି କରନ୍ତି। ଓଜୋନ୍‌ ସୂର୍ଯ୍ୟଙ୍କ କ୍ଷତିକାରୀ ରଶ୍ମୀକୁ ପୃଥିବୀପୃଷ୍ଠକୁ ଆସିବାକୁ ଦିଏ ନାହିଁ।
 
== ଭୌତିକ ଗୁଣ ==
୨୧ କ ଧାଡ଼ି:
 
==ଇତିହାସ==
୧୭୭୩ ମସିହାରେ [[ସ୍ବିଡେନସ୍ୱିଡେନ]] ବୈଜ୍ଞାନିକ [[କାର୍ଲ ଉଇଲ୍‌ହେମ ସିଲି]] ଏବଂ ୧୭୭୪ ମସିହାରେ [[ଲଣ୍ଡନ]] ବୈଜ୍ଞାନିକ [[ଜୋସେଫ ପ୍ରିଷ୍ଟଲେ]] ସ୍ବାଧୀନସ୍ୱାଧୀନ ଭାବେ ପୃଥକ ଭାବେ ଅମ୍ଳଜାନର ଆବିଷ୍କାର କରିଥିଲେ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଥମେ ସନ୍ଧର୍ଭ ପ୍ରକାଶ କରିଥିବାରୁ ପ୍ରିଷ୍ଟଲେଙ୍କୁ ଅମ୍ଳଜାନର ଆବିଷ୍କାରକ ବୋଲି ଅନେକ ସ୍ଥାନରେ କୁହାଯାଏ । ତେବେ ଏହାର ନାମ "oxygen" ୧୭୭୭ ମସିହାରେ [[ଲାଭୋଇସିଏର]] ଦେଇଥିଲେ ।
 
== ଟୀକା ==
"https://or.wikipedia.org/wiki/ଅମ୍ଳଜାନ"ରୁ ଅଣାଯାଇଅଛି