"ଅମିୟବାଳା ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪୮ କ ଧାଡ଼ି:
}}
 
'''ଅମିୟବାଳା ପଟ୍ଟନାୟକ''', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି<ref>http://www.textbookbureauodisha.in/Admin/Gallery/Documents/LIST%20OF%20PARTICIPANTS%20INVITED27_08_2011_T_125843.pdf</ref> ଓ ଅନୁବାଦିକା । ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।<ref>http://www.odiasahitya.com/members/memberprofile/?member=amiyabala+pattanayak</ref> [[ଫଣିଶ୍ବରନାଥଫଣିଶ୍ୱରନାଥ ରେଣୁ]]ଙ୍କ ମୂଳ [[ହିନ୍ଦୀ ଭାଷା|ହିନ୍ଦୀ]] ଗଳ୍ପ ସଂକଳନ 'ରେଣୁ ରଚନା ସଂଚୟନ'କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।<ref>http://sahitya-akademi.gov.in/sahitya-akademi/awards/anuvad_samman_suchi.jsp</ref>
 
ଅମିୟବାଳା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ସେ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ,ବ୍ରହ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରିଛନ୍ତି । ୧୯୮୯ମସିହାରୁ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରି, ଅବସର ଗ୍ରହଣ କରିସାରିଛନ୍ତି । <ref>http://www.telegraphindia.com/1110823/jsp/orissa/story_14410672.jsp</ref>
୫୮ କ ଧାଡ଼ି:
 
=== ଅନୁବାଦ ପୁସ୍ତକ ===
* ରେଣୁ ରଚନା ସଂଚୟନ (ଫଣିଶ୍ବରନାଥଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
* ଅନାମ ଦାସଙ୍କ ପୋଥି (ହଜାରୀ ପ୍ରସାଦ ଦ୍ବିବେଦୀଙ୍କଦ୍ୱିବେଦୀଙ୍କ ମୂଳ ଲେଖା)
* ଶୋଭାଯାତ୍ରା (ଫଣିଶ୍ବରନାଥଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
* ଶିଶିଫସ (ବିମଳ ମିତ୍ରଙ୍କ ମୂଳ ଲେଖା)
* ରାଜର୍ଷି (ରବିନ୍ଦ୍ରନାଥ ଠାକୁରଙ୍କ ମୂଳ ଲେଖା)
୬୭ କ ଧାଡ଼ି:
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୧୦('ରେଣୁ ରଚନା ସଂଚାୟନ' ପାଇଁ)
* ଭୁବନେଶ୍ବରଭୁବନେଶ୍ୱର ପୁସ୍ତକ ମେଳାଦ୍ବାରାମେଳାଦ୍ୱାରା ସମ୍ମାନୀତ - ୨୦୧୨<ref>http://www.newindianexpress.com/states/odisha/article179814.ece</ref>
* [[ବ୍ରହ୍ମପୁର ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ଦ୍ବାରାଦ୍ୱାରା ସମ୍ମାନୀତ - ୨୦୧୪<ref>http://www.newindianexpress.com/states/odisha/Guv-for-a-Role-Model-Varsity/2014/01/03/article1979949.ece</ref>
 
== ଆଧାର ==